ଲାଇଫ୍ ଷ୍ଟାଇଲ୍

ଏହି ୫ ଜିନିଷ କାହାର ହାତରେ ଦେବା ହୋଇଥାଏ ଅଶୁଭ, ହଜି ଯାଇପାରେ ଘରର ସୌଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଏମିତି କିଛି ଜିନିଷ ବିଷୟରେ କୁହାଯାଇଛି ଯାହା ବ୍ୟକ୍ତିର ଭାଗ୍ୟ ବିଗାଡିବାରେ କାମ କରିଥାଏ । ଯଦି ଏହି କଥା ଉପରେ ଧ୍ୟାନ ଦିଆ ନଯାଏ, ଜୀବନରେ ସମସ୍ୟା ଦେଖା ଦେଇପାରେ । ଆମର ପୂର୍ବଜମାନେ କିଛି ଜିନିଷକୁ ହାତରେ ନଦେବା ପାଇଁ ବାରଣ କରିଛନ୍ତି । ଯାହାର ପଛରେ ବି କିଛି କାରଣ ରହିଛି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଏପରି ଜିନିଷ ରହିଛି ଯାହାକୁ ହାତରେ ରଖିବା ଦ୍ୱାରା ହୋଇପାରେ ବହୁତ ବଡ଼ କ୍ଷତି । ମାନ୍ୟତା ରହିଛି ଯେ ଏହି ଜିନିଷ ହାତରେ ରଖିବା ଦ୍ୱାରା କଳହ ହେବା ସହ ଧନର ନାଶ ହେବାର ସମ୍ଭାବନା ରହିଥାଏ । ଜାଣନ୍ତୁ କ’ଣ ଏହି ସବୁ ଜିନିଷ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କୁ କେହି ଲଙ୍କା ମାଗନ୍ତି, ତେବେ ଏହାକୁ କେବେ ହାତରେ ଦିଅନ୍ତୁ ନାହିଁ । ଲଙ୍କାକୁ ପ୍ଲେଟ ବା ପାତ୍ରରେ ରଖି କରି ଦିଅନ୍ତୁ । ଏହା ପଛରେ ମାନ୍ୟତା ରହିଛି କି ହାତରେ ଲଙ୍କା ଦେବା ଦ୍ୱାରା ଗଣ୍ଡଗୋଳ ବଢ଼ିପାରେ ।

ଘର ପରିବାରରେ କିଛି ବଡ଼ ଲୋକଙ୍କୁ ହାତରେ ଲୁଣ ଦେବାକୁ ବାରଣ କରାଯାଇଛି । ଏହା ପଛରେ ମାନ୍ୟତା ଯେ ଅନ୍ୟ ବ୍ୟକ୍ତିଙ୍କୁ ହାତରେ ଲୁଣ ଦେବା ଦ୍ୱାରା ଧର୍ମ ଓ ପୁଣ୍ୟର ହାନି ହୋଇଥାଏ । ତେଣୁ ଲୁଣ ସର୍ବଦା ପାତ୍ରରେ ଦେବା ଦରକାର ।

ଗୋଟିଏ ଭୁଲ ଯାହା ଅଧିକାଂଶ ଲୋକ କରିଥାନ୍ତି ତାହା ହେଉଛି ପାଣି ହାତରେ ନେଇ ଅନ୍ୟ ଲୋକଙ୍କୁ ଦେଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏମିତି କରିବା ଅଶୁଭ ହୋଇଥାଏ । କୁହାଯାଏ ଏହାଦ୍ୱାରା ଧନ, ଧର୍ମ ଓ ପୁଣ୍ୟର ହାନି ହୋଇଥାଏ । ତେଣୁ ପାଣି ସର୍ବଦା କିଛି ନା କିଛି ପାତ୍ରରେ ରଖି କରି ଦେବା ଉଚିତ୍‌ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେବେ ବି କାହାକୁ ହାତରେ ରୁମାଲ ଦିଅନ୍ତୁ ନାହିଁ । ଏହାଦ୍ୱାରା ହାନି ହୋଇଥାଏ । ଯଦି କାହାକୁ ରୁମାଲ ଦେବାର ଅଛି ତେବେ ଏପରି ସ୍ଥାନରେ ରଖି ଦିଅନ୍ତୁ ଯାହାକୁ ସହଜରେ ବ୍ୟକ୍ତି ନେଇପାରିବେ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାହା ହାତରେ ମଧ୍ୟ ରୁଟି ଦେବା ଉଚିତ୍‌ ନୁହେଁ । ଏହାଦ୍ୱାରା ଜମା ନଷ୍ଟ ହୋଇଥାଏ । ତେଣୁ ରୁଟି ସର୍ବଦା ପ୍ଲେଟରେ ରଖି କରି ଦିଅନ୍ତୁ ।

Niharanjan

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

27 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

41 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

56 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago