ଘରେ ଭୋଜନ ପାଇଁ ଗହମ ପେଶା ହୋଇ ଅଟା କରାଯାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ଜ୍ୟୋତିଷ ଶାସ୍ତ୍ରରେ ଗହମ ପେଷିବା ସହ ଜଡିତ ଅନେକ ଉପାୟ କୁହାଯାଇଛି। ଏହି ଉପାୟ ସାହାଯ୍ୟରେ ମା ଲକ୍ଷ୍ମୀ ଏବଂ ମା ଅନ୍ନପୂର୍ଣ୍ଣାଙ୍କ କୃପା ଆପଣଙ୍କ ଘରେ ସବୁବେଳେ ରହିଥାଏ। ଏହି ଉପାୟ ସାହାଯ୍ୟରେ ଘର ଉନ୍ନତି କରିବା ସହିତ ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହିଥାଏ। ତେବେ ଆସନ୍ତୁ ଜାଣିବା ଗହମ ପେଷିବା ସମୟରେ କରାଯାଉଥିବା ଉପାୟ ବିଷୟରେ।
-ଚକ୍କିରେ ଗହମ ପେଷିବାକୁ ଯିବା ସମୟରେ ତୁଳସୀର ଗୋଟେ ପତ୍ର ଗହମରେ ପକାଇ ଦିଅନ୍ତୁ।
-ଏକ ଲାଲ ବ୍ୟାଗରେ ଦୁଇଟି କେସର ଏବଂ ଗହମ ଭର୍ତ୍ତି କରି ମନ୍ଦିରରେ କିଛି ସମୟ ପାଇଁ ରଖି ଦିଅନ୍ତୁ। ଏହାପରେ ଏହାକୁ ନେଇ ପେଶୀ ଦିଅନ୍ତୁ।
-ଯଦି ୧୦ କିଲୋ ଗହମ ପେଷୁଛନ୍ତି। ତେବେ ସେଥିରେ ଅଧା କିଲୋ ଚଣା ମଧ୍ୟ ପେଶୀ ଦିଅନ୍ତୁ। ୨୦ କିଲୋ ପେସୁଥିଲେ ୧ କିଲୋ କଳା ଚଣା ପେଶୀ ଦିଅନ୍ତୁ।
ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…