ସାବଧାନ ! କ୍ଷୀର ପିଇବା ପୂର୍ବରୁ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ

ନିୟମିତ ଭାବରେ କ୍ଷୀର ପିଇବା ଏକ ଭଲ ଅଭ୍ୟାସ କିନ୍ତୁ ଏହାକୁ ପିଇବାର ଲାଭ ସେତେବେଳେ ମିଳିବ ଯେତେବେଳେ ଆପଣ ଏହାର ପିଇବାର କିଛି ନିୟମ ସମ୍ପର୍କରେ ଜାଣିବେ। ଖାଇବା ପିଇବାର କିଛି ଏମିତି ନିୟମ ରହିଛି ଯାହାକୁ କ୍ଷୀର ପିଇବାର କିଛି ଘଣ୍ଟା ପୂର୍ବରୁ ଭୁଲରେ ମଧ୍ୟ ଖାଇବା ଉଚିତ ନୁହେଁ। ନଚେତ ସ୍ୱାସ୍ଥ୍ୟ ଉପରେ ଏହା କ୍ଷତି ପହଁଚାଇଥାଏ।

ରାଶି ଏବଂ ଲୁଣ

ରାଶି ଏବଂ ଲୁଣ ଦ୍ୱାରା ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଯଦି ଆପଣ ଖାଉଛନ୍ତି ତେବେ ଏହାର ତୁରନ୍ତ ପରେ କ୍ଷୀର ବିଲକୁଲ ବି ପିଅନ୍ତୁ ନାହିଁ। ଏହା ଆପଣଙ୍କୁ କ୍ଷତି ପହଁଚାଇପାରେ। ଏହାକୁ ଖାଇବାର ପାଖାପାଖି ୨ ଘଣ୍ଟା ପରେ କ୍ଷୀର ପିଅନ୍ତୁ।

ବିରି

ବିରି ଡାଲି ଖାଇବା ପରେ କ୍ଷୀରର ସେବନ କଲେ ପେଟ ଏବଂ ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ ଅନେକ ସମସ୍ୟାର କାରଣ ହୋଇପାରେ। ବିରି ଡାଲି ଏବଂ କ୍ଷୀର ପିଇବାର ପାଖାପାଖି ଦୁଇ ଘଣ୍ଟା ବ୍ୟବଧାନ ରହିବା ଆବଶ୍ୟକ।

ସାଇଟ୍ରିକ ଫଳ

ସାଇଟ୍ରିକ ଏସିଡ୍‌ ଯୁକ୍ତ ଖଟ୍ଟା ଫଳର ସେବନ କରିବା ପରେ କ୍ଷୀରର ସେବନ ହାନିକାରକ ଅଟେ। ଲମ୍ବା ବ୍ୟବଧାନ ପରେ ଏହି ଦୁଇଟିକୁ ସେବନ କରିବା ଆବଶ୍ୟକ।

ଏହାସହ ପଢ଼ନ୍ତୁ : ସବୁଦିନ ପାଇଁ ଚଷମାକୁ କହିବେ ଅଲବିଦା, ଯଦି ଆପଣେଇବେ ଏହି ଉପାୟ

ମାଛ

ଯଦି ଆପଣ ମାଛ ଖାଇବାର ସୌକିନ ତେବେ ଏହାକୁ ଖାଇବା ପରେ ଭୁଲରେ ବି କେବେବି କ୍ଷୀର ପିଅନ୍ତୁ ନାହିଁ। ଏମିତି କଲେ ଆପଣଙ୍କୁ ଫୁଡ୍‌ ପଏଜନିଂ ହେବା ସହିତ ପେଟ ସମ୍ବଦ୍ଧୀୟ ଅନ୍ୟ ସମସ୍ୟାକୁ ମଧ୍ୟ ଭୋଗିବାକୁ ପଡିପାରେ।

ଦହି

ଦହି ଖାଇବା ପରେ କ୍ଷୀର ପିଇବା ଠାରୁ ଦୂରେଇ ରୁହନ୍ତୁ। ନଚେତ ଆପଣଙ୍କୁ ପେଟ ସମ୍ବଦ୍ଧୀୟ ସମସ୍ୟା ଏବଂ ପାଚନରେ ଗଡବଡ ହୋଇପାରେ।

Pritiparna

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

12 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

31 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

39 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

55 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago