ଗର୍ଭାବସ୍ଥା ସମୟରେ କାଶ ହେଉଛି କି? ପ୍ରଥମେ ଭଲ ନିଦରେ ଶୁଅନ୍ତୁ, ଜାଣନ୍ତୁ ଏହିପରି ୫ଟି ଘରୋଇ ଉପଚାର ବିଷୟରେ

ଗର୍ଭାବସ୍ଥା ସମୟରେ ମହିଳାମାନେ ନିଜର ସବୁ ପ୍ରକାର ଯତ୍ନ ନେବା ଉଚିତ। ଏହା ଏମିତି ଏକ ଅବସ୍ଥା, ଯେଉଁଥିରେ ମହିଳାଙ୍କଠାରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ। ତେଣୁ ଏହି ସମୟରେ ଯେକୌଣସି ରୋଗ ସହ ଜଡ଼ିତ କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଠିକ୍‌ ସମୟରେ ଉପଚାର ନ କଲେ, ସଂକ୍ରମଣ ଭଳି ଏହା ବ୍ୟାପିଯାଇଥାଏ। ଆଜି ଆମେ ଆପଣଙ୍କୁ ଗର୍ଭାବସ୍ଥା ସମୟରେ କାଶର ଘରୋଇ ଉପଚାର ବିଷୟରେ ଜଣାଇବୁ।

୧. ଗର୍ଭାବସ୍ଥା ସମୟରେ କାଶ ହେଲେ, ଆପଣ ଗରମ ପାଣିରେ ମହୁ ଓ ଲେମ୍ବୁ ମିଶାଇ ପିଅନ୍ତୁ, ଏହାଦ୍ୱାରା ତୁରନ୍ତ ଲାଭ ମିଳିପାରିବ।

୨. ଆପଣ ଏହି ସମୟରେ ଯଥାସମ୍ଭବ ଗରମ ପାଣି ସେବନ କରନ୍ତୁ। କାରଣ, ଏହା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିଥାଏ। ଏହାସହିତ ଗଳା ଦରଜ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।

୩. କାଶରୁ ମୁକ୍ତି ପାଇବା ପାଇଁ ଆପଣ ନିଜ ଭୋଜନରେ ସବୁଜ ପନିପରିବା ଓ କମଳାକୁ ନିଶ୍ଚିତ ସାମିଲ କରନ୍ତୁ। କାରଣ, ଏହା ଇମ୍ୟୁନିଟି ସିଷ୍ଟମକୁ ବଢ଼ାଇଥାଏ। ଏହାସହିତ ଏଥିରେ ଭିଟାମିନ୍‌ ଏବଂ ଫାଇବରର ମାତ୍ର ମହଜୁଦ୍‌ ଥିବାରୁ ଏହା ସଂକ୍ରମଣରୁ ରକ୍ଷା କରିଥାଏ।

୪. ଗର୍ଭାବସ୍ଥା ସମୟରେ ଯଥେଷ୍ଟ ମାତ୍ରାରେ ଗରମ ତରଳ ପଦାର୍ଥ ସେବନ କରନ୍ତୁ। ଗରମ ଲୁଣ ପାଣିକୁ ନେଇ ଗର୍ଗଲ କଲେ, ଏହା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରିବ। ଭଲ ଭାବେ ଶୋଇବାକୁ ଚେଷ୍ଟା କରନ୍ତୁ। କାରଣ, ଏହା ପ୍ରତିରୋଧକ କ୍ଷମତାକୁ ବଢ଼ାଇଥାଏ।

Roshni

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

14 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

25 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

38 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

41 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago