୮ ଟି ଭୟଙ୍କର ସ୍ବପ୍ନ ! ଯାହା କହିଥାଏ ଖୁବ ଶୀଘ୍ର ଆପଣଙ୍କ ସହ ହୋଇପାରେ କିଛି ଖରାପ

ସ୍ବପ୍ନ ସମସ୍ତେ ଦେଖନ୍ତି । କୁହାଯାଏ କିଛି ସ୍ବପ୍ନ ଶୁଭ ସଂକେତ ଦେଇଥାଏ ଆଉ କିଛି ସ୍ବପ୍ନ ଅଶୁଭ ଘଟଣା ଆଡକୁ ଇସାରା କରିଥାନ୍ତି । ବିଶ୍ୱାସ ରହିଛି ଯେତେବେଳେ ଆମେ ଗଭୀର ନିଦରେ ଥାଉ ସେତେବେଳେ ସ୍ବପ୍ନ ଆମକୁ ଭବିଷ୍ୟତରେ ହେବାକୁ ଯାଉଥିବା ଘଟଣା ବିଷୟରେ ପ୍ରଥମରୁ ହିଁ ସଚେତ କରିଦେଇଥାଏ। ସ୍ବପ୍ନ ଜ୍ୟୋତିଷରେ ବିଭିନ୍ନ ପ୍ରକାର ସ୍ବପ୍ନକୁ ନେଇ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି । ତେବେ ଆଜି ଆମେ ଆପଣାକୁ ଏମିତି କିଛି ସ୍ବପ୍ନ ବିଷୟରେ ଜଣାଇବୁ ଯାହା ଭବିଷ୍ୟତରେ ହେବାକୁ ଥିବା ଅଶୁଭ ଘଟଣା ବିଷୟରେ ଆଗୁଆ ସଚେତ କରିଦେଇଥାଏ ।

 – ସ୍ବପ୍ନରେ ନିଜକୁ କେଉଁ ସ୍ଥାନକୁ ଯାତ୍ରା କରୁଥିବାର ଦେଖୁଛନ୍ତି ତ ଜାଣନ୍ତୁ ଆପଣଙ୍କ ସହ କିଛି ଖରାପ ହେବାର ସମ୍ଭାବନା ରହିଛି ।

 – ସ୍ବପ୍ନରେ ଶରୀରର କଟା ହୋଇଥିବା ଅଙ୍ଗ ଦେଖୁଛନ୍ତି ଅର୍ଥାତ ନିକଟରେ ଆପଣଙ୍କ କେହି ପରିଜନଙ୍କ ମୃତ୍ୟୁ ହୋଇପାରେ ।

 – ଯଦି କେହି ମହିଳା ସ୍ବପ୍ନରେ ନିଜକୁ ଚନ୍ଦା ଦେଖୁଛନ୍ତି ତେବେ ଦାରିଦ୍ର୍ୟର ସାମ୍ନା କରିବାକୁ ପଡିପାରେ ।

 – କେହି ବ୍ୟବସାୟୀ ନିଜକୁ ସ୍ବପ୍ନରେ ଦେବାଳିଆ ଘୋଷିତ କରୁଥିବାର ଦେଖେ ତ ଖୁବ ଶୀଘ୍ର ତାଙ୍କର ବ୍ୟବସାୟ ଚମ୍ପଟ ହୋଇପାରେ।

– ସ୍ବପ୍ନରେ ଆପଣଙ୍କ ପଛରେ ସଁନ୍ଧ ଗୋଡାଇବାର ଦେଖନ୍ତି ତ ଜାଣନ୍ତୁ ଖୁବ ଶୀଘ୍ର ଆପଣଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

 – କେହି ବ୍ୟକ୍ତି କୋକେଇ ସ୍ବପ୍ନ ଦେଖିବା ଅର୍ଥ ଭବିଷ୍ୟତରେ ଦୁର୍ଘଟଣା ହୋଇପାରେ ।

 – କେହି ନିଜକୁ ସ୍ବପ୍ନରେ ର୍ନିବସ୍ତ୍ର ଦେଖେ ତେବେ ଭବିଷ୍ୟତରେ ତାଙ୍କୁ ଅପମାନ ଏବଂ ବ୍ୟବସାୟରେ କ୍ଷତି ସହିବାକୁ ପଡିପାରେ ।

 – ସ୍ବପ୍ନରେ କେହି ନିଜକୁ ହସୁଥିବା କିମ୍ବା ନାଚୁଥିବାର ଦେଖେ ତେବେ ସେ କୌଣସି ଆଇନଗତ ସମସ୍ୟାରେ ପଡିପାରେ ।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

21 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

30 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago