ଲାଇଫ୍ ଷ୍ଟାଇଲ୍

ଗର୍ଭବତୀ ସମୟରେ ଅତ୍ୟଧିକ କେଶ ଝଡ଼ିବାକୁ ନେଇ ଚିନ୍ତିତ କି? ତେବେ ଏପରି ନିଅନ୍ତୁ ଯତ୍ନ

ଗର୍ଭବତୀ ସମୟରେ ମହିଳାମାନଙ୍କ ପାଖରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ। ସାଧାରଣତଃ ମହିଳାଙ୍କ ମାନସିକ ଏବଂ ଶାରୀରିକ କ୍ଷେତ୍ରରେ ପରିବର୍ତ୍ତନ ଦେଖାଯାଇଥାଏ। ଶାରୀରିକ ପରିବର୍ତ୍ତନରେ ମହିଳାମାନଙ୍କ ଶରୀର ଆକୃତିରେ ପ୍ରଭାବିତ ହୋଇଥାଏ। ଏହା ବ୍ୟତୀତ ଅନେକ ମହିଳାମାନଙ୍କୁ ତ୍ୱଚା ଏବଂ କେଶ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। କେଶ ସମସ୍ୟାରୁ ମୁକ୍ତି ପାଇବାପାଇଁ ମଧ୍ୟ ଅନେକ ମହିଳା ମହଙ୍ଗା ସାମ୍ପୁ ମଧ୍ୟ ବ୍ୟବହାର କରିଥାନ୍ତି କିନ୍ତୁ ଏଥିରେ ମଧ୍ୟ ଖାସ ପ୍ରଭାବ ପଡିନଥାଏ। ତେବେ ଆସନ୍ତୁ ଜାଣିବା ଗର୍ଭବତୀ ସମୟରେ କିପରି ନେବେ କେଶର ଯତ୍ନ।

ଗର୍ଭବତୀ ସମୟରେ ମହିଳାମାନଙ୍କ କେଶ ଅଧିକ ମଜବୁତ ଏବଂ ଚମକଦାର ହୋଇଥାଏ। ଶରୀରରେ ଏଷ୍ଟ୍ରୋଜେନ ନାମକ ହରର୍ମୋନ ଅଧିକା ହେବାରୁ କେଶରେ ଅଧିକ ଚମକ ଦେଖାଯିବା ସହ ଘନ ଏବଂ ଲମ୍ବା ହୋଇଥାଏ। କିନ୍ତୁ ଅନେକ ମିହିଳାଙ୍କ ହର୍ମୋନରେ ପରିବର୍ତ୍ତନ ଯୋଗୁ ଅଧିକା କେଶ ଝଡ଼ିଥାଏ। ଏହିକାରଣରୁ ଆପଣ ଏହିସମୟରେ ସାମ୍ପୁ ଏବଂ କଣ୍ଡିସିନର ବ୍ୟବହାର କରିବା ବେଳେ ନିଶ୍ଚୟ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହିସମୟରେ ବିଶେଷ ରୂପେ ଷ୍ଟ୍ରେଟନିଙ୍ଗ ଏବଂ ପରମିଟିଂ ଟ୍ରିଟମେଟ କରିବା ଅନୁଚିତ।

 

Swagatika

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

21 seconds ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

3 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

9 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

18 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

18 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

35 mins ago