ଶୁଖିଲା ଅଦା ବା ସୁଣ୍ଠିର ବ୍ଯବହାର କରି ଅନେକ ପ୍ରକାର ଘରୋଇ ଔଷଧ ଏବଂ ଖାଦ୍ଯର ସ୍ବାଦ ବଢାଇବା ପାଇଁ ବ୍ଯବହାର କରାଯାଇଥାଏ। ଶୀତ ଦିନେ ମଧ୍ଯ ଆପଣ ସୁଣ୍ଠିର ବ୍ଯବହାର କରି ବିଭିନ୍ନ ସମସ୍ଯାରୁ ରକ୍ଷା ପାଇପାରିବେ। ତେବେ ଜାଣନ୍ତୁ କେଉଁ କେଉଁ କାମରେ ଆପଣ ସୁଣ୍ଠି ବ୍ଯବହାର କରିପାରିବେ।
-ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ସୁଖିଲା ଅଦା ବା ସୁଣ୍ଠି ଖୁବ୍ ଲାଭଦାୟକ। ସୁଣ୍ଠି ଏବଂ ଜାଇଫଳକୁ ଗୁଣ୍ଡ କରି ରାଶି ତେଲରେ ମିଶାଇ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇବା ଦ୍ବାରା ଆରାମ ମିଳିଥାଏ। ଏହାବ୍ଯତୀତ ଉଷୁମ ପାଣିରେ ମହୁ ଏବଂ ଅଦା ପାଉଡର ପିଇବା ଦ୍ବାରା ଲାଭ ମିଳିଥାଏ।
-ସୁଣ୍ଠି ପାଚନ କ୍ରିୟାରେ ଉତ୍ତମ କରିବା ସହ ଓଜନ କମ କରିବାରେ ସାହାଯ୍ଯ କରିଥାଏ।
-ଅଦାରେ ଥିବା ଥର୍ମୋଜେନିକ ଏଜେଟ ନାମକ ତତ୍ତ୍ବ ମୋଟାପଣ ଦୂର କରିବାରେ ସାହାଯ୍ଯ କରିଥାଏ।
-ଏହା ଝାଳ ବାହାର କରିବାରେ ସାହାଯ୍ଯ କରିଥାଏ, ଯାହାଦ୍ବାରା ଶରୀରର ତାପମାନ କମ ହେବା ସହ ବିଷ ପଦାର୍ଥକୁ ବାହାର କରିବାରେ ସାହାଯ୍ଯ କରିଥାଏ।
-ସୁଣ୍ଠିକୁ କ୍ଷୀରରେ ଫୁଟାଇ ଥଣ୍ଡା କରି ପିଇବା ଦ୍ବାରା ହାକୁଟି ବନ୍ଦ ହୋଇଯାଇଥାଏ।
-ଗର୍ଭବତୀ ମହିଳାମାନଙ୍କ ପାଇଁ ସୁଣ୍ଠି ମଧ୍ଯ ଖୁବ୍ ଲାଭକାରୀ।
-ଏହାବ୍ଯତୀତ ସୁଣ୍ଠିରେ କ୍ଯାନ୍ସରରୋଧୀ ଗୁଣ ରହିଥାଏ, ଯାହା କ୍ଯାନ୍ସର କୋଷିକା ଗୁଡିକ ବଢିବାରେ ବାଧା ଦେଇଥାଏ। ଏହାବ୍ଯତୀତ ଗର୍ଭାଶୟ କ୍ଯାନ୍ସରର ସମସ୍ଯାକୁ କମ କରିବାରେ ସାହାଯ୍ଯ କରିଥାଏ ସୁଣ୍ଠି ।
ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…
ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…
ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…