ପିଇବା ପାଣିରେ ମିଶାନ୍ତୁ ଏହି ଜିନିଷ, ନିଶ୍ଚୟ ଦୂର ହେବ ତ୍ବଚାର ଦାଗ

ଲୋକମାନେ ସର୍ବଦା ନିଜ ତ୍ବଚାରେ ହେଉଥିବା ଦାଗକୁ ନେଇ ଚିନ୍ତାରେ ରହିଥାନ୍ତି। ଏହାକୁ ଦୂର କରିବା ପାଇଁ ମଧ୍ୟ ବହୁତ ବ୍ୟୁଟି ପ୍ରଡ଼କ୍ଟର ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଚାହିଁଲେ ଏହି ଦାଗକୁ କିଛି ଘରୋଇ ଉପଚାରରେ ଦୂର କରିପାରିବେ। ଆପଣ ଯଦି ତ୍ବଚାରେ ଚମକତା ଚାହୁଁଛନ୍ତି ତେବେ ପ୍ରଥମେ ନିଜ ଶରୀର ଭିତରୁ ମଇଳାକୁ ସଫା କରିବା ଉଚିତ।

ଜାଣନ୍ତୁ କେଉଁ ଜିନିଷ ପିଇବା ପାଣିରେ ମିଶାଇ ସେବନ କଲେ ଆପଣଙ୍କ ଶରୀରରେ ଚମକତା ଦେଖିବାକୁ ପାଇବେ।

ଡ଼ାଲିଚିନି

ପିଇବା ପାଣି ଫୁଟାଇବା ସମୟରେ ସେଥିରେ କିଛି ମାତ୍ରାର ଡ଼ାଲଚୀନୀ ପାଉଡ଼ର ମିଶାନ୍ତୁ। ପରେ ଏହାକୁ ଛାଣି ସେବନ କରନ୍ତୁ। ଏହା ପିଇବାକୁ ମଧ୍ୟ ସ୍ବାଦିଷ୍ଟ ଲାଗିଥାଏ। ଏହା ସେବନ କରିବା ଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ ଏବଂ ତ୍ବଚାରେ ସୌନ୍ଦର୍ଯ୍ଯ ଆଣିଥାଏ।

ଷ୍ଟ୍ରବେରୀ

ପିଇବା ପାଣିରେ ଷ୍ଟ୍ରବେରୀ ରସ ମିଶାଇ ସେବନ କଲେ ତ୍ବଚାରୁ ଦାଗ ଦୂର ହୋଇଥାଏ। ଏଥିରେ ଭିଟାମିନ-ସି ଏବଂ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ, ଯାହା ତ୍ବଚାରେ ସୌନ୍ଦର୍ଯ୍ଯ ଦେଇଥାଏ।

ମହୁ

ମହୁ ବ୍ୟାକ୍ଟେରିଆକୁ ନିପାତ କରିବାରେ ଲାଭକାରୀ ହୋଇଥାଏ। ସକାଳୁ ଖାଲି ପେଟରେ ଗରମ ପାଣି ସହିତ ମହୁ ମିଶାଇ ସେବନ କଲେ ଶରୀରରୁ ଚର୍ବି ଅଂଶ କମ ହୋଇଥାଏ। ଏହା ବ୍ୟତୀତ ମହୁ ତ୍ବଚାର ହେଉଥିବା ଦାଗକୁ ଦୂର କରିଥାଏ।

ପୋଦିନା

ପୋଦିନା ପାଣି ସେବନ କଲେ ପେଟ ସଫା ରହିବା ସହିତ ତ୍ବଚାରେ ସୌନ୍ଦର୍ଯ୍ଯ ଦେଖାଯାଇଥାଏ।

ଲେମ୍ବୁ, ସେଓ ଫ୍ଲେବର ଭିନେଗାର

ପିଇବା ପାଣିରେ ଲେମ୍ବୁର କିଛି ଅଂଶ ମିଶାଇ ସେବନ କଲେ ଲାଭକାରୀ ହୋଇଥାଏ। ଏହା ସେବନ କରିବା ଦ୍ବାରା ପାଚନ କ୍ରିୟା ସଠିକ ହେବା ସହିତ ଶରୀରର ମଇଳା ଝାଳ ଆକାରରେ ସଫା କରିଥାଏ। ଏହା ବ୍ୟତୀତ ଆପଣ ଏକ ଗିଲାସ ପାଣିରେ ଏକ ଚାମଚ ସେଓ ଫ୍ଲେବରର ଭିନେଗାର ମିଶାଇ ସେବନ କରିପାରିବେ।

KNews Bureau

Recent Posts

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

59 mins ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

1 hour ago

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

2 hours ago

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

3 hours ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

3 hours ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

3 hours ago