ଲାଇଫ୍ ଷ୍ଟାଇଲ୍

କୋବି, ମୂଳା ଏବଂ ଗାଜରରେ ପ୍ରସ୍ତୁତ କରନ୍ତୁ ମିକ୍ସ ଆଚାର, ବନାଇବା ପୂରା ସହଜ

ଆବଶ୍ୟକ ସାମଗ୍ରୀ

ଅଧା କିଲୋ ଫୁଲ କୋବି (ଛୋଟ କଟା ହୋଇଥିବା)
ଅଧା କିଲୋ ଗାଜର (ଲମ୍ବା ଆକାରରେ କଟା ହୋଇଥିବ)
ଅଧା କିଲୋ ମୂଳା (ଲମ୍ବା ଆକାରରେ କଟା ହୋଇଥିବା)
ଅଧା କପ୍‌ ସୋରିଷ ତେଲ
ଚିମୁଟାଏ ହେଙ୍ଗୁ
ଦୁଇ ବଡ ଚାମଚ ସୋରିଷ (ପେଶା ହୋଇଥିବା)
ଲୁଣ ସ୍ୱାଦାନୁସାରେ
ଅଧା ଛୋଟ ଚାମଚ ଲାଲ ଲଙ୍କା ପାଉଡର
ଏକ ଛୋଟ ଚାମଚ ହଳଦୀ ପାଉଡର
ତିନି ଛୋଟ ଚାମଚ ଲେମ୍ବୁ ରସ
ଦୁଇ କପ୍‌ ପାଣି

ପ୍ରସ୍ତୁତି ପ୍ରଣାଳୀ

  1. ଏକ ପାତ୍ର ନିଅନ୍ତୁ ସେଥିରେ ପାଣି ଏବଂ ଏକ ଚାମଚ ଲୁଣ ପକାଇ ଗରମ ହେବା ପାଇଁ ରଖିଦିଅନ୍ତୁ।
  2. ଯେତେବେଳେ ଏହା ଫୁଟି ଆସିବ ସେତେବେଳେ ଏଥିରେ କଟା ପରିବା ପକାଇ ଦିଅନ୍ତୁ ଏବଂ ୪-୫ ମିନିଟ ଫୁଟାନ୍ତୁ।
  3. ନିର୍ଦ୍ଧିଷ୍ଟ ସମୟ ପରେ ଆଞ୍ଚ ବନ୍ଦ କରିଦିଅନ୍ତୁ ଏବଂ ୧୦ ମିନିଟ ପର୍ଯ୍ୟନ୍ତ ଘୋଡାଇ ରଖିଦିଅନ୍ତୁ।
  4. ଏହାପରେ ଛଣା ସାହାଯ୍ୟରେ ପରିବାକୁ ଛାଣି ଦିଅନ୍ତୁ ଏବଂ ପାତ୍ରକୁ ବାହାର କରିଦିଅନ୍ତୁ।
  5. ସାରା ଦିନ ଖରାରେ ସୁଖାଇବା ପରେ ଆଞ୍ଚରେ କଡା ବସାଇ ତେଲ ଗରମ କରନ୍ତୁ। ଯେତେବେଳେ ତେଲ ଗରମ ହୋଇଯିବ ସେତେବେଳେ ଆଞ୍ଚ ବନ୍ଦ କରିଦିଅନ୍ତୁ।
  6. ଯେତେବେଳେ ତେଲ ହାଲକା ଥଣ୍ଡା ହୋଇଯିବ ସେଥିରେ ଲୁଣ, ସୋରିଷ, ହେଙ୍ଗୁ, ଲାଲ ଲଙ୍କା ପାଉଡର ଏବଂ ସିଝା ପରିବାକୁ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ।
  7. ଏହପରେ ଏଥିରେ ଲେମ୍ବୁ ରସ ପକାଇ ପୁଣି ଥରେ ମିଶାଇ ଦିଅନ୍ତୁ।
  8. ଏହାପରେ ଏହି ଆଚାରକୁ କାଚ ଜାରରେ ରଖି ୨ ରୁ ୩ ଦିନ ଖରାରେ ରଖିଦିଅନ୍ତୁ।
  9. ମନେ ରଖନ୍ତୁ ଏହାକୁ ଖରାରେ ସୁଖାଇବା ସମୟରେ ଚାମଚରେ ଏହାକୁ ଉପର ତଳ କରିଦିଅନ୍ତୁ।
  10. ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ମିକ୍ସ ଆଚାର। ଏହାକୁ ରୁଟି, ଡାଲି ଏବଂ ଭାତ ସହିତ ଖାଇପାରିବେ।
Pritiparna

Recent Posts

ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି, କେକେଆର ଏବଂ ଶାହରୁଖଙ୍କ ମିଳିଲା ଶୁଭେଚ୍ଛା

ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…

10 mins ago

ଲଞ୍ଚ ହେବ Motorola Moto G85, ୟୁଜରଙ୍କୁ ପସନ୍ଦ ଆସିବ କର୍ଭଡ୍‌ ସ୍କ୍ରିନ୍‌ ସରଫେସ୍‌

Motorola Moto G85 ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଏବଂ ସ୍ମାର୍ଟଫୋନର ରେଣ୍ଡରଗୁଡିକ ସାମ୍ନାକୁ ଆସିଛି ।…

12 mins ago

ଭୁବନେଶ୍ବରରୁ ସିଧା ମାଲେସିଆ, ସପ୍ତାହରେ ଚାରି ଦିନ ଉଡ଼ିବ ବିମାନ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରୁ ସିଧାସଳଖ କୁଆଲାଲମ୍ପୁରକୁ ଉଡ଼ିଲା ବିମାନ। ଗତକାଲି ରାତିରୁ ବିମାନ ସେବା ଆରମ୍ଭ ହୋଇଛି । ଏୟାର…

13 mins ago

ମହାକାଳପଡ଼ା: ଗାତରେ ଫସିଗଲା ବଉଳା କୁମ୍ଭୀର

ମହାକାଳପଡ଼ା (କେନ୍ୟୁଜ): ଗାତରେ ଫସିଗଲା ବଉଳା କୁମ୍ଭୀର ।  ନିର୍ମାଣାଧୀନ ସେତୁର ଗର୍ତ୍ତରେ ଫସି ଯାଇଛି କୁମ୍ଭୀର ।  କେନ୍ଦ୍ରାପଡା…

27 mins ago

ଜୁନରୁ ଆରମ୍ଭ ଯୁକ୍ତ ତିନି ନାମଲେଖା ପ୍ରକିୟା, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର (କେନ୍ୟୁଜ): ଯୁକ୍ତ ତିନି ନାମ ଲେଖା ପାଇଁ ଜୁନ୍ ପ୍ରଥମ ସପ୍ତାହରୁ କରିପାରିବେ ଆବେଦନ । ଅନଲାଇନ୍ ଜରିଆରେ…

35 mins ago

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି, ବୋହୂକୁ ଏମିତି ଅଫର ଦେଲା ଶଶୁର

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…

56 mins ago