ଲାଇଫ୍ ଷ୍ଟାଇଲ୍

ଗରମ ଚା’ ପିଇଲେ ନିଦ ଭାଙ୍ଗେ କିନ୍ତୁ କୋଲ୍ଡ ଟି’ ପିଇଲେ ଏପରି ହୁଏନି, ଜାଣନ୍ତୁ ଏହା ପଛର କାରଣ

ଆମ ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କୁ ଚା’ ପିଇବାର ଅଭ୍ୟାସ ରହିଛି । ଯେପରି ସେହି ଲୋକମାନେ ସକାଳୁ ଉଠିବା ଠାରୁ ଆରମ୍ଭ କରି ଦିନ ସାରା ଅନେକ ଥର ଚା’ ପିଇଥାନ୍ତି । ପ୍ରାୟତଃ ସମସ୍ତେ ଘରେ ଅତିଥିଙ୍କୁ ଚା’ ଦେଇ ସ୍ୱାଗତ ଜଣାଇଥାନ୍ତି । ଏହା ସହ ଅଫିସ୍‌ରେ ଥକ୍କା ଓ ନିଦରୁ ଦୂର କରିବା ପାଇଁ ଚା’ ର ସାହାଯ୍ୟ ନେଇଥାନ୍ତି । ହେଲେ କ’ଣ ଆପଣ ଜାଣିଛନ୍ତି ଯେ ଗରମ ଚା’ ପିଇବା ଦ୍ୱାରା ନିଦ ଆସିନଥାଏ କିନ୍ତୁ ଥଣ୍ଡା ଚା’ ପିଇବା ଦ୍ୱାରା ନିଦ ଆସିଥାଏ । ତାହେଲେ ଆସନ୍ତୁ ଜାଣିବା ଏହାର କାରଣ କ’ଣ ରହିଛି ।

ଜାଣନ୍ତୁ ଗରମ ଚା’ ପିଇବା ଦ୍ୱାରା କ’ଣ ପାଇଁ ନିଦ ଆସିନଥାଏ ?
ଚା’ରେ ପ୍ରଚୁର ପରିମାଣରେ କଫିନ୍‌ ମିଳିଥାଏ, ଯାହା ଏକ ବିଶେଷ ପ୍ରକାରର ଷ୍ଟେମୁଲେଟ୍‌ ହୋଇଥାଏ । ଏଥିପାଇଁ ଚା’ ପିଇବା ଦ୍ୱାରା ନିଦ ଓ ଥକାପଣ ଦୂର ହୋଇଥାଏ । ତେବେ ଲୋକମାନେ ଏହାକୁ ପିଇବା ପରେ ସତେଜ ଅନୁଭବ କରନ୍ତି । କିନ୍ତୁ ଗରମ ଚା’ ଭୁଲ ସମୟରେ ଓ ଭୁଲ ଉପାୟରେ ଅତ୍ୟଧକ ପିଇବା ଦ୍ୱାରା ସ୍ଲିପିଂ ସାଇକ୍ଲିଗିଂରେ ଅନେକ ପ୍ରକାରର ଅସୁବିଧା ହୋଇଥାଏ । ଏହା ସହ ଏଥିରେ ଥିବା ଅଧିକ ପରିମାଣର କାଫିନ୍‌ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇପାରେ ।

କୋଲ୍ଡ ଟି’ କ’ଣ ହୋଇଥାଏ :
ଆଇସ୍‌ ଟି’ କୁ କୋଲ୍ଡ ଟି’ କୁହାଯାଏ । ତେବେ ଗରମ ଚା ’ପରି, ଏହା ଆପଣଙ୍କୁ ଥଣ୍ଡା ରଖିବା ପାଇଁ ସାହାଯ୍ୟ କରେ । ଏହା ସହ କୋଲ୍ଡ ଟି ଅନେକ ପ୍ରକାରର ଶାରୀରିକ ଉପକାରିତା ମଧ୍ୟ ଯୋଗାଇଥାଏ । କୋଲ୍ଡ ଟି’ ବରଫରୁ ତିଆରି ହୋଇଥାଏ । ହେଲେ ଏହାକୁ କେବଳ ବ୍ଲାକ୍‌ ଟି’ କିମ୍ବା ଗ୍ରୀନ୍‌ ଟି’ପାଇଁ ତିଆରି କରାଯାଏ । କିଛି ଲୋକ ହର୍ବାଲ ଟି’ ରେ ବରଫ ମିଶାଇ ଏହାକୁ କୋଲ୍ଡ ଟି’ ମଧ୍ୟ ପ୍ରସ୍ତୁତ କରନ୍ତି । କିନ୍ତୁ ଏହାର ସ୍ୱାଦ ବଢାଇବା ପାଇଁ ଏଥିରେ ଲେମ୍ବୁ, ଚେରି ଏବଂ କମଳା ଭଳି ଜିନିଷ ମିଶାଯାଏ । କୋଲ୍ଡ ଟି’ ରେ ମିଳୁଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ।

କୋଲ୍ଡ ଟି’ ପିଇବା ଦ୍ୱାରା କ’ଣ ପାଇଁ ନିଦ ଭାଙ୍ଗି ନଥାଏ ?
କୋଲ୍ଡ ଟି’ ରେ ପୋଟାସିୟମ୍‌, ଡାଏଟାରୀ ଫାଇବର, ମାଙ୍ଗାନିଜ୍‌, କ୍ୟାଫେନ୍‌, ଫୋରାଇଡ, ଫ୍ଲାଭୋନାଏଡ୍‌ ଏବଂ ଅନେକ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ମିଳିଥାଏ । ଗ୍ରୀନ୍‌ ଟି’ କିମ୍ବା ହର୍ବାଲ ଟି’ ରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ଏଥିରେ ଥିବା କଫିନ୍‌ ମାତ୍ରା ଅଳ୍ପ ଥାଏ, ତେଣୁ ଏହାକୁ ପିଇବା ଦ୍ୱାରା ନିଦ ଭାଙ୍ଗି ଯାଏ । ତେବେ ଏହାକୁ ପିଇବା ଦ୍ୱାରା ଓଜନ କମ୍‌ ହେବା ସହ ଶରୀର ମଧ୍ୟ ହାଇଡ୍ରେଟ୍‌ ରହିଥାଏ । ଏହା ସହ କ୍ୟାନ୍‌ସର ଭଳି ରୋଗ ହେବାର ଆଶଙ୍କା ମଧ୍ୟ କମ୍‌ ହୋଇଥାଏ । ଏହି ଟି’ ହାର୍ଟ ଡିଜିଜରୁ ମଧ୍ୟ ରକ୍ଷା କରିଥାଏ । ଏପରି ମଧ୍ୟ କରେ ଯେ ଶରୀରକୁ ଫ୍ରି ରେଡିକଲ୍ସରୁ ମଧ୍ୟ ରକ୍ଷା କରିବାରେ ସାହାଯ୍ୟ କରିପାରେ ।

KNews Bureau

Recent Posts

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

31 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

32 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

36 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

42 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

45 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

56 mins ago