ଗଣେଶ ଚତୁର୍ଥୀ : ଏଥର ମାତ୍ର ଦୁଇ ଘଣ୍ଟା ରହୁଛି ଶୁଭ ମୁହୂର୍ତ୍ତ, ଜାଣନ୍ତୁ କେବେ ପଡୁଛି ପୂଜା

ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିକୁ ଗଣେଷ ଚତୁର୍ଥୀ ବୋଲି ଧରାଯାଏ। କୁହାଯାଏ ଯେ ଏହି ଦିନରେ ଭଗବାନ ଗଶେଷଙ୍କ ଜନ୍ମ ହୋଇଥିଲା। ଧର୍ମଶାସ୍ତ୍ର ଅନୁସାରେ ଭଗବାନ ଗଶେଷଙ୍କ ଜନ୍ମ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ସୋମବାର ଦିନ ମଧ୍ୟାହ୍ନ କାଳରେ ସ୍ବାତି ନକ୍ଷତ୍ର ଏବଂ ସିଂହ ଲଗ୍ନରେ ହୋଇଥିଲା। ଏହି କାରଣରୁ ଭଗବାନ ଗଣେଶଙ୍କ ପୂଜା ମଧ୍ୟାହ୍ନ କାଳରେ କରାଯାଇଥାଏ। ଏହି ସମୟକୁ ବହୁତ ଶୁଭ ବୋଲି ଧରାଯାଏ।

ଜାଣନ୍ତୁ କେବେ ପଡୁଛି ଗଣେଶ ଚତୁର୍ଥୀ

ଏଥର ଗଣେଶ ଚତୁର୍ଥୀ ସେପ୍ଟେମ୍ବର ୨ରେ ପଡୁଛି। ସବୁଠାରୁ ଖାସ୍ କଥା ହେଉଛି ଏହି ଦିନରେ ସୋମବାର ମଧ୍ୟ ପଡୁଛି। ଆମେ ସମସ୍ତେ ଜାଣିଛନ୍ତି ଯେ ସୋମବାର ଭଗବାନ ଶିବଙ୍କର ଦିନ ଅଟେ। ଏହି ଦିନରେ ଆମେ ଭଗବାନ ଶିବଙ୍କ ପୁତ୍ର ଗଣେଶଙ୍କ ଜନ୍ମୋତ୍ସବ ପାଳନ କରିବା।

ଗଣେଶ ଚତୁର୍ଥୀର ଶୁଭ ମୁହୂର୍ତ୍ତ

ଆପଣ ଜାଣିଲେ ଯେ ସେପ୍ଟେମ୍ବର ୨ରେ ଗଣେଶ ଚତୁର୍ଥୀ ପଡୁଛି ଏବଂ ଏହି ଦିନରେ ଶିବପୁତ୍ର ଗଣେଶଙ୍କର ଜନ୍ମଉତ୍ସବ ମଧ୍ୟ ପାଳନ କରାଯିବ। ତେବେ ଏବେ ଆସନ୍ତୁ ଜାଣିବା ପୂଜା କରିବା ପାଇଁ କେଉଁଟା ରହିଛୀ ଶୁଭ ମୁହୂର୍ତ୍ତ। ଏହି ପୂଜା ପାଇଁ ଅତ୍ୟନ୍ତ ଶୁଭ ମୁହୂର୍ତ୍ତ ଦ୍ବିପହର ୧୧.୦୫ ଠାରୁ ୧.୩୭ ମିନିଟ୍ ପର୍ଯ୍ୟନ୍ତ ରହିଛି। ଅର୍ଥାତ୍ ଏହି ଦିନ ପୂଜା କରିବାର ଶୁଭ ମୁହୂର୍ତ୍ତ ୨ ଘଣ୍ଟା ୩୨ ମିନିଟ୍ ରହିଛି।

ଏହାସହ ପଢ଼ନ୍ତୁ : କାହିଁକି ଭଗବାନ ଶ୍ରୀକୃଷ୍ଣ ନିଜ ପୁତ୍ରକୁ ଦେଇଥିଲେ କୁଷ୍ଠ ରୋଗ ହେବାର ଅଭିଶାପ, ବଡ ରୋଚକ ଏହା ପଛର କାହାଣୀ

ଗଣେଶ ପୂଜାର ବିଶେଷତ୍ବ

ଧର୍ମଶାସ୍ତ୍ର ଅନୁସାରେ ଭଗବାନ ଗଣେଶ ବିଦ୍ୟା-ବୁଦ୍ଧି ଦାତା ଏବଂ ବିଘ୍ନ ବିନାଶକ ଓ ମଙ୍ଗଳକାରୀ ମଧ୍ୟ। ସେହିଭଳି ପ୍ରତିମାସ କ୍ରୁଷ୍ଣପକ୍ଷ ଚତୁର୍ଥୀରେ ସଂକଷ୍ଟୀ ଗଣେଶ ଚତୁର୍ଥୀ ବ୍ରତ କରାଯାଏ। କିନ୍ତୁ ଭାଦ୍ରବ ମାସରେ ଗଣେଶ ଚତୁର୍ଥୀ ବ୍ରତକୁ ସବୁଠାରୁ ଉତ୍ତମ ବୋଲି ଧରାଯାଏ। ଏହି ପର୍ବ ଗଣେଶ ଉତ୍ସବ ରୂପେ ପାଳନ କରାଯାଏ। ଅନନ୍ତ ଚତୁର୍ଦ୍ଦଶୀ ଦିନ ଏହି ପର୍ବ ସମାପ୍ତ ହୋଇଯାଇଥାଏ। ଅର୍ଥାତ ଏହି ଦିନ ଗଣେଶ ପ୍ରତିମାଙ୍କୁ ବିସର୍ଜନ କରିଦିଆଯାଇଥାଏ।

Pritiparna

Recent Posts

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

1 min ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

17 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

26 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

34 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

51 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago