ଲାଇଫ୍ ଷ୍ଟାଇଲ୍

ଏହି ଉପାୟ ଆପଣାଇ ମାସେ ଭିତରେ କମ୍‌ କରିପାରିବେ ୪ କିଲୋ ଓଜନ, ଆଜିଠୁ କରନ୍ତୁ ଆରମ୍ଭ

ଖରାପ ଲାଇଫ୍‌ ଷ୍ଟାଇଲ ଯୋଗୁ ଏବେ ଅଧିକାଂଶ ଯୁବ ପିଢ଼ି ମେଦ ବହୁଳତାର ଶିକାର ହେଉଛନ୍ତି। ମୋଟାପଣ କମ୍‌ କରିବାକୁ ବ୍ୟାୟାମ କରିବାକୁ ସମୟ ନଥିବାରୁ ସେମାନଙ୍କ ଚର୍ବି କମିବା ବଦଳରେ ବଢ଼ିଚାଲିଛି। ଆପଣ ବି ଯଦି ମେଦ ବହୁଳତାର ଶିକାର ହୋଇଛନ୍ତି ତେବେ ଆଜି ଆମେ କେତେକ ଉପାୟ କହିବାକୁ ଯାଉଛୁ ଯାହାକୁ ଫଲୋ କଲେ ମାତ୍ର ମାସେ ଭିତରେ ଆପଣ ୪ କେଜି ପର୍ଯ୍ୟନ୍ତ ଓଜନ କମାଇପାରିବେ। ଆସନ୍ତୁ ଜାଣିବା କେମିତି…

-ରାତିରେ ଖାଇସାରିବାର ୧୦ ମିନିଟ୍‌ ପରେ ଏକ ଶାନ୍ତ ସ୍ଥାନକୁ ଯାଇ ୧୦ ମିନିଟ୍‌ ଯାଏଁ ଜଗିଂ କରନ୍ତୁ। ଜଗିଂ ବେଳେ ସ୍ପିଡକୁ କମ୍‌ ଅଧିକ କରୁଥାନ୍ତୁ।

-ଏହା ପରେ ଭୂଇଁରେ ମ୍ୟାଟ୍‌ ବିଛାଇ ଶୋଇ ଯାଆନ୍ତୁ। ଏହା ପରେ ଆଣ୍ଠୁକୁ ଭାଙ୍ଗି ଛାତିରେ ଲଗାନ୍ତୁ। ଏଭଳି ୫ ମିନିଟ୍‌ କରନ୍ତୁ।

 

-୧୫ ମିନିଟ୍‌ର ଏହି ଏକ୍ସରସାଇଜ୍‌କୁ ୩ ମାସ ଯାଏଁ କରନ୍ତୁ। ଆପଣ ଚାହିଁଲେ ଧୀରେ ଧୀରେ ସମୟକୁ ବଢ଼ାଇପାରିବେ। ଏହା ଦ୍ୱାରା ଓଜନ ଶୀଘ୍ର କମିଥାଏ।

WCW 11

Recent Posts

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

2 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

8 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

17 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

19 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

26 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

52 mins ago