ଲାଇଫ୍ ଷ୍ଟାଇଲ୍

ସକାଳୁ ଉଷୁମ ପାଣି ସହିତ ରସୁଣ ଖାଇବା ଦ୍ୱାରା ମିଳିଥାଏ ଏହି ସବୁ ଚମତ୍କାରୀ ଲାଭ

ଘରେ ପ୍ରତ୍ୟେକ ଦିନ ବ୍ୟବହାର ହେଉଥିବା ରସୁଣ ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ l ସମସ୍ତେ ପ୍ରାୟ ଜାଣିଛନ୍ତି ରସୁଣକୁ ରୋଷେଇ କରାଯାଇ ଖିଆ ଯାଇଥାଏ l କିନ୍ତୁ କଞ୍ଚା ରସୁଣ ଓ ଗରମ ପାଣି ଯଦି ଆପଣ ସକାଳୁ ସେବନ କରନ୍ତି ତେବେ ଏଥିରୁ ମିଳୁଥିବା ଲାଭ ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ l ଆଜି ଆସନ୍ତୁ ଜାଣିବା ଉଷୁମ ପାଣି ସହିତ କଞ୍ଚା ରସୁଣ ଖାଇବା ଦ୍ୱାରା କି ଲାଭ ମିଳିଥାଏ l

କଞ୍ଚା ରସୁଣରେ ଆଣ୍ଟି ଆକ୍ସିଡେଣ୍ଟ ଓ ଆଣ୍ଟିଇନ୍ଫ୍ଲମେଟୋରି ଗୁଣ ରହିଛି ଯାହା ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ଓ ଫୁଲାକୁ କମ କରିବାରେ ସାହାଯ୍ୟ କରିଥାଏ l ତେଣୁ ଆଣ୍ଠୁଗଣ୍ଠି ରୋଗୀମାନେ ପ୍ରତେକ ଦିନ ସକାଳୁ ଦୁଇ ପାଖୁଡା କଞ୍ଚା ରସୁଣ ଉଷୁମ ପାଣିରେ ସେବନ କଲେ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଆରମ୍ ମିଳିବ l

ଚିନ୍ତାର ସମ୍ପର୍କ ଅଧିକାଂଶ ସମୟ ଆମର ପେଟ ସହିତ ରହିଥାଏ l ପେଟରେ ଏସିଡ ହେବା ଦ୍ୱାରା ମଣିଷ ଉତେଜନା ଲାଭ କରିଥାଏ ଓ ବ୍ୟସ୍ତ ହୋଇଥାଏ l ଏପରି ସ୍ଥଳେ କଞ୍ଚା ରସୁଣ ଦୁଇ ପାଖୁଡାକୁ ଉଷୁମ ପାଣିରେ ସେବନ କରିବା ଦ୍ୱାରା ଏହି ସମସ୍ତ ସମସ୍ୟା ଦୂର ହୋଇଥାଏ l

ରସୁଣ ସର୍ଦି ଓ କାଶକୁ ଦୂର କରିବାରେ ସାହାଯ୍ୟ କରିଥାଏ l ଯେଉଁ ବ୍ୟକ୍ତି ମାନେ ବର୍ଷକ ୧୨ ମାସ ଥଣ୍ଡା ରୋଗରେ ଆକ୍ରାନ୍ତ ରୁହନ୍ତି ସେମାନେ କଞ୍ଚା ରସୁଣାର ଗୋଟିଏ ପାଖୁଡାକୁ ଉଷୁମ ପାଣିରେ ସକାଳୁ ଖାଆନ୍ତୁ ଓ ସନ୍ଧ୍ୟାବେଳେ ମଧ୍ୟ ଖାଆନ୍ତୁ l ଏପରି କରିବା ଦ୍ୱାରା ଥଣ୍ଡା କମିବାର ଆଶଙ୍କା ରହିଛି l

ରସୁଣ ପେଟ ସମ୍ବଧୀୟ ସମସ୍ୟାକୁ ଦୂର କରିଥାଏ l ତେଣୁକରି ପ୍ରତେକ ଦିନ ସକାଳୁ କଞ୍ଚା ରସୁଣ ଦୁଇ ପାଖୁଡା ଉଷୁମ ପାଣିରେ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ,ଗ୍ୟାସ ଓ ଏସିଡ଼ିଟି ସମସ୍ୟା ସହିତ ସମସ୍ତ ପେଟ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ l

ରସୁଣରେ ଗାମା -ଗ୍ଲୁମି ସିଷ୍ଟନୀ ନାମକ ରସାୟନ ରହିଛି ,ଯାହା ହୃତପିଣ୍ଡର ଧମନୀରେ ବ୍ଳକେଜକୁ ଦୂର କରିଥାଏ l ତେଣୁ ହୃତପିଣ୍ଡ ସୁସ୍ଥ ରଖିବା ପାଇଁ ପ୍ରତେକ ଦିନ ଉଷୁମ ପାଣି ସହିତ ରସୁଣ ଖାଆନ୍ତୁ l

 

KNews Bureau

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

13 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

13 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago