ସକାଳେ ୫ ମିନିଟ୍‌ କରନ୍ତୁ ସୂର୍ଯ୍ୟସ୍ନାନ, ଭଲ ହେବ ଏହିସବୁ ପୁରୁଣା ରୋଗ

ସୂର୍ଯ୍ୟ ହେଉଛନ୍ତି ଅସରନ୍ତି ଶକ୍ତିର ଉତ୍ସ। କୌଣସି ରୋଗକୁ ମୂଳରୁ ଶେଷ କରିବା କ୍ଷମତା ସୂର୍ଯ୍ୟକିରଣର ରହିଛି। ସୂର୍ଯ୍ୟକିରଣକୁ ଜୀବନ ପ୍ରଦାନକାରୀ ମଧ୍ୟ କୁହାଯାଏ। ତେବେ କଅଁଳ ଖରା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରୁଥିବା ବେଳେ ଟାଣ ଖରା ତ୍ୱଚାକୁ କଳା କରିଦିଏ। ସୂର୍ଯ୍ୟକିରଣରେ ଥିବା ଅତିବାଇଗଣି ରଶ୍ମି ଶରୀର ପାଇଁ କ୍ଷତିକାରକ ହୋଇଥାଏ। ମାତ୍ର କିଛି ସମୟ ଖରାର ରହିବା ଦ୍ୱାରା ବହୁ ରୋଗରୁ ମୁକ୍ତି ମିଳିଥାଏ।

ସ୍ୱାସ୍ଥ୍ୟକାରୀ ସୂର୍ଯ୍ୟକିରଣ

ଉଭୟ ମନ ଓ ଶରୀରକୁ ନିରୋଗ ରଖିବା ଲାଗି ସୂର୍ଯ୍ୟକିରଣ ସାହାଯ୍ୟ କରେ। ସକାଳର ସୂର୍ଯ୍ୟକିରଣରୁ ଭିଟାମିନ୍‌ ଡି ମିଳିଥାଏ। ଏଣୁ ଭୋର୍‌ରୁ ସୂର୍ଯ୍ୟକିରଣରେ କିଛି ସମୟ ଠିଆ ହେବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଶରୀରର ବିଭିନ୍ନ ରୋଗ ଭଲ କରିବାରେ ଏହା ସହାୟକ ହୋଇଥାଏ।

ସକାଳେ ସୂର୍ଯ୍ୟୋଦୟ ସମୟରେ କମ୍‌ସେ କମ୍‌ ୫ ମିନିଟ୍‌ ବାହାରେ ବସନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ଔଷଧ ଭଳି କାମ କରିଥାଏ। ସୂର୍ଯ୍ୟସ୍ନାନ କରିବା ଦ୍ୱାରା ଟିବି ଓ କ୍ୟାନସର ଭଳି ରୋଗ ଭଲ ହୋଇଥାଏ।

ଏହାସହ ପଢନ୍ତୁ: ରୂପି ସମସ୍ୟା ଯୋଗୁ ଚିନ୍ତିତ କି, ଏହି ୪ଟି ଘରୋଇ ଉପାୟରେ କରନ୍ତୁ ଚିକିତ୍ସା

ରକ୍ତ ସଞ୍ଚାଳନକୁ ନିୟନ୍ତ୍ରିତ କରିବା ପାଇଁ ଶରୀରରେ ଗରମ ବା ଉର୍ଜାର ଆବଶ୍ୟକତା ରହିଛି। ଶରୀର ଉଷୁମ ରହିଲେ ଶିରା ପ୍ରଶିରା ସଙ୍କୋଚିତ ହୋଇନଥାଏ। ଫଳରେ ରକ୍ତ ସଞ୍ଚାଳନ ସ୍ୱାଭାବିକ ଭାବେ ହୋଇଥାଏ। ସେହିପରି ସୂର୍ଯ୍ୟକିରଣ ଦ୍ୱାରା ଆଜ୍‌ମା ମଧ୍ୟ ଭଲ ହୋଇଥାଏ। ହଜମ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବାରେ ମଧ୍ୟ ସୂର୍ଯ୍ୟକିରଣ ସାହାଯ୍ୟ କରେ।

WCW 11

Recent Posts

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

11 mins ago

ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି, ଆଜି ହିଟ ୱେଭ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି ।  ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଇଥିବାରୁ ଅଧିକ ଗୁଳୁଗୁଳି…

23 mins ago

ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ କ୍ୟାମ୍ପେନ ଘମାସାନ । ଆଜି ଓଡ଼ିଶାର ୩ଟି ସ୍ଥାନରେ…

33 mins ago

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

8 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

9 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

10 hours ago