ଲାଇଫ୍ ଷ୍ଟାଇଲ୍

ଆଜି ସନ୍ଧ୍ୟାରେ ଘରେ ବନାନ୍ତୁ ଆଳୁ ସୁଜି ଚିଲ୍ଲା, ଖାଇବାକୁ ବହୁତ ସ୍ୱାଦିଷ୍ଟ

ପ୍ରତିଦିନ ସନ୍ଧ୍ୟାରେ ଘରେ ସ୍ନାକ୍ସ ପ୍ରସ୍ତୁତ କରିବା ପାଇଁ ପ୍ରତ୍ୟେକ ଗୃହିଣୀ ଚିନ୍ତାରେ ରହିଥାନ୍ତି। ସବୁ ଦିନ କିପରି ଭିନ୍ନ ଭିନ୍ନ ସ୍ନାକ୍ସ କରି ପରିବାର ଲୋକଙ୍କୁ ଦେବେ ତାହା ଭାବିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡେ। ତେବେ ଆସନ୍ତୁ ଜାଣିବା.. କିପରି ପ୍ରସ୍ତୁତ କରିବା ଆଳୁ ସୁଜି ଚିଲ୍ଲା।

ଆବଶ୍ୟକ ସାମଗ୍ରୀ: ସିଝା ଅଳୁ, ସୁଜି, ବେସନ, ଛୋଟ ଛୋଟ କଟା ହୋଇଥିବା ଟମାଟୋ, କଞ୍ଚାଲଙ୍କା, ଜୁଆଣି, ଜିରା, କଳାଜିରା, ହଳଦୀ, ହେଙ୍ଗୁ, ଗରମ ମସଲା, ଲୁଣ ସ୍ୱାଦନୁସାରେ, ଧନିଆପତ୍ର, ତେଲ।

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ସିଝା ଆଳୁକୁ ଭଲଭାବେ ଚକଟି ଦିଅନ୍ତୁ। ଆଳୁରେ ସୁଜି, ବେସନ, ହଳଦୀ, କଳାଜିରା, ଲଙ୍କା, ହେଙ୍ଗୁ ଗରମ ମସଲା, ପାଣି ଢାଳି ଏକ ଘୋଳ ତିଆରି କରନ୍ତୁ। ଏହି ଆଣକୁ ପତଳା କରନ୍ତୁ ନାହିଁ। ଏବେ ଟମାଟର ଏବଂ ଧନିଆପତ୍ର, ଲୁଣ ମିଶାଇ ଦିଅନ୍ତୁ। ଏବେ ମିଡିୟମ ଆଞ୍ଚରେ ତାଓ୍ଵା ଗରମ କରି ସେଥିରେ ଘୋଳକୁ ପକାଇ ପିଠା ଭଳି ପ୍ରସ୍ତୁତ କରିଦିଅନ୍ତୁ। ଏହାକୁ ଭଲ ଭାବେ ଦୁଇ ପାଖ ସେକି ଦିଅନ୍ତୁ। ଏବେ ଏଥିରେ ସସ୍‌ ଲଗାଇ ଗରମ ଗରମ ଖାଇପାରିବେ।

Swagatika

Recent Posts

ସରିଲା ବାଣପୁରର ଆନ୍ତର୍ଜାତୀୟ ଆଦିବାସୀ ଯୁବ ସାଂସ୍କୃତିକ ମହୋତ୍ସବ

ବାଲୁଗାଁ (କେନ୍ୟୁଜ) : ସରିଲା ବାଣପୁରର ଆନ୍ତର୍ଜାତୀୟ ଆଦିବାସୀ ଯୁବ ସାଂସ୍କୃତିକ ମହୋତ୍ସବ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଐତିହାସିକ…

27 seconds ago

କୋଲକାତାରେ ରେଷ୍ଟୁରାଣ୍ଟ ଜଳି ପାଉଁଶ, ଭୟଙ୍କର ନିଆଁ ଦେଖି ରାସ୍ତାକୁ ଦୌଡ଼ିଲେ ଲୋକେ

ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପାର୍କ ଷ୍ଟ୍ରିଟ୍‌ ଅଞ୍ଚଳରେ ଥିବା ଏହି ରେଷ୍ଟୁରାଣ୍ଟରେ…

16 mins ago

ଗ୍ରାଜୁଏସନ କରିଥିଲେ ଆକାଉଣ୍ଟ ଅଫିସର ପାଇଁ କରନ୍ତୁ ଆବେଦନ, ମାସକୁ ମିଳିବ ୯୦ ହଜାରରୁ ଅଧିକ ଦରମା

ଆସିଷ୍ଟାଣ୍ଟ ଆକାଉଣ୍ଟ ଅଫିସର ପଦବୀ ପାଇଁ ଭର୍ତ୍ତି ହେଉଛି । ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ…

26 mins ago

ଆଜି ମୁଖ୍ୟମନ୍ତ୍ରୀ ବାଛିବ ବିଜେପି, ଓଡ଼ିଶା ପହଞ୍ଚିଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

ଆଉ କିଛି ଘଣ୍ଟାର ଅପେକ୍ଷା । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିବ। ମୁଖ୍ୟମନ୍ତ୍ରୀ ସସ୍ପେନ୍ସରୁ ପରଦା ହଟିବ। ଆଜି ମୁଖ୍ୟମନ୍ତ୍ରୀ…

34 mins ago

iphone ୟୁଜର୍ସଙ୍କ ପାଇଁ ହ୍ଵାଟ୍ସଆପ୍‌ ଆଣିଲା ଖାସ୍‌ ଫିଚର, ଜରୁରୀ ଚାଟ ହେବ ଆହୁରି ସୁରକ୍ଷିତ

ଆଇଫୋନ୍ ୟୁଜର୍ସଙ୍କ ପାଇଁ ହ୍ଵାଟ୍ସଆପରେ ଏକ ନୂଆ ଫିଚର ଆସିଛି । ୟୁଜରମାନଙ୍କ ଜରୁରୀ ଚାଟ୍‌ ଏବେ ଆହୁରି ସୁରକ୍ଷିତ…

48 mins ago

ମୂଲ୍ୟବାନ କାଠ ଗଣ୍ଡିକୁ ବେଆଇନ ଭାବରେ ବିକ୍ରି କରିବା ପାଇଁ ଚାଲିଛି କି ଷଡଯନ୍ତ୍ର?

ପାଟଣାଗଡ଼ (କେନ୍ୟୁଜ): ବର୍ତମାନ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ବର୍ଷକୁ ବର୍ଷ ତାପମାତ୍ରା ବଢ଼ି ବଢ଼ି ଚାଲିଛି…

52 mins ago