ଲାଇଫ୍ ଷ୍ଟାଇଲ୍

ଫ୍ୟାଶନ ଟିପ୍ସ : ଜିନ୍ସ ପିନ୍ଧିବା ସମୟରେ ସବୁବେଳେ ଏହିସବୁ କଥାକୁ ଦିଅନ୍ତୁ ଧ୍ୟାନ ନଚେତ ବିଗିଡି ଯାଇପାରେ ଆପଣଙ୍କ ପୁରା ଲୁକ

ଅଧିକାଂଶ ଝିଅ ଜିନ୍ସ ପିନ୍ଧିବାକୁ ପସନ୍ଦ କରନ୍ତି କାରଣ ଆରାମଦାୟକ ବ୍ୟତୀତ ଏହା ବହୁତ ଷ୍ଟାଇଲିସ୍ ଲୁକ୍ ମଧ୍ୟ ଦେଇଥାଏ । ଯଦି ଆପଣ ମଧ୍ୟ ଜିନ୍ସ ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି, ତେବେ ଆପଣ ଜିନ୍ସକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ବିଷୟରେ ସଚେତନ ହେବା ଉଚିତ୍ । କାରଣ ଯଦି ଆପଣ ଏହି ବିଷୟରେ ଜାଣି ନାହାଁନ୍ତି, ତେବେ ଏହା ଆପଣଙ୍କର ପୁରା ଲୁକ୍ ଖରାପ କରିପାରେ । ତେଣୁ ଜିନ୍ସ କିଣିବାବେଳେ ଆପଣ କିଛି କଥାକୁ ଧ୍ୟାନ ଦେବା ଉଚିତ୍ ।

ଯଦି ଆପଣ ଲୋ ୱେଷ୍ଟ ଜିନ୍ସ ପିନ୍ଧୁଛନ୍ତି, ତେବେ ଏହାସହିତ କ୍ରପ ଟପ୍ କଦାପି ପିନ୍ଧନ୍ତୁ ନାହିଁ । ଏହା ଆପଣଙ୍କ ପୁରା ଲୁକକୁ ଖରାପ କରିଥାଏ । ସେଥିପାଇଁ ଲୋ ୱେଷ୍ଟ ଜିନ୍ସ ପିନ୍ଧିବାବେଳେ ଟପ ବି ସେହି ହିସାବରେ ପିନ୍ଧନ୍ତୁ ।

ସବୁବେଳେ ଟିକେ ଡ଼ିସେଣ୍ଟ କଲର ବାଛନ୍ତୁ । ଅଧିକ ଗାଢ଼ କିମ୍ବା ଡିପ କଲର ବାଛନ୍ତୁ ନାହିଁ । ଏହା ଆପଣଙ୍କ ଲୁକକୁ ବିଗାଡି ଦେଇପାରେ । ସେଥିପାଇଁ ସବୁବେଳେ କିଛି ହାଲ୍କା ଏବଂ ଡ଼ିସେଣ୍ଟ କଲର ବାଛନ୍ତୁ ।

ସବୁବେଳେ ନିଜ ସାଇଜ ଏବଂ ଭଲ ଫିଟିଙ୍ଗ ହେଉଥିବା ଜିନ୍ସ ପିନ୍ଧନ୍ତୁ । ଯଦି ଆପଣଙ୍କର ଉଚ୍ଚତା କମ୍ ତେବେ ହାଇ ରାଇଜ୍ ଡେନିମ୍ ଜିନ୍ସ ପିନ୍ଧନ୍ତୁ । ସ୍କିନି ଜିନ୍ସ ପିନ୍ଧିବାବେଳେ ଏ କଥାର ଧ୍ୟାନ ରଖନ୍ତୁ ଯେପରି ଆପଣ ଏହାସହିତ ସିମଲେସ ଅଣ୍ଡରୱିଅର ପିନ୍ଧିବାର ଭୁଲ୍ ନକରନ୍ତି କାରଣ ଏହା ଆପଣଙ୍କ ପୁରା ଲୁକକୁ ଖରାପ କରିଦେଇ ପାରେ ।

ସବୁବେଳେ ନିଜର କମ୍ଫର୍ଟକୁ ଦେଖି ଜିନ୍ସ ବାଛନ୍ତୁ । ଫ୍ୟାସନରେ ଏମିତି କିଛି ଟ୍ରାଏ କରନ୍ତୁ ନାହିଁ ଯାହାଦ୍ୱାରା ଆପଣ କମ୍ଫର୍ଟ ବା ଆରାମଦାୟକ ଅନୁଭବ କରିପାରିବେ ନାହିଁ । ତେଣୁ ସବୁବେଳେ ଭାବିଚିନ୍ତି ଜିନ୍ସ ପିନ୍ଧନ୍ତୁ ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago