ଆଖିର ଲୁହ ମଧ୍ୟ ଦୂର କରିଥାଏ ଅନେକ ରୋଗ, ଜାଣନ୍ତୁ ଏହା କିପରି ଶରୀରକୁ ପହଁଚାଇଥାଏ ଫାଇଦା

ପ୍ରାୟ ସମସ୍ତେ କୁହନ୍ତି ଯେ କାନ୍ଦିବା ଭଲ ହୋଇନଥାଏ। କିନ୍ତୁ କିଛି ଏକ୍ସପର୍ଟଙ୍କ କହିବାନୁଯାୟୀ କାନ୍ଦିବା ଆପଣଙ୍କ ପାଇଁ ଉତ୍ତମ ହୋଇଥାଏ। ଏହାଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିଥାଏ। ଆଜି ଆମେ ଆପଣଙ୍କୁ କାନ୍ଦିବାର କିଛି ଫାଇଦା ବିଷୟରେ ଜଣାଇବୁ। ଆଖିରେ ଲୁହ ବାହାରିବା ଦ୍ବାରା ଅନେକ ପ୍ରକାରର ରୋଗ ଦୂର ହୋଇଥାଏ ଏବଂ ଏହା ସହିତ ମସ୍ତିଷ୍କ ମଧ୍ୟ ଠିକ ରହିଥାଏ। ଆଜି ଆମେ ଆପଣଙ୍କୁ ଲୁହ ବାହାରିବାର ବହୁତ ଫାଇଦା ବିଷୟରେ ଜଣାଇବୁ। ଯାହାକୁ ଆପଣ ଜାଣିବା ବହୁତ ଆବଶ୍ୟକ ଅଟେ।

-କାନ୍ଦିବା ଦ୍ବାରା ଚିନ୍ତା ଦୁର ହୋଇଥାଏ। ଯେଉଁ ବ୍ୟକ୍ତି ଚିନ୍ତାରେ କାନ୍ଦିଥାନ୍ତି, ସେମାନଙ୍କ ଠାରେ କାନ୍ଦିବା ସ୍ତର କମ୍ ହୋଇଥାଏ।

-ଯେତେବେଳେ ଆମ ଆଖିରେ ଧୂଳିକଣା ପଶି ଯାଇଥାଏ ତେବେ ଆଖିରେ ଲୁହ ବାହାରିବା ଆରମ୍ଭ ହୋଇଥାଏ। ଏହି ପାଣି ଆମ ଆଖିକୁ ସୁରକ୍ଷା ଦେଇଥାଏ। ଲୁହ ଆମ ଆଖିକୁ ଜଳିବାରୁ ରକ୍ଷା କରିଥାଏ।

-ଆଖିରେ ୨୪ ପ୍ରତିଶତ ଏଲବୁମିନ ପ୍ରୋଟୀନ ରହିଥାଏ ଯାହା ଉଚ୍ଚ ରକ୍ତଚାପ, ମୋଟାପଣ, ମଧୁମେହ ଭଳି ରୋଗ ଠାରୁ ଲଢ଼ିବାରେ ସାହାଯ୍ୟ କରିଥାଏ।

-ଲୁହ ବୋହିବା ପରେ ଆମ ମସ୍ତିଷ୍କ ଏବଂ ହ୍ରୁଦୟ ଭଲ ଭାବେ କାମ କରିବା ଆରମ୍ଭ କରିଥାଏ। ଯାହାଦ୍ବାରା ଆମକୁ ଆରାମ ମିଳିଥାଏ ଏବଂ ଆମ ମନ ମଧ୍ୟ ହାଲକା ହୋଇଥାଏ।

-ଭାବନାତ୍ମକ କାରଣରୁ ବାହାରିଥିବା ଲୁହରେ ଏଲବୁମିନ ପ୍ରୋଟୀନର ମାତ୍ରା ୨୪ ପ୍ରତିଶତ ଅଧିକ ହୋଇଥାଏ ଯାହା ମେଟାବଲିଜିମକୁ ପ୍ରଭାବିତ କରିଥାଏ।

Pritiparna

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

16 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

18 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

53 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago