ମହୁ ପାଲଟିବ ଜହର ! ଭୁଲରେ ବି ଏ ସବୁ ସହ ଖାଆନ୍ତୁ ନାହିଁ

ମହୁ ଖାଇବା କାହାକୁ ବା ନାପସନ୍ଦ ? ଘରେ ଘରେ ଏହା ରହିଥିବା ବେଳେ ଅନେକ ରୋଗର ପ୍ରତିଶୋଧକ ସାଜିଥାଏ ମହୁ । ମହୁ ଖାଇବା ଲାଗି ପାଟିକୁ ଯେତିକି ମିଠା, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ। ତେବେ ଆପଣ ଜାଣିଛନ୍ତି କି ମହୁ କିଛି ଦ୍ରବ୍ୟ ସହ ସେବନ କରିବା ଦ୍ୱାରା ଜହର ପାଲଟିଥାଏ । ଆସନ୍ତୁ ଜାଣିବା କେଉଁ ଜିନିଷ ସହ ଭୁଲରେ ମଧ୍ୟ ମହୁ ସେବନ କରିବା ଉଚିତ ନୁହଁ ।

ଗରମପାଣି

ସାଧାରଣତଃ ଲୋକ ଓଜନ କମ୍‌ କରିବା ପାଇଁ ଗରମ ପାଣିରେ ମହୁ ମିଶାଇ ପିଇଥାନ୍ତି । ତେବେ ଆପଣ ଜାଣିଛନ୍ତି କି ଅଧିକ ଗରମ ପାଣିରେ ମହୁ ମିଶାଇ ପିଇବା ଦ୍ୱାରା ଶରୀରରେ ଗରମ ବଢ଼ିବା ସହ ପେଟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ । ଏଣୁ ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ପାଣି ସହ ଭୁଲରେ ମଧ୍ୟ ମହୁ ସେବନ କରନ୍ତୁ ନାହିଁ ।

ନିଶ୍ଚିତ ପଢ଼ନ୍ତୁ: କୋଲଡ୍ ଡ୍ରିଙ୍କସ କାହିଁକି ଦେହ ପାଇଁ ହାନିକାରକ, ଜାଣନ୍ତୁ

ମୂଳା

କେବେ ମଧ୍ୟ ଭୁଲରେ ମହୁ ସହିତ ମୂଳା ସେବନ କରନ୍ତୁ ନାହିଁ । ଏହା ଦ୍ୱାରା ଶରୀରରେ ଟକ୍ସିନ୍‌ ବଢ଼ିବା ଆରମ୍ଭ ହୋଇଥାଏ, ଯାହା ଶରୀର ପାଇଁ ହାନିକାରକ ସାଜିଥାଏ । ମୂଳା ଖାଇବାର ଏକ ଘଣ୍ଟା ପୂର୍ବରୁ କିମ୍ବା ପରେ ମହୁ ଖାଇବା ଉଚିତ ।

ଚା କିମ୍ବା କଫି

ଚା କିମ୍ବା କଫି ପରେ କେବେ ମଧ୍ୟ ମହୁ ଖାଇବା ଉଚିତ ନୁହଁ । ଏହା ଦ୍ୱାରା ଶରୀରର ତାପମାତ୍ରାରେ ପରିବର୍ତ୍ତନ ଘଟିଥାଏ। ଫଳରେ ମାନସିକ ଚାପ ବୃଦ୍ଧି ପାଇବା ସହ ଅସୁସ୍ଥ ଅନୁଭୂତ ହୋଇଥାଏ ।
ସାଧାରଣତଃ ଗରମ ପ୍ରଦାର୍ଥ ସହ ମହୁ ସେବନ ଜହର ସହ ସମାନ । ଏହା ଦ୍ୱାରା ଫୁଡ୍‌ ପଏଜନିଂ ହେବା ସହ ପେଟ ସହ ଜଡ଼ିତ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ ।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

16 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

30 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

45 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

55 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago