ମାତ୍ର ୫ ମିନିଟିରେ ଏହି ଉପାୟରେ ସିଝାନ୍ତୁ ଆଳୁ

ଆଳୁ ରୋଷେଇ ଘରର ପ୍ରମୁଖ ପରିବା ମଧ୍ୟରେ ଗଣା । ପ୍ରତ୍ୟେକ ଘରେ ଆଳୁର ଚାହିଦା ବେଶ ଅଧିକ। ପ୍ରତିଟି ତରକାରୀ ହେଉ ଅବା ଭଜା ଆମ୍ଭେମାନେ ଆଳୁକୁ ଖୋଜିଥାଉ ।

ଆଳୁ ପରଟା କରିବା ପାଇଁ ଆଳୁ ସିଝାଇବା ପାଇଁ ଯଦି ଆପଣଙ୍କ ପାଖରେ ଅଧିକ ସମୟ ନଥାଏ, ତେବେ ଏହି ଉପାୟ କରି ଜଲଦି ଆପଣ ଆଳୁକୁ ସିଝାଇପାରିବ। ଆଳୁକୁ ଜଲଦି ସିଝାଇବା ପାଇଁ କୁକର ପାଣି ସହିତ ଅଧା ଚାମଚ ଲୁଣ ମିଶାଇ ଗୋଟେ ସିଟିରେ ଓହ୍ଲାଇଦିଅନ୍ତୁ। ଦେଖିବେ, ଆପଣକୁ ଏଥିପାଇଁ ଅଧିକ ସମୟ ବରବାଦ କରିବାକୁ ପଡିବ ନାହିଁ। ଏପରି ଛୋଟ ଛୋଟ ଟିପ୍ସ ୨-୩ ମିନିଟରେ ଆଳୁ ସିଝାଇ ପାରିବେ।

ଲେମ୍ବୁ ସହିତ ସିଝାନ୍ତୁ ଆଳୁ :

ଆଳୁକୁ ସିଝାଇବା ପାଇଁ ପ୍ରଥମେ ଧୋଇ ପ୍ରେସର କୁକରରେ ବସାଇଦିଅନ୍ତୁ। ଏଥିରେ ଲୁଣ, ପାଣି, ଲେମ୍ବୁ କାଟି ପକାନ୍ତୁ। ଏବେ କୁକୁର ଢାଙ୍କୁଣୀ ବନ୍ଦ କରି ଅଧିକ ଆଞ୍ଚଳରେ ବସାଇଦିଅନ୍ତୁ। ଆପଣ ଦେଖିବେ ୨-୩ ମିନିଟ ମଧ୍ୟରେ ଗୋଟେ ସିଟିରେ ଆଳୁ ଭଲଭାବେ ସିଝିଯିବ।

ଏହାସହ ପଢ଼ନ୍ତୁ ; ପର୍ବପର୍ବାଣୀରେ ଘରେ ପ୍ରସ୍ତୁତ କରନ୍ତୁ ଦକ୍ଷିଣ ଭାରତୀୟ ବ୍ୟଞ୍ଜନ ଅବିୟଲ

ଆଳୁରେ ଛୋଟ ଛୋଟ କଣା କରିଦିଅନ୍ତୁ :

ଯେଉଁ ଉପାୟରେ ଆପଣ ଆଳୁ ସିଝାନ୍ତୁ ନା କାହିଁକି ଆପଣ ଆଳୁ ସିଝାଇବା ପରେ ପ୍ରଥମେ ଏଥିରେ ଛୋଟ ଛୋଟ କଣା କରିଦିଅନ୍ତୁ, ଏପରି କରିବା ଦ୍ୱାରା ଆଳୁ ଶୀଘ୍ର ସିଝିଯିବ।

ଷ୍ଟୋଭରେ କିପରି ସିଝାଇବେ ଆଳୁ :

ଯଦି ଆପଣଙ୍କ ପାଖରେ ଗ୍ୟାସ, କିମ୍ବା ମାଇକ୍ରୋେଓ୍ଵଭ ନାହିଁ, ତେବେ ଆପଣ ଆଳୁକୁ ଖୁବଶୀଘ୍ର ସିଝାଇବା ପାଇଁ ପ୍ରଥମେ ଏକ ଜାଗାରେ ଆଳୁ ଏବଂ ଅନ୍ୟ ଜାଗାରେ ପାଣି ରଖନ୍ତୁ। ଏବେ ପାଣିକୁ ଫୁଟାଇବା ପରେ ଆଳୁ ଜାଗାରେ ଢାଳିଦିଅନ୍ତୁ ଏବଂ ଏବେ ଏହି ଜାଗାକୁ ଷ୍ଟୋଭରେ ରଖିଦିଅନ୍ତୁ। ପ୍ରଥମରୁ ପାଣି ଗରମ ଥିବାରୁ ଅଳ୍ପ ସମୟ ମଧ୍ୟରେ ଆପଣଙ୍କ ଆଳୁ ସିଝିଯିବ।

Swagatika

Recent Posts

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

19 mins ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

21 mins ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

55 mins ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

1 hour ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

1 hour ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

2 hours ago