ଲାଇଫ୍‌ ଷ୍ଟାଇଲ୍‌ରେ ପରିବର୍ତ୍ତନ ଯୋଗୁ ହୋଇଥାଏ ମାଇଗ୍ରେନ୍‌, ଜାଣନ୍ତୁ କେମିତି ପାଇବେ ଏଥିରୁ ମୁକ୍ତି

ଯୋଗ, ପ୍ରାଣାୟାମ ଏବଂ ଜୀବନ ଶୈଳୀରେ ପରିବର୍ତ୍ତନ କରାଯାଇ ମାଇଗ୍ରେନ ସମେତ ମସ୍ତିଷ୍କ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ। ଭାରତୀୟ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଦ୍ୱାରା ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ। ପ୍ରାକୃତିକ ଆଧାରରେ ଯୋଗ, ଭୋଜନ ଏବଂ ଜୀବନ ଶୈଳୀରେ ପରିବର୍ତ୍ତନ କରାଯାଇ ମୁଣ୍ଡ ବିନ୍ଧା ସମେତ ଅନେକ ସମସ୍ୟାରୁ ମୁକ୍ତି ପାପାରିବେ। ଆଜିକାଲି ମୁଣ୍ଡ ବିନ୍ଧାର ସମସ୍ୟା ସମସ୍ତିଙ୍କ ନିକଯରେ ଦେଖିବାକୁ ମିଳିଥାଏ। କେବଳ ଯୁବା ଏବଂ ବୟସ୍କ ବ୍ୟକ୍ତିମାନେ ନୁହେଁ ବରଂ ଛୋଟପିଲାମାନେ ମଧ୍ୟ ଏଭଳି ଯନ୍ତ୍ରଣାରେ ପୀଡିତ। ବିଶେଷକରି ଯୁବା ଅବସ୍ଥାର ବ୍ୟକ୍ତିମାନଙ୍କ ନିକଟରେ ଏଭଳି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ।

ଏହାସହ ପଢନ୍ତୁ: କପାଳ ରେଖା କହିଥାଏ ଆପଣଙ୍କ ବିଷୟରେ ବହୁତ କିଛି, ଏମିତି ଭାବରେ ଜାଣନ୍ତୁ ନିଜର ଭାଗ୍ୟ

ବିଶେଷଜ୍ଞମାନେ ମୁଣ୍ଡ ବିନ୍ଧାକୁ ତିନୋଟି ଭାଗରେ ବିଭାଜିତ କରିଛନ୍ତି। ଏହା ମଧ୍ୟରେ ଅତ୍ୟଧିକ ଚିନ୍ତା କାରଣରୁ ମୁଣ୍ଡ ବିନ୍ଧା, ପିତ ପ୍ରକୃତିରୁ ମାଇଗ୍ରେନ୍ ଏବଂ ବାତ ଓ କଫ ପ୍ରକୃତି କାରଣରୁ ହେଉଥିବା ସାଇନସ୍ ସମସ୍ୟା ମଧ୍ୟ ମୁଣ୍ଡବିନ୍ଧାରେ ସାମିଲ ହୋଇଥାଏ। ଏଭଳି ସମସ୍ୟା ଠାରୁ ଦୂରେଇ ରହିବା ପାଇଁ ଭୋଜନ, ଯୋଗ, ପ୍ରାଣାୟାମ ଏବଂ ନିୟମିତ ଜିବନଶୈଳୀରେ ପରିବର୍ତ୍ତନ କରିବା ଦ୍ୱାରା ମୁକ୍ତି ପାଇପାରିବେ।

KNews Bureau

Recent Posts

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

19 mins ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

32 mins ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

45 mins ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

1 hour ago

ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି, ଆଜି ହିଟ ୱେଭ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି ।  ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଇଥିବାରୁ ଅଧିକ ଗୁଳୁଗୁଳି…

1 hour ago

ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ କ୍ୟାମ୍ପେନ ଘମାସାନ । ଆଜି ଓଡ଼ିଶାର ୩ଟି ସ୍ଥାନରେ…

1 hour ago