ଗରମ ଦିନରେ ଶରୀରରେ ଜଳୀୟ ଅଂଶ ଅଭାବ ଦେଖାଯାଏ। ଏଥିପାଇଁ ତ୍ୱଚା ଡ୍ରାଏ ହେବାକୁ ଲାଗିଥାଏ। ଏଥିପାଇଁ ମୁହଁରେ ଜ୍ୱଳନ, କୁଣ୍ଡାଇ ହେବା ଏବଂ ରେଡନେସ ସମସ୍ୟା ଦେଖାଦିଏ। ଏମିତରେ ଡ୍ରାଏ ସ୍କିନରୁ ଛୁଟକାରା ପାଇବା ଦ୍ୱାରା ତ୍ୱଚାରେ ନମନୀୟତା ରହିବା ଉଚିତ। ଆଜି ଆମେ ଯେଉଁ ଫେସପ୍ୟାକ୍ ବିଷୟରେ ଜଣାଇବୁ, ତାହା ଡ୍ରାଏ ସ୍କିନ ସମସ୍ୟା ଦୂର କରିବାର କାମ କରିଥାଏ।
ପ୍ରଥମେ ଏକ ପାତ୍ରରେ ୧ଟି କଦଳୀ ଏବଂ ୫-୬ ବୁନ୍ଦା ଅଲିଭ ତେଲ ଏକାଠି କରି ଭଲଭାବେ ମିକ୍ସ କରିଦିଅନ୍ତୁ। ଏଡି ପେଷ୍ଟକୁ ମୁହଁରେ ୧୦ ମିନିଟ୍ ଲଗାଇବା ପରେ ପାଣିରେ ମୁହଁକୁ ଧୋଇଦିଅନ୍ତୁ। ଏହାକୁ ଲଗାଇବା ପରେ ଶୁଷ୍କ ଏବଂ ନିସ୍ତେଜ ତ୍ୱଚା ମଧ୍ୟ ଚମକି ଉଠିଥାଏ। ସ୍କିନକୁ ପୋଷଣ ମିଳିବା ସହିତ ଗ୍ଲୋ କରିଥାଏ।
ଯଦି ଆପଣଙ୍କ ତ୍ୱଚା ଅତ୍ୟଧିକ ଡ୍ରାଏ ହୋଇଥାଏ, ତେବେ କଦଳୀ ଓ ମହୁରେ ପ୍ରସ୍ତୁତ ଫେସପ୍ୟାକ୍ ତ୍ୱଚା ପାଇଁ ବେଶ ଫାଇଦାଯୁକ୍ତ ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ ଅଧା କଦଳୀ ଏବଂ ୧ ଟେବୁଲସ୍ପୁନ ମହୁ ନେଇ ସ୍କୁଦ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। ଏହାକୁ ମହଁରେ ଏବଂ ବେକରେ ୧୦ରୁ ୧୫ ମିନିଟ ଲଗାଇବା ପରେ ଧୋଇଦିଅନ୍ତୁ। ଏମିତିକଲେ ସ୍କିନକୁ ନମନୀୟତା ମିଳିଥାଏ। ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ।
ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…
ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…
ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୪ବର୍ଷ । ଏହି ୭୪ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…
ପ୍ୟାରିସରୁ ମୁମ୍ବାଇ ଆସୁଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ । ଏହି ଖବର ପ୍ରସାରିତ ହେବା ପରେ ଆତଙ୍କ ସୃଷ୍ଟି…
କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…
ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…