ମାଛ କଣ୍ଟା ତଣ୍ଟିରେ ରହିଯାଇଛି କି ? ତେବେ ନଡରି ତୁରନ୍ତ କରନ୍ତୁ ଏହି କାମ

ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ମାଛ ଖାଇବାକୁ ବହୁତ ପସନ୍ଦ। କିନ୍ତୁ ଆପଣ ଦେଖିଥିବେ ବେଳେବେଳେ ମାଛ ଖାଉଥିବେ ବେଳେ ତଣ୍ଟିରେ କଣ୍ଟା ଲାଖିଯାଇଥାଏ। ଯଦି ଏପରି ଏହି ସମୟରେ ନିଶ୍ବାସ ଅଟକିଲା ଭଳି ଅନୁଭୂତ ହୋଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି ଘରୋଇ ଉପାୟ କହିବାକୁ ଯାଉଛୁ ଯାହାଦ୍ବାରା ଆପଣଙ୍କ ତଣ୍ଟିରୁ ସହଜରେ ମାଛ କଣ୍ଟା ବାହାରିଯିବ।

ସାଧାରଣତଃ ଯଦି କିଛି ଜିନିଷ ଗଳାରେ ଅଟକି ରୁହେ ତେବେ ପ୍ରଥମେ ସମସ୍ତେ କାସିବା ଆରମ୍ଭ କରିଦେଇଥାନ୍ତି । ଗଳାରୁ କଣ୍ଟା ବାହାର କରିବାର ମଧ୍ୟ ସହଜ ଉପାୟ ହେଉଛି ଅଧିକ ସମୟ ପର୍ଯ୍ଯନ୍ତ କାସିବା। ଏହା ଦ୍ବାରା ଗଳାରେ ଫସିରହିଥିବା କଣ୍ଟା ସହଜରେ ବାହାରି ଯାଇଥାଏ।

ଯଦି କାହାର ଗଳାରେ ମାଛ କଣ୍ଟା ଲାଗିଯାଇଥାଏ, ତେବେ ତାଙ୍କୁ ତୁରନ୍ତ ଅଲିଭ୍ ତେଲ ପିଆନ୍ତୁ। ତେଲ ପିଇବା ଦ୍ବାରା କଣ୍ଟା ଗଳାରୁ ସହଜରେ ଖସିଯାଇଥାଏ। ଏବଂ ଏହା ଶରୀର ପାଇଁ ହାନିକାରକ ମଧ୍ୟ ହୋଇନଥାଏ।

ସମସ୍ତେ ସାଧାରଣତଃ ମାଛକଣ୍ଟା ଗଳାରେ ଅଟକିଲେ କଦଳୀ ଖିଆଯାଇଥାଏ। କଣ୍ଟା ଲାଗିଥିଲେ ତୁରନ୍ତ କଦଳିର ଖଣ୍ତ ବିନା ଚୋବାଇ ଗିଳିବାକୁ ଚେଷ୍ଟା କରନ୍ତୁ। ଏହା କରିବା ପାଇଁ ଟିକିଏ ଅସୁବିଧା ହୋଇପାରେ। କିନ୍ତୁ ଏପରି କରିବା ଦ୍ବାରା ମାଛକଣ୍ଟା ସହଜରେ ଗଳାରୁ ତଳକୁ ଖସି ଯାଇଥାଏ।

ମାଛକଣ୍ଟାକୁ ଗଳାରୁ ବାହାର କରିବାର ଏକ ଚତ୍ମତକାରୀ ଉପାୟ ହେଉଛି ଶୁଖିଲା ରୁଟି ଚୋବାଇବା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସୁଖିଲା ରୁଟି ଚୋବାଇବା ଦ୍ବାରା ମାଛ କଣ୍ଟା ବାହାରିଯାଏ।

KNews Bureau

Recent Posts

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

9 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

21 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

25 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

45 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago