ମାନସିକ ସ୍ତରରେ ଦୁର୍ବଳ ବ୍ୟକ୍ତି ଏହି ରୋଗରେ ହୋଇଥାନ୍ତି ପୀଡ଼ିତ, ଜାଣନ୍ତୁ ଏହାର ଲକ୍ଷଣ

Dyspraxia ବ୍ରେନ ଜଡ଼ିତ ଏକ ସମସ୍ୟା। ଏହାକୁ ବ୍ରେନ ଡିସଅର୍ଡର ମଧ୍ୟ କୁହାଯାଏ, ଯାହା ମୁଭମେଣ୍ଟ ଏବଂ co-ordianationକୁ ପ୍ରଭାବିତ କରିଥାଏ। ଯେଉଁ ଲୋକଙ୍କୁ ଏହି ସମସ୍ୟା ରହିଛି ସେମାନେ କୌଣସି କାମ ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି ନାହିଁ। କାମରେ ସେମାନେ ଧ୍ୟାନ କେନ୍ଦ୍ରିତ କରିପାରନ୍ତି ନାହିଁ।

ତେବେ ଏହା କୌଣସି ଇଣ୍ଟେଲିଜେନ୍ସର ଇଫେକ୍ଟ ପାଇଁ ନୁହେଁ ବରଂ ତାଙ୍କର ଫାଇନ ମୋଟର ସ୍କିଲକୁ ପ୍ରଭାବିତ କରିଥାଏ। ଏହା ହେବାର ବହୁତ କାରଣ ରହିଛି। ଯଦି କୌଣସି ପିଲା ସମୟ ଆଗରୁ ଜନ୍ମ ନେଇଥାଏ ତେବେ ସେମାନଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଦେଖାଯାଏ । ଏହାର ଲକ୍ଷଣ କଣ ଜାଣନ୍ତୁ।

– ଧ୍ୟାନ କେନ୍ଦ୍ରିତ କରିବାରେ ସମସ୍ୟା

– ନୂଆ ଜିନିଷ ଶିଖିବାରେ ସମସ୍ୟା ଦେଖାଯିବା।

– ଡେଲି ରୁଟିନରେ ପରିବର୍ତ୍ତନ ହେବା

– ଜିନିଷ ଚିହ୍ନଟ କରିବାରେ ସମସ୍ୟା

– ଛୋଟ ଜିନିଷ ଧରିବାରେ ସମସ୍ୟା
– ସବୁ କଥାକୁ ଖାତାରେ ଲେଖିବା
– ଅଧିକ ଇମୋସନାଲ ହୋଇଯିବା
– ଖରାପ ଟାଇମ ମ୍ୟନେଜମେଣ୍ଟ
– କିଛି କଥା ମନେ ନ ରହିବା

ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ତୁରନ୍ତ ଡାକ୍ତରଙ୍କ ସହ କଥା ହୁଅନ୍ତୁ। ନ୍ୟାସନାଲ ହେଲ୍ଥ ଥେରାପି ସର୍ଭିସ େଓ୍ଵବସାଇଟରେ ଏହା ପାଇଁ ବିଶେଷ ଥେରାପି ସମ୍ପର୍କରେ କୁହାଯାଇଛି। ରୋଗୀଙ୍କୁ ଏଥିରୁ ମୁକ୍ତି ପାଇଁ ସାହାଯ୍ୟ ମିଳେ।

Leave A Reply

Your email address will not be published.