ଏକ୍ଜିମା ଏକ ପ୍ରକାର ଚର୍ମ ରୋଗ। ଏହା ଶରୀରର କୌଣସି ଜାଗାରେ ମଧ୍ୟ ହୋଇପାରେ। ଏହା ସଂକ୍ରମଣ ହେଲେ ତ୍ୱଚା ରୁକ୍ଷ ଏବଂ ଶୁଷ୍କ ହୋଇଯାଏ ଏବଂ କୁଣ୍ଡାଇ ହୋଇଥାଏ। କିନ୍ତୁ ମୁଣ୍ଡରେ ଏକ୍ଜିମା ହେବା ଫଳରେ ମୁଣ୍ଡ ଅତ୍ୟଧିକ କୁଣ୍ଡାଇ ହେବା ସହିତ ଖଣ୍ଡିଏ ହୋଇଯାଏ। କିନ୍ତୁ କିପରି ଏହା ଘରୋଇ ଉପାୟରେ ଭଲ କରିପାରିବେ ଆସନ୍ତୁ ଜାଣିବା ..
– ଯଦି ଆପଣଙ୍କ ମୁଣ୍ଡରେ ଏକଜିମା ହୋଇଛି, ତେବେ ଲଣ୍ଡା ହୋଇଯାଆନ୍ତୁ। ତା’ ପରେ ନିମ୍ବ ପତ୍ରକୁ ପାଣିରେ ଫୁଟାଇ ମୁଣ୍ଡ ଧୋଇଦିଅନ୍ତୁ। ଏପରି କଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ।
– ନିମ୍ବ ପତ୍ର ଏବଂ ହଳଦୀ ଏକାଠି ମିଶାଇ ଏକ ପେଷ୍ଟ ପତ୍ର କରିଦିଅନ୍ତୁ। ଏହାକୁ ଏବେ ଭଲ ଭାବେ ମୁଣ୍ଡରେ ଲଗାଇଦିଅନ୍ତୁ। ନିମ୍ବ ସଂକ୍ରମଣକୁ ରୋକିବା ସହ ଏକଜିମା ମଧ୍ୟ ଦୂର କରିବ।
– ମେହେନ୍ଦୀ ପତ୍ରକୁ ପେଷ୍ଟ କରି ମୁଣ୍ଡରେ ଲଗାନ୍ତୁ। ଏହାକୁ ମୁଣ୍ଡରେ ୧୨ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ତା’ ପରେ ମୁଣ୍ଡ ଧୋଇଦିଅନ୍ତୁ, ମିଳିବ ମୁକ୍ତି।
ଏହାସହ ପଢ଼ନ୍ତୁ ; ପ୍ରାକୃତିକ ଉପାୟରେ ଦୂର କରନ୍ତୁ ପାଇରିୟା ରୋଗ, ଦାନ୍ତକୁ ରଖନ୍ତୁ ସୁସ୍ଥ
– ନଡିଆର ପାଉଁଶ ଏକଜିମା ପାଇଁ ବେଶ୍ ଉପଯୋଗୀ। ନଡିଆ ପାଉଁଶକୁ ମୁଣ୍ଡରେ ଭଲ ଭାବେ ଲଗାଇ ଦିଅନ୍ତୁ। ୧ ଘଣ୍ଟା ରଖିବା ପରେ ଧୋଇଦିଅନ୍ତୁ। ମୁଣ୍ଡ ଏକଜିମାରୁ ମୁକ୍ତି ମିଳିବ।
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…
ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…