ଗର୍ଭବତୀ ମହିଳାଙ୍କ ପାଇଁ ଲାଭକାରୀ ଅଞ୍ଜିର, ଖାଆନ୍ତୁ ଅଞ୍ଜିର ଦୂର କରନ୍ତୁ ଅନେକ ରୋଗ

ଆପଣ ତ ବିଭିନ୍ନ ପ୍ରକାର ଫଳ ଖାଇଥିବେ। କିନ୍ତୁ କେବେ ଅଞ୍ଜିର ଖାଇଛନ୍ତି କି ? ଯଦି ଖାଇନାହାନ୍ତି, ତେବେ ଏହାକୁ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଶୁଖିଲା ଅଞ୍ଜିରରେ ଭରପୂର ମାତ୍ରାରେ କ୍ୟାଲସିୟମ ଭରି ରହିଥାଏ। ଏଥିପାଇଁ ଏହା ହାଡକୁ ମଜବୁତ କରିଥାଏ। ଅଞ୍ଜିରରେ ଥିବା ପୋଟାସିୟମ ବ୍ଲଡସୁଗାରକୁ ନିୟନ୍ତ୍ରିତ କରିବା ଗର୍ଭବତୀ ମହିଳାଙ୍କ ପାଇଁ ବେଶ ଲାଭକାରୀ ହୋଇଥାଏ। ଗର୍ଭାବସ୍ଥାରେ ଶରୀରରେ ଆଇରନର ଅଭାବକୁ ଦୂର କରିଥାଏ ଅଞ୍ଜିର। ରାତିରେ ଶୋଇବା ପୂର୍ବରୁ ଶୁଖିଲା ଅଞ୍ଜିରକୁ ବତୁରାଇ ଦିଅନ୍ତି। ସକାଳୁ ଉଠି କ୍ଷୀରରେ ମିଶାଇ ଖାଇବା ଦ୍ୱାରା ଶରୀରରୁ ଦୁର୍ବଳତା ଦୂର ହୋଇଥାଏ।

ଏଥିରେ ଥିବା ଓମେଗା ୩, ଓମେଗା ୬, ଫ୍ୟାଟି ଏସିଡ ଯାହା ହୃଦରୋଗ ପାଇଁ ବେଶୀ ଲାଭଦାୟକ। ଏଥିରେ ଫାଇବର ଉଚ୍ଚମାତ୍ରାରେ ରହିଥାଏ। ଏହାକୁ ପ୍ରତିଦିନ ସେବନ କଲେ କୋଷ୍ଠକାଠିନ୍ୟ, ଗ୍ୟାସ ଏବଂପେଟ ସମ୍ବନ୍ଧୀୟ ଅନ୍ୟ ସମସ୍ୟାରୁ ମୁକ୍ତି ମିଳେ। ଏଥିରେ ପ୍ରୋଟିନ, କାର୍ବୋ ହାଇଡ୍ରେଟ୍‌, ମିନେରାଲ, ଏସିଡ, ଫ୍ୟାଟି,ଫାଇବର ରହିଥାଏ।

କିନ୍ତୁ ସାବଧାନ ! ସବୁଦିନ ନିର୍ଦ୍ଧାରିତ ମାତ୍ରାରେ ଅଞ୍ଜିର ବ୍ୟବହାର କରନ୍ତୁ। ଏହାକୁ ଅଧିକ ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ଏବଂ ତରଳ ଝାଡା ହୋଇପାରେ। ରାତିରେ ଏହାକୁ ଖାଇବା ପରେ ବ୍ରଶ କରିବା ଜରୁରୀ। ପେଟ ଖରାପ ଥିଲେ ଏହାକୁ ଖାଆନ୍ତୁ ନାହିଁ।

Swagatika

Recent Posts

ଶିଶୁ ମନ୍ଦିର ଗୁରୁଜୀରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ମୋହନ ମାଝିଙ୍କ ରାଜନୈତିକ ଜୀବନ ଯାତ୍ରା

(କେନ୍ୟୁଜ) : ଉଠିଲା ପରଦା । ହଟିଲା ସସପେନସ । ସାମ୍ନାକୁ ଆସିଲା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ।…

60 mins ago

କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ହେବେ ଓଡ଼ିଶାର ନୂଆ ଉପ-ମୁଖ୍ୟମନ୍ତ୍ରୀ

କେନ୍ୟୁଜ (ବ୍ୟୁରୋ) : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟମନ୍ତ୍ରୀଙ୍କ ନାମ…

1 hour ago

ଦେଖିପାରିଲାନି ଭାଇର ସୁନା ସଂସାର, ଦୀର୍ଘ ଦିନର ରାଗକୁ ସୁଝାଇ ଭାଇବୋହୁକୁ ମାରିଲା ଦେଢ଼ଶୁର

ବାସୁଦେବପୁର (କେନ୍ୟୁଜ) : ଭାଇ ବୋହୂକୁ ମାରିଲା ଦେଢ଼ଶୁର..ଅଛୁଆଁ ଭାଇ ବୋହୁକୁ ମାରିଦେଲା ରାକ୍ଷସ ଦେଢ଼ଶୁର…ଭୁଲିଗଲା ସମ୍ପର୍କ, ଆଉ କରିବସିଲା…

1 hour ago

ଜେଜେବାପାଙ୍କ ପାଇଁ ଡାକ୍ତର ସାଜିବି, ପାଖରେ ଟଙ୍କାଟିଏ ସମ୍ବଳ ନାହିଁ ତଥାପି ପାଇଲେ ଡାକ୍ତରୀ ପଢ଼ିବାର ସୁଯୋଗ

ବେଗୁନିଆ (କେନ୍ୟୁଜ) : ଗରିବ ଦିନ ମଜୁରିଆର ପୁଅ ଆଜି ନିଟ୍ ପରୀକ୍ଷାରେ ହୋଇଛନ୍ତି କୃତକାର୍ଯ୍ୟ । ଜେଜେବାପାଙ୍କ ଅକାଳ…

1 hour ago

ଅଧାରେ ରହିଗଲା ବାହାଘରର ଆଶା, ଝିଅକୁ ଏକା କରି ଚାଲିଗଲା ମା’

ଭୁବନେଶ୍ୱର: ବୋଉ ତୁ ଖାଇଲୁଣି, ହଁ ରେ ଖାଇ ପିଇ ଯାଉଛି କାମକୁ କାମରୁ ଆସିଲେ ଫୋନ କରିଵି ଏତିକ…

1 hour ago

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାମରେ ବାଜିଲା ମୋହର

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାମରେ ବାଜିଲା ମୋହର । ସବୁ କଳ୍ପନାଜଳ୍ପନାର…

2 hours ago