ରାତିରେ ଶୋଇବା ପୁର୍ବରୁ ଉଷୁମ ପାଣି ସହିତ ଖାଆନ୍ତୁ ମାତ୍ର ୨ ଲବଙ୍ଗ, ଦୂର ହୋଇଯିବ ଏହି ୩ ଗମ୍ଭୀର ରୋଗ

ଲବଙ୍ଗକୁ ପ୍ରାୟ ପ୍ରତ୍ୟେକ ଘରେ ରୋଷେଇ କାର‌୍ୟ୍ୟରେ ସ୍ବାଦିଷ୍ଟ ଏବଂ ପୋଷ୍ଟିକ ବଢ଼ାଇବା ପାଇଁ ବ୍ୟବହାର କରାଯାଇଥାଏ। ଏହା ଛଡା ଲବଙ୍ଗକୁ ମସଲା ଭାବରେ ମଧ୍ୟ ବ୍ୟବହାର କରାଯାଏ। ଲବଙ୍ଗରେ ଏମିତି ଅନେକ ତତ୍ତ୍ବ ଥାଏ ଯାହ ଅନେକ ରୋଗରୁ ମୂଳରୁ ଶେଷ କରାଇ ଦେଇଥାଏ।ଏଥିପାଇଁ ଲୋକ ପୁରାତନ କାଳରେ ଅନେକ ରୋଗକୁ ଠିକ କରିବା ପାଇଁ ଲବଙ୍ଗର ଉପଯୋଗ କରିଥିଲେ। ଆଜି ଆମେ ଆପଣଙ୍କୁ ଲବଙ୍ଗର କିଛି ଚମତ୍କାରୀ ଫାଇଦା ସମ୍ପର୍କରେ। ଆସନ୍ତୁ ଜାଣିବା ରାତିରେ ଶୋଇବା ପୂର୍ବରୁ ଦୁଇଟି ଲବଙ୍ଗକୁ ଖାଇ ଗରମ ପାଣି ପିଇବା ଦ୍ବାରା ୩ ଗମ୍ଭୀର ରୋଗ ଭଲ ହୋଇଯାଇଥାଏ।

ଲବଙ୍ଗ ଖାଇବାର ଫାଇଦା

ପେଟ ରୋଗରୁ ମୁକ୍ତି

ରାତିରେ ଶୋଇବା ସମୟରେ ଦୁଇଟି ଲବଙ୍ଗ ଖାଇ ଗରମ ପାଣି ପିଇବା ଦ୍ବାରା ପେଟର ପାଚନ ତନ୍ତ୍ର ମଜବୁତ ହୋଇଥାଏ ଏବଂ ପେଟରେ ହଜମ କ୍ରୀୟା ଭଲ ହୋଇଥାଏ। ଏହାକୁ ଖାଇବା ଦ୍ବାରା ପାଚନ କ୍ରୀୟା ଭଲଭାବେ ହୋଇଥାଏ ଏବଂ ପେଟ ରୋଗ ଯଥା ଗ୍ୟାସ, ଏସିଡିଟୀ ଏବଂ କବ୍ଜ ଠାରୁ ମୁକ୍ତି ମିଳିଥାଏ।

ଏହା ସହ ପଢ଼ନ୍ତୁ : ଭାଇରାଲ ଫିଭର ପାଇଁ ରାମବାଣ ଏହି ଘରୋଇ ଉପଚାର

ଆଣ୍ଠୁ ଗଣ୍ଠି ଯନ୍ତ୍ରଣା

ଯେଉଁ ଲୋକଙ୍କର ସବୁବେଳେ ଆଣ୍ଠୁଗଣ୍ଠିର ସମସ୍ୟା ଥାଏ ସେହି ମାନଙ୍କୁ ରାତିରେ ଶୋଇବା ସମୟରେ ସୁଇଟି ଲବଙ୍ଗ ଖାଇ ଉଷୁମ ପାଣି ପିଇବା ଉଚିତ। ଏହା ଦ୍ବାରା ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ଏବଂ ଶରୀର ମଜବୁତ ଏବଂ ଶକ୍ତିଶାଳୀ ହୋଇଥାଏ।

ପୁରୁଷଙ୍କ ଦୁର୍ବଳତା

ରାତିରେ ଶୋଇବା ସମୟରେ ଦୁଇଟି ଲବଙ୍ଗ ଖାଇ ଗରମ ପାଣି ପିଇବା ଦ୍ବାରା ଶରୀରରେ ଗରମ ଉତ୍ପନ ହୋଇଥାଏ ଯାହା ଦ୍ବାରା ପୁରୁଷଙ୍କ ଦୁର୍ବଳତା କମିଥାଏ ଏବଂ ଶରୀରରେ ଶକ୍ତି ଏବଂ ଫୁର୍ତ୍ତୀ ଆସିଥାଏ।

KNews Bureau

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 min ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

16 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

29 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

29 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago