କଲରା ଖାଇଲେ ଦୂର ହେବ ବହୁ ରୋଗ, ଜାଣନ୍ତୁ କେତେ ଲାଭଦାୟକ

ଅଧିକାଂଶ ସମୟରେ ଖେଳୁଥିବାବେଳେ ଆଘାତ ଲାଗି ଦରଜ ହୋଇଥାଏ । ଜାଣନ୍ତି କି ଏହି ଛୋଟ ଛୋଟ ସମସ୍ୟାକୁ ଆପଣ ସହଜରେ ଦୂର କରିପାରିବେ । ଆଜି ଜାଣନ୍ତୁ କଲରା ବ୍ୟବହାର ଦ୍ୱାରା କେତେ ପ୍ରକାର ରୋଗ ଭଲ କରାଯାଇ ପାରିବ ।

bitter gourd
Image Credit: abplive.com

ଶରୀରରେ ଷ୍ଟୋନ(ପଥୁରୀ) ହୋଇଥିଲେ କଲରା ରସ ସେବନ କରନ୍ତୁ । ଏହା ଶରୀରରୁ ପଥୁରୀ ବାହାରି ଯିବାରେ ସହାୟକ ହୋଇଥାଏ ।

   ତାଜା କଲରା ରସ ସେବନ କରନ୍ତୁ । କଲରା ରସ ୪-୪ ବୁନ୍ଦା କାନରେ ପକାଇଲେ କାନ ଦରଜ ଭଲ ହୋଇଥାଏ ।

–   କଲରାର ଚେର ନମିଳିଲେ ଏହାର ପତ୍ରକୁ ବାଟି ଅଳ୍ପ ଗରମ କରି ପଟିରେ ବାନ୍ଧି ଘା’ ସ୍ଥାନରେ ବାନ୍ଧି ଦିଅନ୍ତୁ । ଏଥିରେ ଥିବା ପୂଜ ବାହାରିଯିବା  ସହ  ଘା’ର ଦରଜ ମଧ୍ୟ କମ ହୋଇଯିବ ।

   ପେଟ ସମ୍ବନ୍ଧୀୟ ଅସୁବିଧା ଦୂର କରିବା ପାଇଁ କଲରା ବହୁତ ଲାଭଦାୟକ । ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ କଲରା ପତ୍ର ଓ ଚୋପା ମଧ୍ୟ ବହୁତ ଲାଭଦାୟକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.