ଲାଇଫ୍ ଷ୍ଟାଇଲ୍

କଣ ଆପଣଙ୍କୁ କଞ୍ଚା ଆମ୍ବ ଖାଇବା ପସନ୍ଦ? ତାହେଲେ ଜାଣନ୍ତୁ ଏହା ଶରୀର ପାଇଁ କେତେ ଚମତ୍କାର

ଗରମ ଦିନରେ କଞ୍ଚା ଆମ୍ବ ଖାଇବାକୁ ଲୋକେ ବହୁତ ପସନ୍ଦ କରନ୍ତି। କଞ୍ଚା ଆମ୍ବର ଖାଇବାର ମଜା କିଛି ଅଲଗା। କଞ୍ଚା ଆମ୍ବରେ ଅଧିକ ମାତ୍ରାରେ ଭିଟାମିନ ସି ରହିଥାଏ। ଯାହା ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରି ଶରୀରକୁ ଅନେକ ରୋଗରୁ ଦୁରେଇ ରଖିଥାଏ। ଯେଉଁ ଲୋକଙ୍କୁ ପେଟ ସମ୍ବନ୍ଧୀୟ ସମସ୍ୟା ରହିଥାଏ ସେମାନେ ମଧ୍ୟ କଞ୍ଚା ଆମ୍ବକୁ ଖାଇପାରିବେ। କଞ୍ଚା ଆମ୍ବ ଖାଇବାକୁ ସବୁ ବୟସର ଲୋକେ ପସନ୍ଦ କରନ୍ତି ଏବଂ ଏହାକୁ ଖାଇବାରେ ଅନେକ ପ୍ରକାର ଫାଇଦା ମିଳିପାରେ। ତାହେଲେ ଆସନ୍ତୁ ଜାଣିବା ଗରମରେ କଞ୍ଚା ଆମ୍ବ ଖାଇବାର ଫାଇଦା ବିଷୟରେ।

– କଞ୍ଚା ଆମ୍ବରେ ଆଣ୍ଟି ଅକ୍ସିଡେଣ୍ଟ ଏବଂ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଥାଏ। ଏହା ଇମ୍ୟୁନିଟିକୁ ବଢାଇବା ସହିତ ଗରମରେ ଅନେକ ପ୍ରକାର ରୋଗ ପାଇଁ ଫାଇଦାପୂର୍ଣ୍ଣ ହୋଇଥାଏ।

– ଏହା ଲିଭର ହେଲଥକୁ ବୁସ୍ଟ କରିଥାଏ। ପିତ୍ତ ଏସିଡ ସ୍ରାବକୁ ବଢ଼ାଇଥାଏ। ଗରମରେ ହେଉଥିବା ଅନେକ ପ୍ରକାର ରୋଗ ଏବଂ ଇନଫେକ୍ସନ ଠାରୁ ସୁରକ୍ଷା କରିଥାଏ।

– କଞ୍ଚା ଆମ୍ବ ବ୍ରେନକୁ ସୁସ୍ଥ ରଖିଥାଏ ଏବଂ ମୁଡକୁ ମଧ୍ୟ ଖୁସି ରଖିଥାଏ।

– ଏହା ଦାନ୍ତ ମାଢିରୁ ବାହାରୁଥିବା ରକ୍ତକୁ ବନ୍ଦ କରିଥାଏ। ଏହାସହିତ ମୁଖ ଦ୍ୱର୍ଗନ୍ଧ ଏବଂ ଦାନ୍ତଙ୍କୁ ମଜବୁତ କରିବାରେ ମଧ୍ୟ ସାହାଯ୍ୟ କରେ।

– ଏଷ୍ଟ୍ରିଜେଣ୍ଟ ଗୁଣ କାରଣରୁ ଏହା ଲୋମ ଛିଦ୍ରରେ ଥିବା ମଇଳା ଏବଂ ତେଲକୁ ଜମା ହେବାକୁ ଦିଏନାହିଁ। ଫଳରେ ବ୍ରଣ ସମସ୍ୟା ହୋଇନଥାଏ।

– ଏହା ବଡ଼ିରେ ଏସିଡିଟିକୁ କାଟିବାରେ ଏବଂ ହାର୍ଟବର୍ଣ୍ଣକୁ ଦୂର କରିଥାଏ।

Pritiparna

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

7 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

7 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

25 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

25 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

29 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

52 mins ago