ଲାଇଫ୍ ଷ୍ଟାଇଲ୍

ଶରୀରରେ ହିମୋଗ୍ଲୋବିନ ସ୍ତର ବଢାଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ, ଜାଣନ୍ତୁ ଖାଦ୍ଯ ଖାଇବାର ସଠିକ୍ ସମୟ

ହିମୋଗ୍ଲୋବିନ ଅଭାବ ଯୋଗୁଁ ଅନେକ ଲୋକ ବିଶେଷ କରି ମହିଳାଙ୍କର ଅନେକ ସ୍ବାସ୍ଥ୍ଯ ସମସ୍ଯା ଦେଖବାକୁ ମିଳିଥାଏ। ଏହା ଶରୀରରୁ କମିଗଲେ ଅଧିକାଂଶ ସମୟରେ ଥକା ଲାଗିବା ସହିତ ଦୁର୍ବ ଲାଗିଥାଏ। ଶରୀରରୁ ହିମୋଗ୍ଲୋବିନ ଅଣୁ ସଂପୂର୍ଣ୍ଣ ଶରୀରର କୋଷିକା ପର୍ଯ୍ଯନ୍ତ ଅକ୍ସିଜେନ ପହଞ୍ଚାଇଥାଏ। କମ୍ ହିମୋଗ୍ଲୋବିନ ସାମଗ୍ରୀ ଶରୀରର କୋଷିକାଗୁଡିକରୁ ଅକ୍ସିଜେନ ଟ୍ରାନ୍ସଫର କରି ବିଭିନ୍ନ ଅଙ୍ଗରେ କମ୍ ଏବଂ ଷ୍ଟ୍ରେସ ଥିବା କାର୍ଯ୍ଯକ୍ଷମତା ଆଡେ ପହଞ୍ଚାଇଥାଏ। ସୁସ୍ଥ ଭୋଜନ ସହିତ ହିମୋଗ୍ଲୋବିନ ଲେବଲକୁ ବଢାଇଥାଏ।

ଶରୀରରୁ ହିମୋଗ୍ଲୋବିନ କମିଲେ ଜାଣିବେ କେମିତି ?

– ତ୍ବଚା ଡ୍ରାଏ ହେବା କିମ୍ବା ବ୍ରଣ ବାହାରିବା।
– କେଶର ଗୁଣବତ୍ତା ଖରାପ ହେବା ଚୁଟି କୁଞ୍ଚ ହେବା। କେଶ ଝଡିବା ମଧ୍ୟ ଅନ୍ଯ ଏକ ଲକ୍ଷଣ।
– ପର୍ଯ୍ଯାପ୍ତ ପରିମାଣର ଅକ୍ସିଜେନ ନ ମିଳିବାରୁ ମସ୍ତିଷ୍କ କୋଷିକା ଠିକ୍ ଭାବେ କାମ ନ କରିବା।
– ଛୋଟ ଛୋଟ କାମ କରିବା ପରେ ନିଶ୍ବାସ ଜୋର ନେବା କିମ୍ବା ଥକାପଣ ଅନୁଭବ କରିବା।
– ମୁଣ୍ଡ ବିନ୍ଧା ହେବା ଏବଂ ବିଚଳିତ ହେବା ଭଳି ସମସ୍ଯା ଦେଖାଦିଏ।
– ପରିୟଡ୍ସ ସମୟରେ ଅଧିକ ଦିନ ପର୍ଯ୍ଯନ୍ତ ପର୍ଯ୍ଯନ୍ତ ବ୍ଲିଡିଂ ହେବା।

କେମିତି ବଢାଇବେ ହିମୋଗ୍ଲୋବିନ ସ୍ତର:

ଅଧିକ ସମୟ ବ୍ଯବଧାନ ନ ରଖି ୨-୩ ଘଣ୍ଟାରେ ଥରେ ଖାଆନ୍ତୁ। ଚା’ କଫି,ସ୍ନାକ୍ସ, ସିଗାରେଟ କିମ୍ବା ତମାଖୁ ଖାଇ ଭୋକ ମେଣ୍ଟାନ୍ତୁ ନାହିଁ।
ଡାଲିରେ ପ୍ରୋଟିନ, ଖଣିଜ ଏବଂ ପୋଷକ ତତ୍ତ୍ବର ଭରପୂର ସ୍ରୋତ ରହିଥାଏ। ପୋଷକ ତତ୍ତ୍ବର ମାତ୍ରା ବଢାଇବା ପାଇଁ ଡାଲିକୁ ରାତିସାରା ଭିଜାଇ ରଖନ୍ତୁ। ଆଉ ମନ ପସନ୍ଦ ମୁତାବକ ରାନ୍ଧନ୍ତୁ।
ଅଳାଁରେ ଭିଟାମିନ ସି ଭରପୂର ରହିଥାଏ, ଯାହା ହିମୋଗ୍ଲୋବିନ ଲେବଲ ବଢାଇବା ପାଇଁ ବେଶ ମହତ୍ବପୂର୍ଣ୍ଣ ହୋଇଥାଏ। ଏହାଛଡା ଅଳାଁ ଜୁସ୍ କିମ୍ବା ଆଚାର ବେଶି ଖାଆନ୍ତୁ ନାହିଁ। ତା’ ଛଡା ଶରୀରରେ ଆଇରନ ଲେବଲ ପାଳକ ଶାଗ ବଢାଇଥାଏ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago