ଲାଇଫ୍ ଷ୍ଟାଇଲ୍

ସୁଗାର ଲେବଲ କମାଇବା ବଦଳରେ ବଢ଼ାଇଦିଏ ଏହି ହେଲଦି ଖାଦ୍ୟ, ଡାଇବେଟିସ ରୋଗୀ ନିଶ୍ଚୟ ମାନନ୍ତୁ

ଡାଇବେଟିସ ବା ମଧୁମେହ ଏକ ଏଭଳି ରୋଗ, ଯାହା ଶରୀରର ସନ୍ତୁଳନ ନଷ୍ଟ କରିଦିଏ। ହାଇ ବ୍ଲଡ ପ୍ରେସରର ଏହି ସମସ୍ୟା ନିଜ ସହ ଅନ୍ୟ ରୋଗଙ୍କୁ ବି ଡାକି ଆଣେ। ଏକ୍ସପର୍ଟଙ୍କ କହିବାନୁଯାୟୀ, ଜଙ୍କ ଫୁଡ, ହାଇ ସୁଗାର, ପ୍ରୋଟିନଯୁକ୍ତ ଖାଦ୍ୟ ରକ୍ତରେ ଶର୍କରାର ମାତ୍ରାକୁ ବଢ଼ାଇ ଦିଏ। କିଛି ଲୋକ ଡାଇବେଟିସ ହେବା ପରେ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ସେମାନେ ଭାବନ୍ତି ଯେ ଏସବୁ ଖାଦ୍ୟ ଡାଇବେଟିସକୁ ନିୟନ୍ତ୍ରଣ କରିବ। କିନ୍ତୁ ଏହା ଶରୀର ଉପରେ ଓଲଟା ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା କଣ ସେହି ଖାଦ୍ୟ…

ଭାତ:

ଭାତ ଖାଇଲେ ଡାଇବେଟିସ ବଢିଥାଏ। ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ, ମିନେରାଲସ ଓ ଫାଇବର ରହିଛି। ଏଥିସହ ଭାତରେ କାର୍ବୋହାଇଡ୍ରେଡ଼ ମଧ୍ୟ ଅଧିକ ମାତ୍ରାରେ ଥାଏ, ଯାହା ସୁଗାର ଲେବଲ ବଢ଼ାଇଦିଏ। ଡାଇବେଟିସ ରୋଗୀ ଭାତ ଜାଗାରେ ବ୍ରାଉନ ରାଇସ ଖାଇବା ଉଚିତ।

କଦଳୀ:

କିଛି ଲୋକ ଭାବନ୍ତି ଯେ କଦଳୀ ଖାଇଲେ ସୁଗାର ଲେବଲ ବଢ଼ିବନି। କିନ୍ତୁ ଏହା ଭୁଲ। କଦଳୀରେ ପୋଟାସିୟମ୍, ଫାଇବର୍, ମ୍ୟାଗନେସିୟମ ପ୍ରଚୁର ମାତ୍ରାରେ ରହିଛି, ଯାହା ରକ୍ତରେ ଶର୍କରା ପରିମାଣକୁ ବଢ଼ାଇଥାଏ।

ଫଳ ରସ:

ଡାଇବେଟିସ ରୋଗୀ ଅଧିକ ଫଳ ରସ ପିଇବା ଉଚିତ ନୁହେଁ। ଏହା ରକ୍ତରେ ଶର୍କରା ମାତ୍ରାକୁ ଆଶାତୀତ ବୃଦ୍ଧି କରେ। ଫଳରେ ରୋଗୀର ଅବସ୍ଥା ସାଙ୍ଘାତିକ ହୋଇପାରେ।

କଫି:

କଫି ଆମ ଶରୀରରେ ଏନର୍ଜି ଲେବଲକୁ ବଢ଼ାଇ ଥାଏ। ଏହା ଫ୍ୟାଟ ମଧ୍ୟ ବର୍ଣ୍ଣ କରେ। ଏଥିରେ ରାଇବୋଫ୍ଲୋବିନ, ପୋଟାସିୟମ ଆଦି ରହିଥାନ୍ତି। କିନ୍ତୁ ଏହାକୁ ସୁଗାର କ୍ୟୁବ ସହ ପିଇଲେ ଶର୍କରା ବଢ଼ିଥାଏ। ଆପଣ ବିନା ଚିନିରେ ବ୍ଲାକ କଫି ପିଇପାରିବେ।

ମହୁ:

ମହୁ ରକ୍ତରେ ଶର୍କରାର ପରିମାଣ ବଢ଼ାଇ ଥାଏ। ଏଣୁ ମଧୁମେହ ରୋଗୀ ମହୁ ଠାରୁ ଦୂରେଇ ରୁହନ୍ତୁ।

WCW 11

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

44 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago