ଲାଇଫ୍ ଷ୍ଟାଇଲ୍

ମାତ୍ର ୧୦ ଟଙ୍କାର frooti ପ୍ୟାକେଟରୁ ଏପରି ସହଜ ଉପାୟରେ ବନାନ୍ତୁ ଟେଷ୍ଟି mango ଆଇସକ୍ରିମ, ଦେଖନ୍ତୁ ଭିଡ଼ିଓ

କରୋନା ଭାଇରସ ପ୍ରକୋପରୁ ରକ୍ଷା ପାଇବା ପାଇଁ ଭାରତକୁ ୧୭ ମେ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି। ଆଉ ଲୋକମାନେ ଏହାର ପାଳନ ମଧ୍ୟ କରୁଛନ୍ତି। କିନ୍ତୁ ଲକଡାଉନ କାରଣରୁ ଲୋକମାନେ ବାହାର ଖାଦ୍ୟକୁ ବହୁତ ମିସ କରୁଛନ୍ତି।

ତେବେ ଗରମରେ ଲୋକଙ୍କ ପ୍ରଥମ ପସନ୍ଦ ଆଇସକ୍ରିମ ହୋଇଥାଏ। କିନ୍ତୁ କରୋନା ଭୟରେ ଲୋକେ ବାହାର ଖାଦ୍ୟ ଖାଇବାରେ ଦୂରତା ରକ୍ଷା କରୁଛନ୍ତି। ତେବେ ଏମିତିରେ ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। କାହିଁକିନା ଆପଣ ଘରେ ବି ଆଇସକ୍ରିମ ବନାଇ ତାର ମଜା ନେଇପାରିବେ।

video courtesy : pankaj.official750

@pankaj.official750Frooti ice-cream bnana shikho 🤔🤔🤔 ##new_trending ##ice-cream ##knowladge ##foryou_page ##challenge ##tiktok_india♬ original sound – pankaj.official750

ଆଜି ଆମେ ଆପଣଙ୍କ ପାଇଁ ଏକ ଭିଡ଼ିଓ ନେଇ ଆସିଛୁ, ଆପଣ ସେହି ଭିଡ଼ିଓକୁ ଦେଖି ଅତି ସହଜରେ ବହୁତ କମ ସମୟରେ ଆଇସକ୍ରିମର ମଜା ନେଇପାରିବେ। ଏହି ଭିଡ଼ିଓରେ ଆଇସକ୍ରିମକୁ ଦେଖିଲେ ଆପଣଙ୍କ ମୁହଁରେ ପାଣି ଆସିଯିବ। ଏହି ଆଇସକ୍ରିମକୁ ବନାଇବା ପାଇଁ ଆପଣଙ୍କୁ ବେଶି କିଛି ସାମଗ୍ରୀର ଆବଶ୍ୟକତା ନାହିଁ। ଆପଣ ମାତ୍ର ୧୦ ଟଙ୍କାର ଫରୁଟିରୁ ବହୁତ ଟେଷ୍ଟି ଆଇସକ୍ରିମ ବନାଇପାରିବେ।

ଭିଡ଼ିଓରେ ଆପଣ ଦେଖିପାରୁଥିବେ ଗୋଟେ ୧୦ ଟଙ୍କିଆ ଫରୁଟି ପ୍ୟାକେଟର ଉପର ଭାଗକୁ ସାମାନ୍ୟ ଟିକେ ଛୁରୀରେ କାଟି ତା ଭିତରେ ଏକ ଆଇସକ୍ରିମ ଷ୍ଟିକ ଭର୍ତ୍ତି କରିଦିଅନ୍ତୁ। ଏହାପରେ ଏହାକୁ ୫ ଘଣ୍ଟା ପର୍ଯ୍ୟନ୍ତ ଡିପ ଫ୍ରିଜରେ ରଖିଦିଅନ୍ତୁ। ୫ ଘଣ୍ଟା ପରେ ଏହି ପ୍ୟାକେଟର ଖୋଳକୁ ବାହାର କରିଦିଅନ୍ତୁ। ଏବେ ଦେଖନ୍ତୁ ଆପଣଙ୍କ ଆଇସକ୍ରିମ କେତେ ସୁନ୍ଦର ଭାବେ ପ୍ରସ୍ତୁତ ହୋଇଛି।

Pritiparna

Recent Posts

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…

55 seconds ago

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

16 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

33 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

45 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

55 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

58 mins ago