ଭାଙ୍ଗ ନିଶା ସମୟରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ଜିନିଷ !

ହୋଲିର ପର୍ବ ମସ୍ତିର ପର୍ବ ଅଟେ। ରଙ୍ଗ, ଥଣ୍ଡା ପାଣି, ଡ୍ୟାନ୍ସ ଏହି ସବୁ ହୋଲିର ପର୍ବରେ ନିଶ୍ଚୟ ହୋଇଥାଏ। ଏହି ଦିନରେ କ୍ଷୀରରେ ଭାଙ୍ଗ ମିଶାଇ ନ ପିଇଲେ ହୋଲିର ମଜା କିଛି ଆସି ନଥାଏ। କିନ୍ତୁ ଭାବି ନିଅନ୍ତୁ ଯେ ଯଦି ଭାଙ୍ଗର ନିଶା ପରଦିନ ପର୍ଯ୍ୟନ୍ତ ଛାଡି ନଥାଏ ତେବେ ଆପଣଙ୍କୁ ମୁଣ୍ଡ ବ୍ୟଥାର ସମସ୍ୟା ନିଶ୍ଚିତ ହୋଇଥାଏ।

କେତେକ ଲୋକଙ୍କୁ ଭାଙ୍ଗ ସୁଟ କରି ନଥାଏ। ଏହାଦ୍ବାରା ମୁଣ୍ଡ ବ୍ୟଥାର ସମସ୍ୟା ହୋଇଥାଏ। ଖରାରେ ଅଧିକ ସମୟ ପର୍ଯ୍ୟନ୍ତ ରହିବା, ନିଜକୁ ହାଇଡ୍ରେଟ ନ ରଖିବା, ଭଜା ଜିନିଷ ଖାଇବା ଆଦି ଭାଙ୍ଗର ହ୍ୟାଙ୍ଗଓଭରକୁ ଦୁଇ ଗୁଣା କରିପାରେ।

ଏହା ସହ ପଢ଼ନ୍ତୁ :କ୍ଷୀର ପିଇବା ଶରୀର ପାଇଁ ଲାଭକାରୀ , ଜାଣନ୍ତୁ ଏହାକୁ କପରି କରିବେ ସେବନ?

ଫ୍ରାଇଡ୍ ଫୁଡ୍, ଖଟ୍ଟା କମଳା ଜୁସ, ବର୍ଗର ଆଦି ଭାଙ୍ଗ ସହିତ ଆଲକହଲର ସେବନରେ ଏହି ସବୁ ଜିନିଷ ଆପଣଙ୍କ ପେଟ ଯନ୍ତ୍ରଣା ସହିତ ମୁଣ୍ଡ ବ୍ୟଥାର ସମସ୍ୟା ମଧ୍ୟ ହୋଇପାରେ।

ଭାଙ୍ଗର ନିଶାକୁ ଛଡାଇବା ପାଇଁ ଆପଣ ଭାବନ୍ତୁ ନାହିଁ ଯେ କଫି ଏକ ବହୁତ ଭଲ ଉପାୟ ଯାହାର ସେବନ ଦ୍ବାରା ଭାଙ୍ଗ ନିଶା ଛାଡିଯାଇପାରେ କିନ୍ତୁ ଏହା ଆପଣଙ୍କ ଶରୀର ଉପରେ ଓଲଟା ପ୍ରଭାବ ପକାଇଥାଏ। ମୁଣ୍ଡ ବ୍ୟଥା ଠିକ କରିବା ବଦଳରେ ଏହା ଆପଣଙ୍କୁ ଅଜବ ପ୍ରକାର ଅନୁଭବ କରାଇଥାଏ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ପୁରୁଣା ବନ୍ଧୁଙ୍କ ସହ ଭେଟ କରିବା ଯୋଗୁ ଖୁସି ରହିବେ

ମେଷ: ଅନ୍ୟମାନଙ୍କ ସଫଳତା ଦ୍ୱାରା ଆର୍ଥିକ ଲାଭବାନ ହେବେ । ପ୍ରେମ କରୁଥିବା ଲୋକଙ୍କୁ ସାଥୀଙ୍କ କଥାକୁ ବୁଝିବାକୁ ପଡ଼ିବ,…

44 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିମ୍ ରେ ୭୨ ଜଣ ମନ୍ତ୍ରୀ, ୩୦ କ୍ୟାବିନେଟ, ୫ ଜଣ ରାଷ୍ଟ୍ରପାହ୍ୟା ସ୍ବାଧୀନ ଓ ୩୬ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା…

2 hours ago

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପଡ଼ୋଶୀ ରାଷ୍ଟ୍ର ନେତାଙ୍କ ସହ ସେଲିବ୍ରିଟି ଓ ଶିଳ୍ପପତିଙ୍କ ଗହଳି, ଶାହାରୁଖ, ରଜନୀକାନ୍ତ, ଅକ୍ଷୟ,ଅମ୍ବାନୀ ଓ ଆଦାନୀ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସେଲିବ୍ରିଟିଙ୍କ ଗହଳି। ଶାହାରୁଖ ଖାନ, ରଜନୀକାନ୍ତ, ଅକ୍ଷୟ କୁମାର ସାମିଲ ହୋଇଥିଲେ। ଅନୀଲ କପୁର,…

2 hours ago

‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଉଦଯାପିତ, ଯୋଗଦେଲେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ଅମିତ ରାଏଙ୍କ ସହ ବିଶିଷ୍ଟ ଲେଖିକା ଡକ୍ଟର ପ୍ରତିଭା ରାୟ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…

3 hours ago

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…

3 hours ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌, ଓଡିଶାକୁ ୩ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …

4 hours ago