ସ୍ମାର୍ଟ ନୁହେଁ, ବରଂ ଏହି ଟାଇପ୍‌ର ପୁଅଙ୍କୁ ବେଶି ପସନ୍ଦ କରନ୍ତି ଝିଅ

ଅନେକ ବାର ଆପଣ ଶୁଣିଥିବେ, ଝିଅମାନେ ସ୍ମାର୍ଟ ପୁଅଙ୍କୁ ଦେଖି ତାଙ୍କ ପ୍ରତି ଆକର୍ଷିତ ହୋଇଥାଆନ୍ତି। କିନ୍ତୁ ଏହା ପୂରାପୂରି ଠିକ୍‌ ନୁହେଁ। ଏହା ଏକପ୍ରକାର ଆଟ୍ରାକ୍ସନ ହୋଇପାରେ, କିନ୍ତୁ କିଛିଦିନ ପାଇଁ। ଆଜିକାଲି ଝିଅମାନଙ୍କୁ ଏମିତି ପୁଅ ଅଧିକ ପସନ୍ଦ ଲାଗନ୍ତି, ଯେଉଁମାନେ ବହୁତ ମଜାଳିଆ ହୋଇଥାଆନ୍ତି। ଯିଏ ନିଜ ସେନ୍ସ ଅଫ୍‌ ହ୍ୟୁମରରେ ଲୋକଙ୍କୁ ହସାନ୍ତି।

ଏହାସହ ପଢ଼ନ୍ତୁ: ବିବାହିତା ନାରୀ ମନେ ରଖନ୍ତୁ ଏହି ୪ଟି କଥା, ଆପଣଙ୍କ ପାଇଁ ସବୁବେଳେ ଅତୁଟ ରହିବ ସ୍ୱାମୀଙ୍କ ପ୍ରେମ

କେବେ କେବେ ଝିଅମାନେ ଏମିତି ପୁଅକୁ ବି ପସନ୍ଦ କରିଥାଆନ୍ତି, ଯେଉଁମାନେ ଇଣ୍ଟେରିଷ୍ଟିଙ୍ଗ୍‌ ଡେଟ୍‌ ପ୍ଲାନ୍‌ କରିଥାଆନ୍ତି। ଯିଏ ଝିଅମାନଙ୍କ ସାମ୍ନାରେ ଫ୍ରେଶ୍‌ ଏବଂ ଏଣ୍ଟରଟେନିଙ୍ଗ୍‌ ମୁଡ୍‌ରେ ରହିଥାଏ, ସେମାନଙ୍କୁ ଝିଅମାନେ ବହୁତ ପସନ୍ଦ କରିଥାଆନ୍ତି। ସେହିଭଳି ଯାହାଙ୍କଠାରେ ହୃଦୟ ଜିତିଲା ଭଳି କଳା ରହିଥାଏ, ସେମାନେ ଝିଅଙ୍କ ହୃଦୟରେ ରାଜ୍‌ କରନ୍ତି।

ଏହାସହ ପଢ଼ନ୍ତୁ: ରାତିରେ ଶୋଇବା ପୂର୍ବରୁ ଯୁବତୀମାନେ ଖୋଲିକି ଶୁଅନ୍ତୁ ଏ ସବୁ ଜିନିଷ, ଛୁଇଁପାରିବନି ରୋଗ

ଝିଅମାନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୁଅମାନେ ତାଙ୍କର କେୟାର କରନ୍ତୁ। ଯେଉଁ ପୁଅ ସବୁବେଳେ ଝିଅମାନଙ୍କୁ କେୟାର କରନ୍ତି, ସେମାନେ ଅଧିକ ପସନ୍ଦଯୋଗ୍ୟ ହୋଇଥାଆନ୍ତି। ଝିଅମାନଙ୍କୁ ଫନି ପୁଅ ବହୁତ ପସନ୍ଦ ଆସିଥାଆନ୍ତି। ଯିଏ ନିଜେ ହସୁଥିବ ଏବଂ ଅନ୍ୟକୁ ହସାଉଥିବ। ଏମିତି ପୁଅଙ୍କୁ ଝିଅ ପସନ୍ଦ କରିଥାଆନ୍ତି।

Roshni

Recent Posts

ଜମ୍ମୁ କଶ୍ମୀର ଡୋଡାରେ ସେନା କ୍ୟାମ୍ପରେ ଆକ୍ରମଣ, ୬ ଯବାନ ଆହତ

ଜମ୍ମୁ କଶ୍ମୀର ଡୋଡାରେ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୬ ଜଣ ଯବାନ ଆହତ…

14 mins ago

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମୋହନ ମାଝୀଙ୍କ ପାଇଁ ଆସିଲା ବଡ ଦୁଃଖଦ ଖବର

ଭୁବନେଶ୍ଵର (କେନ୍ୟୁଜ): ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ପାଇଁ ଦୁଃଖଦ ଖବର । ମୁଖ୍ୟମନ୍ତ୍ରୀ…

16 mins ago

ପୁଣି ଥରେ ଦାଦନ ଦୁଃଖ: ୨୫୦ଶ୍ରମିକଙ୍କୁ ଅଧା ରାସ୍ତାରେ ଛାଡି ପଳାଇଲା ବସ୍

ଜୟପୁର (କେନ୍ୟୁଜ): ଅମାନୁଷିକତା ଭଳି ଗୋଟିଏ ବସରେ ଟାଇଁ ଟାଇଁ ଖରାରେ ଆସିଲେ ୨୫୦ ଦାଦନ ଶ୍ରମିକ । ରାସ୍ତାରେ…

27 mins ago

ଶୀତଳ ଷଷ୍ଠୀ ଯାତ୍ରାର ଆଜି ଶେଷ ଦିନ: ଯୁଗଳ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼, ୪୦ ପ୍ଲାଟୁନ ଫୋର୍ସ ମୁତୟନ

ସମ୍ବଲପୁର/ ଚାନ୍ଦବାଲି (କେନ୍ୟୁଜ); ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ଆଜି ହେଉଛି ଶେଷ ଦିନ ।  ଗତକାଲି ବିଳମ୍ବିତ…

1 hour ago

ଶପଥ ଗ୍ରହଣ ସମାରୋହ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଦିନ ୨ରୁ ଜୟଦେବବିହାର-ନାଲକୋ ଛକ ରାସ୍ତା ବନ୍ଦ

ଭୁବନେଶ୍ୱର (କେନ୍ୟୁଜ): ଆଜି ନୂଆ ସରକାରର ଶପଥ ଗ୍ରହଣ ସମାରୋହ। ଅପରାହ୍ଣ ୫ଟାରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ।…

1 hour ago

ନୂଆ ସରକାରରେ କେଉଁ ଜିଲ୍ଲାର ବିଧାୟକଙ୍କୁ ମିଳିବ ମନ୍ତ୍ରୀ ପଦ ? ତାଲିକାରେ ଅଛି ଏସବୁ ନାଁ

ଭୁବନେଶ୍ୱର (କେନ୍ୟୁଜ): ନୂଆ ବିଜେପି ସରକାରରେ କିଏ ହେବେ ମନ୍ତ୍ରୀ ? କେଉଁ ଜିଲ୍ଲାରୁ କେଉଁ ବିଧାୟକଙ୍କୁ ମିଳିବ ମନ୍ତ୍ରୀ…

2 hours ago