ଲାଇଫ୍ ଷ୍ଟାଇଲ୍

ଏସିଡିଟିରୁ ମୁକ୍ତି ପାଇଁ ପିଅନ୍ତୁ ଏସବୁ ହର୍ବାଲ ଟି’, ଚୁଟ୍‌କିରେ ଦୂର ହେବ ଗ୍ୟାସ୍‌ ସମସ୍ୟା

ଦୈନନ୍ଦିନ ଜୀବନ ଓ ଆଧୁନିକ ଖାଦ୍ୟଶୈଳୀ ଯୋଗୁ ପେଟରେ ଏସିଡିଟି ଭଳି ସମସ୍ୟା ଦେଖାଦିଏ। ଏସିଡିଟି ହେଲେ ପେଟରେ ଗ୍ୟାସ୍‌ ହୋଇ ପ୍ରବଳ ଯନ୍ତ୍ରଣା ହୋଇଥାଏ। ଆପଣ ବି ଯଦି ଏସିଡିଟି ସମସ୍ୟା ଭୋଗ କରୁଛନ୍ତି ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। ଘରୋଇ ଉପାୟରେ ମଧ୍ୟ ଆପଣ ଚାହିଁଲେ ଏସିଡିଟି ଦୂର କରିପାରିବେ। ହର୍ବାଲ ଟି ଆପଣଙ୍କ ଗ୍ୟାସ୍‌ ସମସ୍ୟାକୁ ସମ୍ପୂର୍ଣ୍ଣ ମୂଳପୋଛ କରିଦେବ। ଆସନ୍ତୁ ଜାଣିବା ଏସିଡିଟି ଦୂର କରିବାକୁ କେଉଁ ହର୍ବାଲ ଚା’ ପିଇବା ଆବଶ୍ୟକ…

ଅଦା-ମହୁ ଚା’:

ଅଦା, ମହୁ ଓ ଲେମ୍ବୁକୁ ପାଣିରେ ଫୁଟାଇ ପିଇବା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୋଇଥାଏ। ପେଟ ସମ୍ବନ୍ଧୀୟ ସମସ୍ତ ରୋଗରୁ ମୁକ୍ତି ଦେବାରେ ଏହି ହର୍ବାଲ ଟି’ ସାହାଯ୍ୟ କରେ। ମାତ୍ର ଏହି ଚା’ରେ କ୍ଷୀର ମିଶାଇବେ ନାହିଁ।

ପାନମଧୁରୀ ଚା’:

ଏସିଡିଟି ସମସ୍ୟାକୁ ଦୂର କରିବାରେ ପାନମଧୁରୀ ମଧ୍ୟ ବେଶ୍‌ ଲାଭକାରୀ ହୋଇଥାଏ। ଆପଣ ଏହାକୁ ନିଜ ସୁବିଧା ଅନୁସାରେ ଖାଇପାରିବେ। ଶରୀରକୁ ଶୀତଳ ରଖିବାରେ ଏହା ସାହାଯ୍ୟ କରେ। କେବଳ ଏତିକି ନୁହେଁ ବିନା କ୍ଷୀରରେ ପାନମଧୁରୀକୁ ଚା’ କରି ପିଇବା ଦ୍ୱାରା ମଧ୍ୟ ଏସିଡିଟି ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।

ପୋଦିନା ଚା’:

ଗ୍ୟାସ୍‌ ସମସ୍ୟାର ସମ୍ମୁଖୀନ ହେଉଥିଲେ ପୋଦିନା ବା ପିପରମିଣ୍ଟ ହେଉଛି ସବୁଠାରୁ ଭଲ ବିକଳ୍ପ। ଗ୍ୟାସ୍‌ ହେଉଥିଲେ ଏଥିରୁ ମୁକ୍ତି ପାଇଁ ଆପଣ ପୋଦିନାକୁ ଚା’ ଆକାରରେ ପିଇପାରିବେ। ପୋଦିନା ଚା’ ପେଟ ଓ ତଳିପେଟରେ ହେଉଥିବା ପୀଡ଼ାରୁ ମୁକ୍ତି ଦେଇଥାଏ।

WCW 11

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

15 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

17 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

52 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago