ଜାଣନ୍ତିକି ଶରୀରରେ ଆଇରନର ମାତ୍ରା କମିଲେ ଦୁର୍ବଳ ହୋଇଯାଇପାରେ ଆପଣଙ୍କ ମସ୍ତିସ୍କ

ଛୋଟ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟର ବିକାଶ ପାଇଁ ସବୁଜ ପନିପରିବା ଯମେିତି ଏକ ବରଦାନ ସଦୃଶ ହୋଇଥାଏ । ଏହା ସହ ସବୁଜ ପନିପରିବାରେ ଭରପୁର ମାତ୍ରାରେ ଆଇରନ ଥାଏ । ଯାହାକି ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ବିକାଶରେ ପ୍ରମୁଖ ଭୂମିକା ନିଭେଇଥାଏ । ନିକଟରେ ଏକ ଗବଷଣୋରୁ ଏପରି ଏକ ବିଶଷେ ତଥ୍ୟ ବିଷୟରେ ହିଁ ଜଣା ଯାଇଛି । ବିଦଶରେ ଏକ ବିଶ୍ୱ ବିଦ୍ୟାଳୟର ଗବଷକେ ମାନେ ପ୍ରାୟ ୮ ରୁ ୨୪ ର୍ବଷ ବୟସ ଭିତରେ ଥିବା ୧୫,୦୦ ଶିଶୁ ଓ କିଶୋର ମାନଙ୍କୁ ନେଇ ଏହି ଗବଷଣୋଟି କରିଥିଲେ । ଏଥିରେ ବିଶଷେ ଭାବେ ଶିଶୁ ମାନଙ୍କ ମସ୍ତିସ୍କ ସହ ଆଇରନର ର୍ସମ୍ପକ ବିଷୟରେ ହିଁ ଅଧ୍ୟୟନ କରାଯାଇଥିଲା ।

vegetables

ଦୀର୍ଘ ସମୟର ଅଧ୍ୟୟନରୁ ଜଣା ପଡିଥିଲା କି ଯେଉଁ ମାନଙ୍କ ଠାରେ ଆଇରନର ଅଭାବ ହୋଇଥାଏ । ସମୋନଙ୍କ ର୍ପ୍ରଦଶନ ଅନ୍ୟ ମାନଙ୍କ ଠାରୁ କିଛିଟା କମ ର୍ପ୍ରଦଶନ କରିଥାନ୍ତି । ବିଶଷେ ଭାବେ ର୍ତକ ସମ୍ବନ୍ଧୀୟ କାର‌୍ୟ୍ୟ ଗୁଡିକରେ ଏମାନଙ୍କ ର୍ପ୍ରଦଶନ ଏତଟୋ ଉନ୍ନତ ନଥାଏ । ଗବଷଣୋରୁ ଆହୁରି ମଧ୍ୟ ଜଣାଯାଇଛି କି ମସ୍ତିସ୍କ କୋଷିକା କାର‌୍ୟ୍ୟ କରିବା ପାଇଁ ଆଇରନର ନିହାତି ଆବଶ୍ୟକ । ମସ୍ତିଷ୍କର ବିକାଶ ସମତେ ଅନ୍ୟାନ ଶାରୀରିକ କାର‌୍ୟ୍ୟ ଗୁଡିକୁ ସୁଚାରୁରୂପେ ଚଳାଇବା ପାଇଁ ଆଇରନ ଦରକାର ହୋଇଥାଏ ।

Green Vegetables

ଏହି ସବୁ ପରିବାରେ ଭରପୁର ମାତ୍ରାରେ ମହଜୂତ ଥାଏ ଆଇରନ:

ସବୁଜ ପତ୍ରଧାରୀ ପରିବା ଗୁଡିକରେ ପ୍ରଚୁର ପରିମାଣରେ ଆଇରନ ମହଜୂତ ଥାଏ । ଯମେିତିକି ବ୍ରୋକୋଲି, ସବୁଜ ମଟର, ପାଳଙ୍ଗ, ବଥୁଆ, ସୋୟା ବଡ଼ି, ସୋରିଷ ଶାଗ ଆଇରନ ପରି ଜରୁରୀ ଉପାଦାନ ଅଧିକ ଥାଏ । ଏହାବାଦ ଡ଼ାଲି, ବିନ୍ସ, ପରି କତକେେ ନିର୍ଦ୍ଧିଷ୍ଟ ବୀଜ ଗୁଡିକରେ ମଧ୍ୟ ଏହା ଥାଏ । ଗବଷକଙ୍କେ ଅନୁଯାୟୀ ୨୪ ରୁ ୨୫ ର୍ବଷ ବୟସ ର୍ପଯ୍ୟନ୍ତ ଆଇରନ ଯୁକ୍ତ ପନିପରିବା ନିହାତି ଖାଇବା ଦରକାର ।

ଆଇରନ ମାତ୍ରା ଶରୀରରେ ଆବଶ୍ୟକତା ଠାରୁ କମିଲେ ପିଲାଙ୍କୁ ଶୀଘ୍ର ଥକା ଲାଗିବା ସହ, ଚହରେୋରେ ଏକ ପ୍ରକାର ହଳଦିଆ ପଣ ଦଖୋଯାଇଥାଏ । ଏହାବାଦ ଶରୀର ପୀଡା, ମୁଣ୍ଡ ବିନ୍ଧା ପରି ସମସ୍ୟା ମାନ ମଧ୍ୟ ଅନକେ ସମୟରେ ଦଖୋଯାଏ । ରକ୍ତରେ ଆରବିସିର ଗଠନ ପାଇଁ ମଧ୍ୟ ଆଇରନ ନିହାତି ଆବଶ୍ୟକ । ଆରବିସି ହିଁ ସମ୍ପୂର୍ଣ ଶରୀରର ପ୍ରତିଟି କୋଷକୁ ଅକ୍ସିଜନେ ପଠାଇ ଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.