ଲାଇଫ୍ ଷ୍ଟାଇଲ୍

ଶରୀରର ଚର୍ବିକୁ କମାଇବା ପାଇଁ ଆପଣାନ୍ତୁ ଏହିସବୁ ଆୟୁର୍ବେଦ ଟିପ୍ସ

ଓଜନ ସହିତ ଶରୀରରେ ଥିବା ଚର୍ବି ଅଂଶକୁ କମାଇବା ପାଇଁ ଅନେକ ପ୍ରକାର ଉପାୟ ଆପଣାନ୍ତି । ତେବେ ପେଟର ଚର୍ବି ଅଂଶକୁ କମାଇବା ବହୁତ କଷ୍ଟ ହୋଇଥାଏ । ଯଦି ଏହା କମିଯାଏ ତେବେ ଏହାକୁ ମେନଟେନ ରଖିବା କଷ୍ଟ ହୋଇଥାଏ । ତେବେ ଏହାରି ମଧ୍ୟରେ ଆୟୁର୍ବେଦର କମାଲ ଏଠି କାମ ଦେଇଥାଏ । ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଆୟୁର୍ବେଦ ସାହାଯ୍ୟରେ ଏହାକୁ କମାଯାଇ ପାରିବ । ଆଜି ଆମେ ଏହା ସମ୍ପର୍କରେ ଆପଣଙ୍କୁ କହିବୁ ।

-ଦିନ ଅପେକ୍ଷା ରାତିରେ ଚେଷ୍ଟା କରନ୍ତୁ କମ ମାତ୍ରାରେ ଖାଦ୍ୟ ସେବନ କରିବେ । ଏହାଦ୍ୱାରା ହଜମ ଶକ୍ତି ଉପରେ ଭଲ ପ୍ରଭାବ ପଡ଼ିଥାଏ । ଦିନ ସମୟରେ ହଜମ ଶକ୍ତି ଭଲ ଥିବା ହେତୁ ଆପଣ ଏହି ସମୟରେ ୫୦ ଗ୍ରାମ କ୍ୟାଲୋରୀର ସେବନ କରିପାରିବେ । ରାତ୍ରି ଭୋଜନ ଅର୍ଥାତ ସଂନ୍ଧ୍ୟା ୭ଟା ପରେ କମ ଖାଇବା ପାଇଁ ଅଭ୍ୟାସ ରଖନ୍ତୁ ।

-ପେଟ ଚର୍ବି ସମସ୍ୟା ଦୂର କରିବା ପାଇଁ ରିଫାଇଣ୍ଡ କାର୍ବସଠୁ ଦୂରେଇ ରୁହନ୍ତୁ । ଏହାବ୍ୟତିତ ଆପଣ ସ୍ୱିଟ ଡ୍ରିଙ୍କ, ପାସ୍ତା, ବ୍ରେଡ, ବିସ୍କୁଟ ସହ ତେଲିଆ ଖାଦ୍ୟଠୁ ନିଜୁକ ଦୂରେଇ ରଖନ୍ତୁ । ଆୟୁର୍ବେଦ ଅନୁଯାୟୀ ପ୍ରତିଦିନ ସକାଳୁ ଖାଲି ପେଟରେ ମେଥି ଦାନା ପାଣି ପିଅନ୍ତୁ । ଏହାଦ୍ୱାରା ଚର୍ବି କମିଯାଇଥାଏ ।

-ନିଜ ଡାଏଟରେ ଆପଣ ତ୍ରିଫଳା ମଧ୍ୟ ବ୍ୟବହାର କରିପାରିବେ । ଏହାଦ୍ୱାରା ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । ପାଚନ ଶକ୍ତି ମଧ୍ୟ ମଜବୁତ ରୁହେ ।

-ଶେଷରେ ଚାଲିବାର ଅଭ୍ୟାସ ରଖନ୍ତୁ । କାରଣ ଚାଲିବା ଦ୍ୱାରା କେବଳ ଚର୍ବି ନୂୁହେଁ ବରଂ ଏହା ହଜମ ଶକ୍ତିକୁ ବୃଦ୍ଧି କରିଥାଏ । ହାଡ଼ଗଣ୍ଠିରେ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଶରୀରରେ ଉତ୍ତମ ରୂପେ ରକ୍ତ ପ୍ରବାହ ହୋଇଥାଏ ।

D Sonali

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

1 hour ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

3 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

3 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

5 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

6 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

7 hours ago