ଶରୀରର ହାଡ ମଜବୁତ୍‌ କରିବା ପାଇଁ ଆପଣାନ୍ତୁ ଏହି ସବୁ ଖାଦ୍ୟ

ଯଦି ଆପଣ ନିଜର ହାଡ ମଜବୁତ୍‌ ରଖିବା ପାଇଁ ଚାହୁଁଛନ୍ତି ତେବେ ପ୍ରଚୁର କ୍ୟାଲସିୟମ ଥିବା ଖାଦ୍ୟ ସେବନ କରନ୍ତୁ। ପ୍ରକୃତରେ ଯଦି ଥରେ ହାଡ ଦୁର୍ବଳ ହୋଇଯାଇଥାଏ ତେବେ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ଦେଖାଯାଇଥାଏ। ପ୍ରତ୍ୟେକ ବୟସରେ ହାଡ ମଜବୁତ୍‌ ରହିବା ଉଚିତ। ହାଡ ମଜବୁତ୍‌ ରଖିବା ପାଇଁ ସବୁଠାରୁ ଭଲ ଖାଦ୍ୟ ହେଉଛି ସବୁଜ ପନିପରିବା। କାରଣ ସବୁଜ ପନିପରିବାରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଥାଏ।

ଯଦି ଆପଣ କ୍ୟାଲସିୟମ ଥିବା ଖାଦ୍ୟ ସେବନ କରିନଥାନ୍ତି ତେବେ ଖୁବ୍‌ ଶୀଘ୍ର ଆପଣଙ୍କ ହାଡ ଦୁର୍ବଳ ହୋଇଯାଇଥାଏ। କ୍ୟାଲସିୟମ ସହ ହାଡ ମଜବୁତ୍‌ ପାଇଁ ଭିଟାମିନ୍‌ ଏ ଏବଂ କେ ମଧ୍ୟ ଲାଭକାରୀ ହୋଇଥାଏ। ଏଥିସହ ଆପଣ ପୋଟାସିୟମ ଏବଂ ଜିଂକ୍‌ ଥିବା ଖାଦ୍ୟ ମଧ୍ୟ ସେବନ କରିପାରିବେ।

ହାଡ ମଜବୁତ୍‌ କରିବା ପାଇଁ ଆପଣ ପ୍ରତ୍ୟେକ ଦିନ ପିସ୍ତା ବାଦାମ ଖାଆନ୍ତୁ। ଗୋଟିଏ ମୁଠା ବାଦାମରେ ୭୫ ଗ୍ରାମରୁ ଅଧିକ କ୍ୟାଲସିୟମ ରହିବା ସହ ପୋଟାସିୟମ ଏବଂ ପ୍ରୋଟିନ ମଧ୍ୟ ରହିଥାଏ। ହାଡକୁ ମଜବୁତ୍‌ ରଖିବା ପାଇଁ ଆପଣ ବିନ୍ସ ଡାଲି ମଧ୍ୟ ସେବନ କରିପାରିବେ। କାରଣ ଏଥିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ରହିଥାଏ।

ଏହାସହ ପଢନ୍ତୁ: ଋତୁ ପରିବର୍ତ୍ତନରେ ଗଳାରେ ସମସ୍ୟା ଦେଖାଯାଉଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଟିପ୍ସ

ଏଥିସହ ବ୍ରୋକଲୀ ମଧ୍ୟ ହାଡ ମଜବୁତ୍‌ ରଖିବାରେ ସାହାଯ୍ୟ କରିଥାଏ। କାରଣବ୍ରୋକଲୀରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଥାଏ। ଏହାବ୍ୟତୀତ ହାଡ ମଜବୁତ୍‌ ରଖିବା ପାଇଁ ଆପଣ କାଜୁ, ବାଦାମ ଏବଂ ମାଛ ମଧ୍ୟ ଖାଇ ପାରିବେ।

KNews Bureau

Recent Posts

ଜମ୍ମୁ ଅଞ୍ଚଳରୁ ଆତଙ୍କବାଦ ମୂଳପୋଛ ନେଇ ବିଗ୍‌ ପ୍ଲାନ…ଆଜି ଅମିତ୍‌ ଶାହ କରୁଛନ୍ତି ଉଚ୍ଚ ସ୍ତରୀୟ ବୈଠକ

ଜମ୍ମୁ ଅଞ୍ଚଳରେ ନିକଟରେ ହୋଇଥିବା ଆତଙ୍କବାଦ ଘଟଣା ଏବଂ ଅମରନାଥ ଯାତ୍ରାର ସୁରକ୍ଷାକୁ ନେଇ ଆଜି ଗୃହ ମନ୍ତ୍ରଣାଳୟରେ ବସୁଛି…

13 mins ago

ଆଜି ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷ, କପି ରୋକିବା ପାଇଁ କଡ଼ାକଡ଼ି ଯାଞ୍ଚ ବ୍ୟବସ୍ଥା

ଆଜି ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା । ଦୁଇଟି ସିଟଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ…

14 mins ago

ଶ୍ରୀମନ୍ଦିରରେ ଅଣନିଶ୍ୱାସୀ, ଅସମ୍ଭାଳ ଭିଡ଼ ଭିତରେ କିଛି ଶ୍ରଦ୍ଧାଳୁଙ୍କୁ ମେଡିକାଲରେ ଭର୍ତ୍ତି

ପୁରୀ(କେନ୍ୟୁଜ): ଶ୍ରୀମନ୍ଦିରରେ ଅଣନିଶ୍ୱାସୀ । ପାଟଅଗଣାରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ । ତେବେ ଭିଡ଼ ଭିତରେ କିଛି ଶ୍ରଦ୍ଧାଳୁଙ୍କୁ ମେଡିକାଲରେ…

23 mins ago

ସମ୍ପର୍କୀୟ ଶଳାର ଜୀବନ ନେଲା ଭିଣୋଇ

ମୋହନା(କେନ୍ୟୁଜ): ସମ୍ପର୍କୀୟ ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା…

46 mins ago

ଘର ଭିତରେ କନିଷ୍ଠ କିରାଣିଙ୍କ ମୃତଦେହ..

ରେଢାଖୋଲ(କେନ୍ୟୁଜ): ଘର ଭିତରେ ମୃତଦେହ। ଉଦ୍ଧାର ହେଲା କନିଷ୍ଠ କିରାଣିଙ୍କ ମୃତଦେହ । ମୃତକ ରେଢାଖୋଲ ନାକଟିଦେଉଳ ତହସିଲ କାର୍ଯ୍ୟାଳୟରେ…

1 hour ago

ଚର୍ଚ୍ଚରେ ଚୋରି କରିବା ସହ ଫାଦରଙ୍କୁ ମାଡ଼ ମାରିଲେ ଚୋର, ଘଟଣାର ଚାଲିଛି ତଦନ୍ତ

ରାଉରକେଲା(କେନ୍ୟୁଜ): ଚୋରମାନେ ଘର, ଦୋକାନ, ବଜାର ଓ ମନ୍ଦିରରୁ ଚୋରି କରୁଥିବା ତ ଆପଣମାନେ ଜାଣିଥିବେ । କିନ୍ତୁ ଚୋରମାନେ…

1 hour ago