ଲାଇଫ୍ ଷ୍ଟାଇଲ୍

ସାଇନସ୍ ସମସ୍ଯା ପାଇଁ ଚିନ୍ତିତ ଅଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର, ତୁରନ୍ତ ମିଳିବ ଆରାମ

ସାଇନସ୍ ନାକ ସମ୍ବନ୍ଧିତ ରୋଗ। ଯେଉଁ କାରଣରୁ ନିଶ୍ବାସ ନେବାରେ ସମସ୍ଯା ଦେଖାଯାଇଥାଏ। ଏଥିସହ ଶରୀରର ମାଂସପେଶୀରେ ମଧ୍ଯ ଯନ୍ତ୍ରଣା ଅନୁଭବ ହୋଇଥାଏ। ସାଇନସ୍ କୁ ସାଇନୋସାଇଟିସ୍ ମଧ୍ଯ କୁହାଯାଇଥାଏ। ଏହି ସମସ୍ଯା ବ୍ଯାକ୍ଟେିରିଆ,ଫଙ୍ଗଲ, ଇନଫେକ୍ସନ୍, ସଂକ୍ରମଣ, ନାକର ହାଡ ବଢିବା ଏବଂ ଆସ୍ଥମା କାରଣରୁ ହୋଇଥାଏ। ଏନେଇ ଆଜି ଆମେ ଆପଙ୍କୁ ଜଣାଇବୁ ଯଦି ଆପଣଙ୍କର ଏଭଳି ସମସ୍ଯା ରହିଥାଏ ତେବେ ଆପଣ କିଛି ଘରୋଇ ଉପଚାର ଆପଣାଇ ଏହି ସବସ୍ଯାରୁ ରକ୍ଷା ପାଇପାରିବେ।

ଉପଯୋଗ କରିବାର ବିଧି:

-ସାଇନସ୍ ସମସାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଆପଣ ଜୀରା ଏବଂ ଗୋଲମରିଚ ମିଶ୍ରଣ ବ୍ଯବହାର କରିପାରିବେ। ଏଥିପାଇଁ ଆପଣ ୧ ଚାମଚ ଜୀରା, ୪ ରୁ ୫ ଚାମଚ ଗୋଲମରିଚ ଏବଂ ୧ ଚାମଚ ମହୁ ସେବନ କରନ୍ତୁ।

-ଗୋଲମରିଚ ଏବଂ ଜୀରାକୁ କୌଣସି ଏକ ପାତ୍ରରେ ଗରମ କରିଦିଅନ୍ତୁ। ଏହାପରେ ଏହାକୁ ଗୁଣ୍ଡ କରି ସେଥିର ମହୁ ମିଶାଇ ଦିଅନ୍ତୁ। ଆପଣ ଏହି ମିଶ୍ରଣକୁ ଦିନରେ ୨ ଥର ସେବନ କରିପାରିବେ। ଏହାକୁ ସେବନ କରିବା ପରେ ହାଲୁକା ଉଷୁମ ପାଣି ପିଅନ୍ତୁ। ମନେରଖନ୍ତୁ ଏହି ମିଶ୍ରଣକୁ କେବେ ବି ଖାଲି ପେଟରେ ସେବନ କରନ୍ତୁ ନାହିଁ।

-ସାଇନସ୍ ରୁ ଛୁଟକାରା ପାଇବା ପାଇଁ ଆପଣ ମେଥି ସଦାସନା ଏବଂ ଡାଲଚିନି ପେଷ୍ଟକୁ ମଧ ବ୍ଯବହାର କରିପାରିବେ। ଏହି ପେଷ୍ଟ ତିଆରି କରିବା ପାଇଁ ଆପଣ ୨ ବଡ ଚାମଚ ମେଥି ଦାନା, ୪ ରୁ ୫ଟି ଡାଲଜିନ୍ ଖଣ୍ଡ ଏବଂ ୧ ଚାମଚ ମହୁର ଆବଶ୍ଯକତା ରହିଛି।

-ମେଥି ମଞ୍ଜି ଏବଂ ଗୋଲମରିଚକୁ ଏକ ପାତ୍ରରେ ଗରମ କରି ଦିଅନ୍ତୁ। ଏହାପରେ ମେଥି, ଗୋଲମରିଚ ଏବଂ ଡାଲଚିନି ଖଣ୍ଡକୁ ଗୁଣ୍ଡ କରିଦିଅନ୍ତୁ। ଏହି ଗୁଣ୍ଡରେ ଏକ ଚାମଚ ମହୁ ମିଶାଇ ସେବନ କରନ୍ତୁ। ଏହି ମିଶ୍ରଣକୁ ଦିନକରେ ଥରେ ସେବନ କରନ୍ତୁ। ଯଦି ସାଇନସ୍ ସମସ୍ଯା ଅଧିକ ଥାଏ ତେବେ ଆପଣ ଏହି ମିଶ୍ରଣକୁ ଦିନରେ ୨ ଥର ମଧ୍ଯ ସେବନ କରିପାରିବେ।

KNews Bureau

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

9 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

9 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

13 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

36 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

44 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

50 mins ago