ଥଣ୍ଡା କାଶକୁ ଚୁଟକିରେ ଦୂର କରିବ ମସଲା ଚା’

ଶୀତ ଦିନ ସହ ଅସିଥାଏ ଥଣ୍ଡାକାଶ, ଫ୍ଳୁ, କଫ ଆଦି ଅସୁବିଧା । ଏହା ସାଧାରଣ ରୋଗ ହୋଇଥିଲେ ମଧ୍ୟ ଏଥିପାଇଁ ଅନେକ ଅସୁବିଧା ଭୋଗିବାକୁ ପଡ଼ିଥାଏ। ଏଣୁ ଏହି ସମୟରେ ଔଷଧ ସହ କିଛି ଘରୋଇ ଉପଚାର କରିବା ନିହାତି ଆବଶ୍ୟକ। ଏହି ସମସ୍ତ ଅସୁବିଧାର ସହଜ ସମାଧାନ ହେଉଛି ମସଲା ଚା। ଯାହା ଦ୍ବାରା ଏହି ଦିନରେ ହୋଇଥିବା ଛୋଟ ଛୋଟ ଅସୁବିଧାର ସମାଧାନ ମିଳିଯିବ।

 

ଆସନ୍ତୁ ଜାଣିବା ମସଲା ଚାର ପ୍ରସ୍ତୁତି :

ଆବଶ୍ୟକ ସାମଗ୍ରୀ : ଲବଙ୍ଗ, ଅଦା, ଗୁଜୁରାତି, ଗୋଲମରିଚ, ତୁଳସୀ ।

ପ୍ରସ୍ତୁତି : ଏକ ଜାଗାରେ ପାଣି ନେଇ ସେଥିରେ ଏକ ଚାମଚ ଚାପତି ପକାନ୍ତୁ। ଏଥିରେ ଲବଙ୍ଗ, ଅଦା, ଗୋଲମରିଚ ଏବଂ ତୁଳସୀ ପତ୍ର ପକାଇ ଫୁଟାନ୍ତୁ। ଏହାକୁ ସେପର‌୍ୟ୍ୟନ୍ତ ଫୁଟାନ୍ତୁ ଯେପର‌୍ୟ୍ୟନ୍ତ ପାତ୍ରରେ ପାଣି ଅଧା ହୋଇଯାଇନଥିବ। ତେବେ ଏହାର ସ୍ବାଦ ବଢ଼ାଇବା ପାଇଁ ଏଥିରେ ଆପଣ ମହୁ ମିଶାଇ ପାରିବେ। ଚା ପ୍ରସ୍ତୁତ ହେବା ପରେ ଏହାକୁ ଗରମ ଗରମ ସେବନ କରନ୍ତୁ।

କଣ ମିଳିବ ଫାଇଦା :

-ମସଲା ଚାରେ ଆଣ୍ଟି-ଅକ୍ସିଡ଼େଟ ସହ ପଲିଫେନେଲ ଗୁଣ ରହିଥାଏ। ଯାହା ଶରୀରରେ ଇମ୍ୟୁନିଟି ସିଷ୍ଟମକୁ ତ୍ବରାନ୍ବିତ କରିଥାଏ। ଯାହା ଶରୀରରେ ବଢ଼ୁଥିବା ଥଣ୍ଡା ଜନିତ ରୋଗକୁ କମ କରିଥାଏ।

-ଏହି ଚାରେ ଗୋଲମରିଚ ଥିବାରୁ ଏହା ପାଚନକ୍ରିୟାକୁ ସକ୍ରିୟ କରିଥାଏ। ଏହା ହଜମକ୍ରିୟାକୁ ମଜବୁତ କରାଇଥାଏ। ଏହା ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧାନ କରାଇଥାଏ।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

8 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

10 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

50 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago