ଲାଇଫ୍ ଷ୍ଟାଇଲ୍

ଗଙ୍ଗାଜଳର ଏହି ଚମତ୍କାରୀ ଉପାୟ ଖୋଲିଦେବ ଆପଣଙ୍କ ବନ୍ଦ ଭାଗ୍ୟର ଚାବି

ହିନ୍ଦୁ ଧର୍ମ ପୂଜା ପାଠ କିମ୍ବା କୌଣସି ବି ଧାର୍ମିକ କାମରେ ଗଙ୍ଗାଜଳର ବିଶେଷ ମହତ୍ତ୍ୱ ରହିଛି। ଏଥିପାଇଁ ଲୋକମାନେ ଶୁଭ ଦିନ ଏବଂ ଖାସ୍ ଦିନ ଗୁଡିକରେ ଗଙ୍ଗା ନଦୀରେ ସ୍ନାନ କରନ୍ତି। ମାନ୍ୟତା ରହିଛି ଯେ ଏହାଦ୍ୱାରା ଜୀବନରେ ଅନେକ ସମସ୍ୟା ଦୂର ହୋଇ ମୋକ୍ଷ ପ୍ରାପ୍ତି ହୋଇଥାଏ। ପୁରାଣ ଅନୁଯାୟୀ ଗଙ୍ଗାଜଳକୁ ଅମୃତ ବୋଲି ଧରାଯାଏ। ଏମିତିରେ ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ର ଅନୁଯାୟୀ କିଛି ଉପାୟକୁ କରିବା ଦ୍ୱାରା ଜୀବନର ସମସ୍ୟା ଦୂର ହୋଇ ମନସ୍କାମନା ପୂରା ହୋଇପାରିବ। ତାହେଲେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।

ଯେଉଁ ଲୋକ ଭଲ ଚାକିରି ସନ୍ଧାନରେ ଅଛନ୍ତି ସେମାନେ ଗଙ୍ଗାଜଳ ସହ ଜଡିତ ଏହି ଉପାୟ କରିପାରିବେ। ଏହି ଉପାୟକୁ କରିବାକୁ ହେଲେ

ପିତ୍ତଳ ଲୋଟାରେ ଗଙ୍ଗାଜଳ ଭରି ଶିବଙ୍କୁ ଚଢ଼ାନ୍ତୁ। ପରେ ସେଥିରେ ବେଲ ପତ୍ର ଏବଂ ପଦ୍ମ ଫୁଲ ପକାଇ ମହାଦେବଙ୍କୁ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ବ୍ୟବସାୟ ଏବଂ ଚାକିରି ସହ ଜଡିତ ସମସ୍ୟା ଦୂର ହୋଇ ଘରେ ସୁଖ ସମୃଦ୍ଧି ଏବଂ ଶାନ୍ତିର ବାସ ହୋଇଥାଏ।

ଭଗବାନ ଶିବଙ୍କୁ ଗଙ୍ଗାଜଳ ଅତିପ୍ରିୟ। ଏମିତିରେ ଜ୍ୟୋତିଷ ଏବଂ ବାସ୍ତୁ ଅନୁଯାୟୀ ନିୟମିତ ରୂପରେ ଭୋଳାନାଥଙ୍କୁ ଗଙ୍ଗାଜଳ ଚଢ଼ାଇବା ଉଚିତ। ଏହାଦ୍ୱାରା ଜୀବନର ସମସ୍ୟା ଦୂର ହୋଇ ସୁଖ ମିଳିଥାଏ। ଏହାସହିତ ମନୁଷ୍ୟକୁ ମୋକ୍ଷ ପ୍ରାପ୍ତି ହୋଇଥାଏ।

ବାସ୍ତୁ ଅନୁସାରେ ଘରେ ଗଙ୍ଗାଜଳ ରଖିବା ଦ୍ୱାରା କରଜରୁ ମୁକ୍ତି ପାଇବା ସହିତ ଆୟର ନୂଆ ସ୍ତ୍ରୋତ ମିଳିଥାଏ। ଏଥିପାଇଁ ଗଙ୍ଗାଜଳକୁ ପିତ୍ତଳ ବୋତଲରେ ପକାଇ କୋଠରୀ ଉତ୍ତର-ପୂର୍ବ କୋଣରେ ରଖନ୍ତୁ। କୁହାଯାଏ ଯେ ଏହାଦ୍ୱାରା ଋଣ ଭାର ସମସ୍ୟା ଦୂର ହୋଇ ଜୀବନରେ ସୁଖ ଆସିଥାଏ।

ପୁରାଣ ଅନୁଯାୟୀ ଗଙ୍ଗା ଜଳକୁ ଘରେ ସବୁବେଳେ ରଖିବା ଉଚିତ। ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତିର ସଞ୍ଚାର ହେବା ସହିତ ସୁଖ-ସମୃଦ୍ଧି ଏବଂ ଶାନ୍ତି ପ୍ରାପ୍ତ ହୋଇଥାଏ।

ଯେଉଁ ଘରେ ଲୋକମାନେ ସବୁବେଳେ ରୋଗରେ ପଡୁଥିବେ ତାଙ୍କୁ ପ୍ରତିଦିନ ଗଙ୍ଗାଜଳକୁ ସେବନ କରିବା ଉଚିତ। ମାନ୍ୟତା ରହିଛି ଏହାଦ୍ୱାରା ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ।

Pritiparna

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

30 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

42 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

54 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

58 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago