ପେନ୍‌ କିଲର୍‌ ପାଇଁ ଘରୋଇ ଉପଚାର , ଆପଣଙ୍କ କଷ୍ଟ ଦୂର କରିବ ଏସବୁ ସାମଗ୍ରୀ

ଶରୀରରେ ଯେକୌଣସି ସ୍ଥାନରେ କଷ୍ଟ ହେଲେ ଆମେ ବିଭିନ୍ନ ପେନ୍ କିଲର ମେଡିସିନ୍ ଖାଇଥାଉ । ଯାହା ଆମକୁ କିଛିଟା ଆସ୍ବସ୍ତି ଦେଇଥାଏ । ହେଲେ ଆପଣ କଣ ଜାଣିଛନ୍ତି ଏମିତି କିଛି ଘରୋଇ ସାମଗ୍ରୀ ରହିଛି ଯାହା ଦ୍ବାରା ଆପଣ ଶରୀରର ବିଭିନ୍ନ ପେନ୍ କୁ କିଲ୍ କରିପାରିବେ ।

ତେବେ ଆସନ୍ତୁ ଜାଣିବା କଣ ସେହି ସବୁ ସାମଗ୍ରୀ :

ଅଦା – ଅଦା ଖାଇଲେ ଆଣ୍ଠୁଗଣ୍ଠି ବାତ,ମାଂସପେଶୀ ଯନ୍ତ୍ରଣା,ଛାତି କଷ୍ଟ , ଗଳାକଷ୍ଟ ଓ ଋତୁସ୍ରାବଜନିତ ଯନ୍ତ୍ରଣା ଦୂର ହୋଇଥାଏ।

1aସୋୟା – ଏହା ଆଣ୍ଠୁଗଣ୍ଠି ବାତ ଜନିତ ଯନ୍ତ୍ରଣାକୁ ଦୂର କରିବାରେ ବେଶ୍ ସାହାର୍ଯ୍ଯ କରିଥାଏ ।

1cvହଳଦୀ – ଏହା ଦାନ୍ତ ବିନ୍ଧା ଓ ପିଠି ଯନ୍ତ୍ରଣା ଦୂର କରିବା ପାଇଁ ଏକ ପ୍ରକାରର ଔଷଧି ଭଳି କାମ କରିଥାଏ ।

1aaଲୁଣ – ଏହା ବିଭିନ୍ନ ପ୍ରକାରର ଯନ୍ତ୍ରଣାକୁ ଦୂର କରିବାରେ ସହାୟକ ହୋଇଥାଏ।

curd2ପୋଦିନା- ଏହା ଏଭଳି ପତ୍ର ଯାହାକୁ ଆମେ ବିଭିନ୍ନ ଖାଦ୍ଯରେ ବ୍ଯବହାର କରି ଖାଇବାକୁ ପସନ୍ଦ କରିଥାଉ ।ତେବେ ଏହାକୁ ନିୟମିତଭାବେ ଚୋବାଇ ଖାଇଲେ ପୁରୁଣା ଦିନର ଶାରୀରିକ କଷ୍ଟରୁ ମୁକ୍ତି ମିଳିଥାଏ।

Mint-Plantକଫି- ଏହା ପାନ କଲେ  ଯନ୍ତ୍ରଣା କମ୍ ହୋଇଥାଏ। ବିଶେଷ କରି ଉଷୁମ କଫି ପିଇଲେ ଦାନ୍ତ ବିନ୍ଧାରୁ ଆଶ୍ୱସ୍ତି ମିଳେ ।

coffeପିପର ମିଣ୍ଟ – ଏହା ବଦହଜମି,ମାଂସପେଶୀରେ ଯନ୍ତ୍ରଣା,ଦାନ୍ତବିନ୍ଧା ଓ ମୁଣ୍ଡବିନ୍ଧା ଭଳି ଯନ୍ତ୍ରଣାକୁ ଦୂର କରିବାରେ ସାହାର୍ଯ୍ଯ କରେ ।

1aaaଲବଙ୍ଗ- ଏହା ଦାନ୍ତବିନ୍ଧା ଦୂର କରିବାରେ ବେଶ୍ ସହାୟକ ହୋଇଥାଏ। ଏହା ତେଲ ବେଶ୍ ଉପକାରୀ ।

curdଦହି – ଏହା ଖାଦ୍ୟ ହଜମ କରିବା ସହିତ ପେଟ ଯନ୍ତ୍ରଣା ବି ଦୂର କରିଥାଏ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.