ଆଳୁ ସହ ଏହିସବୁ ଜିନିଷ ଦାନ୍ତ ଯନ୍ତ୍ରଣାରୁ ଦେଇଥାଏ ମୁକ୍ତି, ଜାଣନ୍ତୁ କ’ଣ

ଭଲଭାବେ ଦାନ୍ତ ସଫା ନକରିବା କିମ୍ବା ଥଣ୍ଡା ପିଇବାରେ ତୁରନ୍ତ କିଛି ଗରମ ଜିନିଷ ପିଇବା ଦ୍ୱାରା ଦାନ୍ତରେ ଯନ୍ତ୍ରଣା ହୋଇଥାଏ। ଏପରି ହେବା ଦ୍ୱାରା ଲୋକମାନଙ୍କୁ ଡାକ୍ତରଙ୍କ ପାଖକୁ ଯିବା ବ୍ୟତୀତ ଅନ୍ୟ କିଛି ଉପାୟ ଦେଖାଯାଇନଥାଏ। କିନ୍ତୁ ଆମେ ଆପଣଙ୍କୁ ଏହି ଯନ୍ତ୍ରଣାରୁ ରକ୍ଷା ପାଇବା କିଛି ଘରୋଇ ଉପାୟ ବିଷୟରେ ଜଣାଇବୁ, ଯାହାଫଳରେ ଆପଣମାନେ ଏଭଳି କଷ୍ଟରୁ ରକ୍ଷା ପାଇପାରିବେ। ତେବେ ଜାଣନ୍ତୁ କଣ ରହିଛି ସେହ ଉପାୟ।

-ଲେମ୍ବୁରେ ଭିଟାମିନ-ସି ରହିଥାଏ, ଯାହା ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ। ଦାନ୍ତ ବିନ୍ଧା ହେଉଥିବା ସମୟରେ ଲେମ୍ବୁ ଚୋପାକୁ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇବା ଦ୍ୱାରା ତୁରନ୍ତ ଆରାମ ମିଳିଥାଏ।

-ଯଦି ଦାନ୍ତ ବିନ୍ଧା ହେବା ସହ ସେହି ଯାଗା ଫୁଲିଯାଇଥାଏ ତେବେ ସେହି ସ୍ଥାନରେ ଆଳୁ ଚୋପାକୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖିଦିଅନ୍ତୁ। ଏହାଦ୍ୱାରା ଆପଣଙ୍କୁ ବହୁତ ଜଲଦି ଆରାମ ମିଳିବ।

-ଆପଣଙ୍କର ଯଦି ପୂର୍ବରୁ ଦାନ୍ତ ସମସ୍ୟା ରହିଥାଏ ତେବେ ରସୁଣ ଆପରଙ୍କୁ ସାହାଯ୍ୟ କରିବ। ଏଥିପାଇଁ ଆପର ରସୁଣର ଏକ କୋଲା ଲୁଣ ଲଗାଇ ସେବନ କରନ୍ତୁ। ପ୍ରତ୍ୟେକ ଦିନ ସକାଳୁ ଏହା ଖାଇବା ଦ୍ୱାରା ଆପଣଙ୍କୁ ଲାଭ ମିଳିଥାଏ।

-ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇ ପିଆଜ ଏକ ଭଲ ବିକଳ୍ପ। ଡାକ୍ତରମାନେ ମଧ୍ୟ ଏହି ପରାମର୍ଶ ଦେଇଥାନ୍ତି କି ପ୍ରତି ୩ ମିନିଟ୍‌ ରେ ପିଆଜର ଏକ ସ୍ଲାଇସ୍‌ ଖାଇବା ଦ୍ୱାରା ମୁହଁର କୀଟାଣୁ ମରିଯାଇଥାନ୍ତି, ଯାହାଫଳରେ ବହୁତ ଜଲଦି ଯନ୍ତ୍ରଣାରୁ ଆରାମ ମିଳିଥାଏ।

-ସମସ୍ତେ ଜାଣନ୍ତି ଲବଙ୍ଗ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଏଥିପାଇଁ ଆପର ପାଟିରେ ଏକ ଲବଙ୍ଗ ରଖିପାରିବେ ବା ଯନ୍ତ୍ରଣା ହେଉଥିବା ସ୍ଥାନରେ ମଧ୍ୟ ଲବଙ୍ଗ ତେଲ ବ୍ୟବହାର କରିପାରିବେ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

28 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

30 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

37 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

46 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

46 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago