କଇଁଛର ମୁଦି ହୋଇଥାଏ ସୌଭାଗ୍ୟର ପ୍ରତୀକ, ଦୂର କରେ ସମସ୍ତ ଦୁର୍ଭାଗ୍ୟ

କଇଁଛ ମୁଦିର ବିଶେଷ ମହତ୍ବ ରହିଛି । ଧାତୁରେ ପ୍ରସ୍ତୁତ ମୁଦି ପରି କଇଁଚର ମୁଦି ପିନ୍ଧିବା ଦ୍ବାରା ର୍ଦୁଭାଗ୍ୟ ଦୂର ହୋଇଥାଏ । ବାସ୍ତୁରେ କଇଁଚକୁ ସୁଖ-ସମୃଦ୍ଧି ଏବଂ ଗୁଡଳକର ପ୍ରତିକ ବୋଲି କୁହାଯାଇଥାଏ । ଏବେ ଆସନ୍ତୁ ଜାଣିବା କଇଁଛର ମୁଦି ପିନ୍ଧିବା ଦ୍ବାରା କ’ଣ ଫାଇଦା ହୋଇଥାଏ ।

• କଇଁଛର ମୁଦି ପିନ୍ଧିବା ଦ୍ବାରା ବାସ୍ତୁଦୋଷ ଦୂର ହୋଇଥାଏ ଓ ଘରୁ ନକରାତ୍ମକ ଉର୍ଜ୍ଜା ମଧ୍ୟ ଦୂର ହୋଇଥାଏ ।

• ଭାରତୀୟ ଜ୍ୟୋତିଷଶାସ୍ତ୍ରରେ କଇଁଛକୁ ଲକ୍ଷ୍ମୀଙ୍କର ପ୍ରତୀକ ମନାଯାଏ। ଏଥିପାଇଁ ଏହାକୁ ପିନ୍ଧବା ଦ୍ବାରା ଘରକୁ ଧନ ଏବଂ ସୁଖ- ସମୃଦ୍ଧି ଆସିଥାଏ।

• କଇଁଛକୁ ଶାନ୍ତି ଏବଂ ଧର୍ୟ୍ୟର ପ୍ରତିକ ବୋଲି ମଧ୍ୟ ଗ୍ରହଣ କରାଯାଇଛି । ଏଥିପାଇଁ ଏହି ମୁଦି ପିନ୍ଧିବା ଦ୍ବାରା ମନୁଷ୍ୟ ଭିତରେ ଶାନ୍ତି ଏବଂ ଧର୍ୟ୍ୟ ଆସିଥାଏ ।

• କଇଁଛର ମୁଦିକୁ କେବଲ ଚାନ୍ଦିର ଧାତୁରେ ତିଆରି କରିବା ଉଚିତ୍ । ତେବେ ଯାଇଁ ଆପଣଙ୍କୁ ଶୁଭ ଫଳ ମିଳିଥାଏ ।

• କଇଁଛର ମୁଦିକୁ ଡାହାଣ ହାତରେ ହିଁ ପିନ୍ଧିବା ଉଚିତ୍ । ଏହାକୁ ବାମ ହାତରେ ପିନ୍ଧିବା ଦ୍ବାରା ଏହା ଓଲଟା ପଳ ଦେଇଥାଏ ।

• କଇଁଛର ମୁଦିକୁ ସର୍ବଦା ବିଶି ଆଙ୍ଗଠି କିମ୍ବା ମଝି ମୁଦିରେ ପିନ୍ଧିବା ଉଚିତ୍ ।

• କଇଁଛର ମୁଦିକୁ ପିନ୍ଧବା ସମୟରେ ଏହି କଥା ଉପରେ ଧ୍ୟାନ ରଖିବେ କଇଁଛର ମୁହଁ ଯେମିତି ବାହାର ଆଡକୁ ରହିଥିବା ଉଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.