ଲାଇଫ୍ ଷ୍ଟାଇଲ୍

ଘରେ ରଖୁଛନ୍ତି କି ଶୁଖିଲା ଫୁଲ? ତେବେ ଦୂର ହୋଇପାରେ ଆପଣଙ୍କ ସୁଖ-ଶାନ୍ତି

ଆମ ଜୀବନରେ ବାସ୍ତୁର ଗଭୀର ପ୍ରଭାବ ପଡିଥାଏ। ବାସ୍ତୁ ଅନୁଯାୟୀ ଘରେ ଥିବା ସମସ୍ତ ଜିନିଷ ଆମ ଉପରେ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ। ଘର ସଜାଇବା ପାଇଁ ସବୁ ଜିନିଷ ମଧ୍ୟରୁ ସତେଜ ଫୁଲରେ ଘର ସଜାଇବାକୁ ସମସ୍ତେ ଭଲପାଇଥାନ୍ତି କିନ୍ତୁ ଏହି ଫୁଲ ଝାଉଳି ଯିବା ପରେ ସୁନ୍ଦର ନଲାଗିବା ସହ ଆମ ଉପରେ ନକାରାତ୍ମକ ପ୍ରଭାବ ମଧ୍ୟ ପକାଇଥାଏ। ଏଥିସହ ଘରେ ଫୁଲ ରଖିବା ଦ୍ୱାରା ଘରର ପରିବେଶ ଖୁସି ରହିଥାଏ। ଏହା ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ନେଇ ଆସିଥାଏ। ତେବେ ଆସନ୍ତୁ ଜାଣିବା ଫୁଲ ସହ ଜଡିତ କିଛି ଖାସ୍‌ ବାସ୍ତୁ ଟିପ୍ସ।

-ଘରର ଫୁଲଦାନୀରେ ସର୍ବଦା ସତେଜ ଫୁଲ ରଖନ୍ତୁ। ଏଥିସହ ଏହି ଫୁଲ ଶୁଖିଯିବା ଉପରେ ବିଶେଷ ଧ୍ୟାନ ରଖନ୍ତୁ। ପ୍ରତି ୨ ରୁ ୩ ଦିନ ପରେ ଫୁଲକୁ ବଦଳାଇବା ଦ୍ୱାରା ଘରେ ସୁଖ-ସମୃଦ୍ଧି ଭରି ରହିଥାଏ।

-ରୋଗରେ ପିଡୀତ ଥିବା ବ୍ୟକ୍ତିଙ୍କୁ ଫ୍ରେସ୍‌, ସୁନ୍ଦର ଫୁଲ ଗିଫ୍ଟ କରିବାର ଅର୍ଥ ହେଉଛି ସେ ବହୁତ ଜଲଦି ସୁସ୍ଥ ହୋଇଯାଆନ୍ତୁ ବୋଲି କୁହାଯାଇଥାଏ। କାରଣ ଏହା ସୁସ୍ଥ ସ୍ୱାସ୍ଥ୍ୟର ସଂକେତ।

-ଘର, ଦୋକାନ କିମ୍ବା ଅଫିସ୍‌ କେଉଁଠି ବି ହେଉ ସର୍ବଦା ସଠିକ୍‌ ଦିଗରେ ଫୁଲଦାନୀ ରଖିବା ଉଚିତ। ବାସ୍ତୁ ଅନୁଯାୟୀ ଏହାକୁ ରଖିବା ବା ଲଗାଇବାର ସଠିକ୍‌ ଦିଗ ହେଉଛି ଦକ୍ଷିଣ ଏବଂ ପଶ୍ଚିମ। ଏହି ଦିଗରେ ଫୁଲଦାନୀ ରଖିବା ଦ୍ୱାରା ଘରେ ଖୁସିର ବାତାବରଣ ରହିଥାଏ। କିନ୍ତୁ ଯଦି ଆପଣ ଏହାର ବିପରୀତ ଦିଗରେ ରଖନ୍ତି ତେବେ ଆପଣଙ୍କ ଘରେ ସର୍ବଦା ଝଗଡା ଏବଂ ବିଳମ୍ବରେ ବିବାହ ହେବାର ସମସ୍ୟା ଦେଖାଯାଇଥାଏ।

KNews Bureau

Recent Posts

ନାକରେ ଟାଇପିଂ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଚାରିଆଡ଼େ ହେଉଛି ଚର୍ଚ୍ଚା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍‌ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…

12 mins ago

ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ, ଜଙ୍ଗଲରୁ ମୃତଦେହ ଜବତ

ମୟୂରଭଞ୍ଜ : ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଥାନାରେ ଅଟକ । ଘଟଣା…

15 mins ago

ଷଷ୍ଠ ଥର ନବୀନ ସରକାର, ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ ବହୁମତ

ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…

38 mins ago

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

51 mins ago

ଗାଁର ଚାରି ଆଡେ଼ ଘେରି ରହିଛି ନାଳ, ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟନ୍ତି ଏହି ଗ୍ରାମବାସୀ

ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୪ବର୍ଷ । ଏହି ୭୪ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…

52 mins ago

ପ୍ୟାରିସରୁ ମୁମ୍ବାଇ ଆସୁଥିବା ବିମାନରେ ବୋମା ଆତଙ୍କ, ଜରୁରୀକାଳୀନ ଅବତରଣ କଲା ଭିସ୍ତାରା ବିମାନ

ପ୍ୟାରିସରୁ ମୁମ୍ବାଇ ଆସୁଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ । ଏହି ଖବର ପ୍ରସାରିତ ହେବା ପରେ ଆତଙ୍କ ସୃଷ୍ଟି…

52 mins ago