ସାବଧାନ! ଆବଶ୍ୟକତାଠାରୁ ଅଧିକ ପ୍ରୋଟିନ ବି ବଢ଼ାଇଥାଏ ଓଜନ, ଏସବୁ ଜିନିଷଠୁ ଦୂରେଇ ରୁହନ୍ତୁ

ଶରୀରକୁ ସୁସ୍ଥ ଓ ଫିଟ୍ ରଖିବା ପାଇଁ ପ୍ରୋଟିନ ଏକ ଜରୁରୀ ପୋଷକ ତତ୍ତ୍ୱ। ମାଂସପେଶୀକୁ ମଜଭୁତ ରଖିବା ପାଇଁ ନିୟମିତ ପ୍ରୋଟିନ ସେବନ କରିବାକୁ ଏକ୍ସପର୍ଟ ମତ ଦିଅନ୍ତି। ପ୍ରୋଟିନ ସେବନ କଲେ ଦୀର୍ଘ ସମୟ ଯାଏଁ ଭୋକ ବି ହୁଏନି। ଏଥିସହ ଇମ୍ୟୁନିଟି ସିଷ୍ଟମକୁ ମଜଭୁତ କରିବାରେ ମଧ୍ୟ ପ୍ରୋଟିନ ସହାୟକ ହୋଇଥାଏ। ଅଧିକାଂଶ ଲୋକ ଓଜନ କମାଇବାକୁ ପ୍ରୋଟିନ ସେବନ କରିଥାନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଧିକ ପ୍ରୋଟିନ ସେବନ କଲେ ଆପଣଙ୍କ ଓଜନ କମିବା ବଦଳରେ ବରଂ ବଢ଼ିଥାଏ। ଆସନ୍ତୁ ଜାଣିବା କେମିତି…

  • ଓଜନ କମ୍ କରିବାକୁ ଚାହୁଁଥିଲେ ଦିନକୁ ୫୦ ଗ୍ରାମ ପ୍ରୋଟିନ ଖାଇବା ଉଚିତ। ତା’ଠୁ ଅଧିକ ହେଲେ ଓଜନ ବଢ଼ିଯାଏ।
  • ଓଜନ କମାଇବାକୁ ଚାହୁଁଥିଲେ ଚିକେନ୍, ମଟନ, ମାଛ ଆଦି ଖାଆନ୍ତୁ ନାହିଁ। ଏଥିରେ ଅଧିକ ମାତ୍ରାରେ ପ୍ରୋଟିନ ରହିଛି, ଯାହା ଆପଣଙ୍କ ଓଜନ ବୃଦ୍ଧି କରିବ।
  • ଓଜନ କମ୍ କରିବାକୁ ଲୋ କାର୍ବସଯୁକ୍ତ ଖାଦ୍ୟ ଖାଆନ୍ତୁ।
  • ପତଳା ହେବାକୁ ଫାଇବରଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ। ଶୀଘ୍ର ଓଜନ କମିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.