ଲାଇଫ୍ ଷ୍ଟାଇଲ୍

ଆମିଷ ଖାଉଥିଲେ ବି ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ଡାଲି, ୬ ସପ୍ତାହରେ କମାଇଦେବ ମୋଟାପଣ !

ଡାଲି ପ୍ରୋଟିନର ଏକ ଭଲ ମାଧ୍ୟମ। କିନ୍ତୁ ଏକ ନୂଆ ଅଧ୍ୟୟନରୁ ଖୁଲାସା ହୋଇଛି ଯେ ଏହାଦ୍ୱାରା ଓଜନ ମଧ୍ୟ ହ୍ରାସ କରାଯାଇପାରିବ। ବିଶେଷଜ୍ଞଙ୍କ ମୁତାବକ, ୧୩୦ ଗ୍ରାମ ବିନ୍ସ, ମଟର, ରାଜମା, ଛୋଲେ ବା କାବୁଲି ବୁଟ ଏବଂ ଡାଲି(ଚଣା) ଖାଇବା ଦ୍ୱାରା ସପ୍ତାହରେ ୩୪୦ ଗ୍ରାମ ପର୍ଯ୍ୟନ୍ତ ଓଜନ ହ୍ରାସ କରାଯାଇପାରିବ।

ଡାଲିର ଏତେ ସବୁ ଗୁଣ ଥାଇ ବି ଲୋକେ ଏହାକୁ କମ ଖାଇଥାନ୍ତି। କାରଣ, ଏହାକୁ ଖାଇଲେ ପେଟ ଭରିଯାଇଥାଏ। ଆମ ସମସ୍ତଙ୍କୁ ନିଜ ଆହାରରେ ଡାଲିର ମାତ୍ରା ବଢ଼ାଇବା ଜରୁରୀ। ଖାସ କରି ଏହାର ଓଜନ ହ୍ରାସ ଗୁଣକୁ ନଜରରେ ରଖି ଆମକୁ ଏହା କରିବାକୁ ପଡ଼ିବ।

ଏହି ଅଧ୍ୟୟନରେ ୯୪୦ଜଣ ବ୍ୟକ୍ତି ସାମିଲ ହୋଇଥିଲେ, ଯେଉଁମାନେ ଡାଲି ଖାଇ ୬ ସପ୍ତାହରେ ୩୪୦ ଗ୍ରାମ ପର୍ଯ୍ୟନ୍ତ ଓଜନ ହ୍ରାସ କରିପାରିଥିଲେ। ତେବେ ଏହି ସମୟରେ ସେମାନେ ନିଜ ଖାଦ୍ୟରେ ଅନ୍ୟ ସାମଗ୍ରୀ ଖାଇବା କମ କରି ନ ଥିଲେ। ବରଂ ପ୍ରତିଦିନ ଖାଦ୍ୟରେ କେବଳ ଥରେ ଡାଲିକୁ ସାମିଲ କରିଥିଲେ। ତେବେ ଆମିଷ ଖାଉଥିଲେ ବି ଆପଣ ମଧ୍ୟ ପ୍ରତିଦିନ ନିଜ ଖାଦ୍ୟରେ ଡାଲି ସାମିଲ କରନ୍ତୁ।

Roshni

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

14 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

17 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

21 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

33 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

50 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago