ଲାଇଫ୍ ଷ୍ଟାଇଲ୍

ପିରିୟଡସ୍‌ ଦିନରେ ଆପଣ କେଶ ସାମ୍ପୋ କରୁଛନ୍ତି କି, ତାହେଲେ ଭବିଷ୍ୟତରେ ଭୋଗିପାରନ୍ତି ଏହି ଗମ୍ଭୀର ସମସ୍ୟା

ମାସିକଧର୍ମ ବା ପିରିୟଡସ୍‌ ମହିଳାଙ୍କର ସବୁ ମାସ ଆସିଥାଏ, ଏହା ଏକ ସାଧାରଣ ପ୍ରକ୍ରୀୟା। ଏହି ଋତୁଚକ୍ରରେ ମହିଳାଙ୍କ ଶରୀରରେ ଥିବା ଅଶୁଦ୍ଧ ରକ୍ତ ବାହାରକୁ ବାହାରି ଯାଇଥାଏ। ଏହି କାରଣ ପାଇଁ ଏହି ସମୟରେ ମହିଳାଙ୍କୁ ନିଜର ଖାସ୍‌ ଧ୍ୟାନ ରଖିବାକୁ କୁହାଯାଏ। ସେହିପରି ପୁରୁଣା ସମୟରେ ହିଁ ମାସିକ ଧର୍ମରେ କେଶ ନଧୋଇବାକୁ ପରାମର୍ଶ ଦିଆଯାଏ, କିନ୍ତୁ ଆଜିକାଲି ମହିଳା ଏହାକୁ ନମାନି କେଶ ଧୋଇଦିଅନ୍ତି। ଆଜି ଆମେ ଆପଣଙ୍କୁ ଏହା ଜଣାଇବୁ ଯେ ପିରିୟଡ୍ସରେ କେଶ ଧୋଇବା ଉଚିତ ନୁହେଁ।

ପିରିୟଡ୍ସ ସମୟରେ ଅଣ୍ଡା ଭାଙ୍ଗି ଯାଇଥାଏ ଏବଂ ଏହାର ଖରାପ ରକ୍ତ ଶରୀରରୁ ବାହାରକୁ ବାହାରିଯାଇଥାଏ। ଏମିତିରେ ଆପଣ ପିରିୟଡ୍ସ ଚାଲିଥିବା ସମୟରେ କେଶ ଧୋଇବା ଦ୍ୱାରା ଶରୀରର ଟେମ୍ପରେଚର ଥଣ୍ଡା ହୋଇଯାଇଥାଏ। ପିରିୟଡ୍ସ ସମୟରେ ଶରୀରକୁ ଗରମ ରଖିବାର ଆବଶ୍ୟକ ହୋଇଥାଏ, ଯାହାଦ୍ୱାରା ପେଟର ଥିବା ଖରାପ ରକ୍ତ ସଫା ହୋଇପାରିବ। ଏହି ସମୟରେ ଅଧିକ କେଶ ଧୋଇବା ଦ୍ୱାରା ବଡିର ଟେମ୍ପରେଚର କମ ହୋଇଯାଇଥାଏ। ଯେଉଁ କାରଣରୁ ଶରୀର ବିଷାକ୍ତ ପଦାର୍ଥ ବାହାରକୁ ବାହାରି ପାରେନାହିଁ।

କେବଳ ଏତିକି ନୁହେଁ ଧିରେ ଧିରେ ଏହି ବିଷାକ୍ତ ପଦାର୍ଥ ବିଣ୍ଡା ହୋଇଯାଏ। ଏପରି ହେବା ଦ୍ୱାରା ୟୁଟେରସ ସହ ଜଡିତ ରୋଗ ବ୍ୟତୀତ କ୍ୟାନସର ହେବାର ଭୟ ମଧ୍ୟ ରହିଥାଏ। ପିରିୟଡସ ସମୟରେ ଗାଧୋଇବା କିମ୍ବା କେଶ ଧୋଇବା ଦ୍ୱାରା ବିଷାକ୍ତ ପଦାର୍ଥ ସମ୍ପୂର୍ଣ୍ଣ ଭାବରେ ବାହାରକୁ ବାହାରିଯାଏ। ଯେଉଁ କାରଣରୁ ଇନଫେକସନ, ପେଟରେ ଯନ୍ତ୍ରଣା ଭଳି ସମସ୍ୟା ହେବାର ବହୁତ ସମ୍ଭାବନା ବଢ଼ିଯାଇଥାଏ।

ଏହି ସମୟରେ ଅତିକମରେ ୩ ଦିନ ପର୍ଯ୍ୟନ୍ତ କେଶ ଧୋଇବା ଅନୁଚିତ। ଆପଣ ପିରିୟଡସର ଶେଷ ଦିନରେ ମୁଣ୍ଡ ଧୋଇପାରିବେ। ଯଦି ଆପଣ ମୁଣ୍ଡ ଧୋଇବା ଅତି ଜରୁରୀ ହୋଇଥାଏ ତାହେଲେ ହାଲକା ଉଷୁମ ପାଣିର ବ୍ୟବହାର କରିପାରିବେ।

Pritiparna

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଆର୍ଥିକ ସଙ୍କଟ ଦୂର ହେବ, ପରିବାର ସହିତ ଖୁସିର ସମୟ କାଟିବେ

ମେଷ: ଆଜି ନିଜ ଉପରେ ଆତ୍ମବିଶ୍ୱାସ ରଖିବେ । ଜୀବନସାଥୀଙ୍କୁ ମନର କଥା କହି ପାରନ୍ତି । କୌଣସି କାମ…

1 hour ago

ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଲାଗୁ ହେବ ଟ୍ରାଫିକ କଟକଣା

ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…

3 hours ago

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

3 hours ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

3 hours ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

4 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

4 hours ago