ଘନ ଏବଂ ଆକର୍ଷଣୀୟ ଦାଢ଼ି ଚାହୁଁଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର

ଆଜିକାଲି ‘ବେୟର୍ଡ ଲୁକ’ ବହୁତ ଟ୍ରେଣ୍ଡରେ ରହିଛି। ଫିଲ୍ମ ଷ୍ଟାର ହୁଅନ୍ତୁ କିମ୍ବା ସାଧାରଣ ମଣିଷ ସମସ୍ତଙ୍କ ପାଖରେ ଏହାର କ୍ରେଜ୍ ବହୁତ ବଢ଼ି ଗଲାଣି। ତେବେ ବହୁତ ଏମିତି ଲୋକ ଏହି ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି ଯେଉଁ ମାନଙ୍କର ଘନ ଦାଢ଼ି ହେଉନାହିଁ। ଏହି କାରଣରୁ ଚିନ୍ତିତ ଥିବା ବ୍ୟକ୍ତିଙ୍କ ପାଇଁ ଏହା ବହୁତ କାରିଗରୀ ପ୍ରମାଣିତ ହେବ। କେବଳ କିଛି ସାଧାରଣ ଉପଚାରରୁ ଆପଣ ନିଜର ଷ୍ଡାଇଲ ଷ୍ଟେଟମେଣ୍ଟ ପରିବର୍ତ୍ତନ କରିପାରିବେ।

ଘରୋଇ ଉପକରଣରୁ ପ୍ରସ୍ତୁତ ହୋଇଥିବା ଏକ ପେଷ୍ଟ ଆପଣଙ୍କ ଭାଗ୍ୟ ବଦଳାଇ ପାରିବ। ଏହି ପ୍ରକ୍ରୀୟାର କିଛି ଦିନ ମଧ୍ୟରେ ଚେହେରାରେ ଘନ ଏବଂ ଆକର୍ଷଣୀୟ ଦାଢ଼ି ପାଇପାରିବେ। ସୁନ୍ଦର ଏବଂ ଆକର୍ଷଣୀୟ ଦାଢ଼ି ପାଇବା ପାଇଁ ଜାଣନ୍ତୁ ଏହି ଟିପ୍ସ।

ଏହାପାଇଁ ସର୍ବପ୍ରଥମେ ଲେମ୍ବୁ ଏବଂ ଡାଲଚିନି ପାଉଡର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଆପଣ ସେହି ସ୍ଥାନରେ ଲଗାନ୍ତୁ ଯେଉଁଠି ଆପଣଙ୍କ କେଶ ଗ୍ରୋଥ କମ୍ ରହିଛି।

ଏହି ପେଷ୍ଟକୁ ୨୦ ମିନିଟ ପାଇଁ ଚେହେରାରେ ଲଗାଇ ଛାଡି ଦିଅନ୍ତୁ ଏବଂ ଯେତେବେଳେ ଏହା ସୁଖିଯିବ ତେବେ ଥଣ୍ଡା ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ। ଏହାପରେ କିଛି ସମୟ ପରେ ନଡିଆ ତେଲ ଦ୍ବାରା ଚେହେରାକୁ ଭଲଭାବେ ମସାଜ କରନ୍ତୁ।

ଲେମ୍ବୁର ବ୍ୟବହାର କେଶର ଗ୍ରୋଥ ପାଇଁ ବ୍ୟବହାର କରାଯାଇଥାଏ। ଏଥିପାଇଁ ଯେତେବେଳେ ଡାଲଚିନି ଏବଂ ଲେମ୍ବୁର ପେଷ୍ଟ ଲଗାଇବେ ତେବେ ଅଟକିଥିବା ସେଲ୍ସ ଖୋଲି ଯାଇଥାଏ ଏବଂ ଚେହେରାର କୋଶିକା ଗୁଡିକରେ ରକ୍ତ ସଞ୍ଚାର ମଧ୍ୟ ବଢ଼ିବ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago