ବର୍ତ୍ତମାନ ଚାରିଆଡେ କରୋନାର ପ୍ରକୋପ ବ୍ଯାପିବାରେ ଲାଗିଛି। ଏନେଇ ଆଜି ଆମେ ଆପଣଙ୍କୁ ସୁସ୍ଥ ରହିବା ପାଇଁ କିଛି ଉପାୟ ବତାଇବାକୁ ଯାଉଛୁ। ସିଝା ଶୋଲା ପିତ୍ତ ତଥା କଫ ସମସ୍ଯା ଦୂର କରିଥାଏ କିନ୍ତୁ ଗଜା ଶୋଲା କୋମଳ, ଭୋକ ବଢାଇବା, ବୀର୍ଯବର୍ଦ୍ଧକ, ଶକ୍ତି ବର୍ଦ୍ଧକ ଏବଂ ରକ୍ତ ସଫା କରିଥାଏ। ଏହି ଶୋଲାରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଥାଏ। ତେବେ ଆସନ୍ତୁ ଜାଣିବା ଗଜା ଶୋଲା ଖାଇବା ଦ୍ବାରା କେଉଁ ସବୁ ଲାଭ ମିଳିଥାଏ।
-ହାର୍ଟ ସମସ୍ଯା ଥିବା ବ୍ଯକ୍ତିମାନେ ପ୍ରତ୍ଯେକ ଦିନ ଗଜା ଶୋଲା ଖାଇବା ଉଚିତ। ଚଣାରେ ପ୍ରଚୁର ମାତ୍ରାରେ ମ୍ଯାଗ୍ନେସିୟମ ଏବଂ ଫଲେଟ ରହିଥାଏ, ଯାହା କୋଲେଷ୍ଟ୍ରଲ କମ କରିବାରେ ସହାୟକ ହୋଇଥାଏ।
-ସେହିଭଳି ଉଚ୍ଚ ରକ୍ତଚାପ ଥିବା ବ୍ଯକ୍ତିମାନେ ଗଜା ଶୋଲା ଖାଇବା ଉଚିତ। କାରଣ ଏହା ରକ୍ତବାହିକାକୁ ସାମାନ୍ଯ କରିଥାଏ, ଯାହାଦ୍ବାରା ଉଚ୍ଚ ରକ୍ତଚାପର ସମସ୍ଯା ଦୂର କରିଥାଏ।
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…