ଲୁଣି ମାଛ ହୁଦରୋଗୀଙ୍କ ପାଇଁ ଭଲ, କେଉଁ ମାଛ ଖାଇବେ ଓ କେତେ ଖାଇବେ ଜାଣନ୍ତୁ

ଲୁଣି ମାଛ ହୁଦ୍ ରୋଗୀଙ୍କ ପାଇଁ ଅଧିକ ଲାଭପ୍ରଦ ହୋଇଥାଏ । କାରଣ ଏଥିରେ ଓମେଗା ଥ୍ରି-ଫ୍ୟାଟି ଏସିଡ୍ ଥାଏ । ସାଲମନ, ଟ୍ୟୁନା, ହେରିଂ, ସେରଡିନ୍ସ, ମେକରେଲ ଭଳି ମାଛ ଖାଇବାକୁ ପରାମର୍ଶ ଦିଆଯାଇଛି । ସାଧାରଣ ବ୍ୟକ୍ତି ପ୍ରତିଦିନ ଏହି ମାଛରୁ ୧ରୁ ୨ ଗ୍ରାମ୍, ବୟସ୍କ ବ୍ୟକ୍ତି ସପ୍ତାହରେ ଦୁଇଥର ଖାଇବା ଉଚିତ। ତେବେ ୧୨ ବର୍ଷରୁ କମ୍ ବୟସର ପିଲାମାନେ ଏହି ମାଛ ଖାଇବା ଉଚିତ ନୁହେଁ । କାରଣ ସେମାନଙ୍କ ରୋଗ ବଢ଼ିବାର ଆଶଙ୍କା ରହିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.